Tag: BJD

ରେଳ ବୋର୍ଡ ର ଅଧ୍ୟକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର ପ୍ରଧାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିନୟ କୁମାର ତ୍ରିପାଠୀଙ୍କ ଦିନିକିଆ ତାଳଚେର ଗସ୍ତ । ଏହି କ୍ରମରେ ତାଳଚେର ରେଲୱେ ଷ୍ଟେସନଠାରେ ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଶ୍ରୀ ତ୍ରିପାଠୀ…

ପୌର ନିର୍ବାଚନ: ଶକ୍ତି ପ୍ରଦର୍ଶନ କରୁଛନ୍ତି ବନ୍ଦିତା

ଭୁବନେଶ୍ୱର: ରାଜ୍ୟରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ହାତରେ ଆଉ ଦୁଇଦିନ। ଦୁଇ ଦିନ ପରେ ଥମିବ ପ୍ରଚାର । ତେବେ ଏହି କମ ସମୟକୁ ହାତ ଛଡ଼ା କରିବାକୁ…

ଅନୁଗୋଳ ବିଜେଡ଼ିରେ ଘଡିକେ ଘୋଡ଼ା ଛୁଟୁଛି, ପ୍ରାର୍ଥିତ୍ୱକୁ ନେଇ ତେଜୁଛି ଅନ୍ତଃକନ୍ଦଳ

ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ନିକଟରେ କଂଗ୍ରେସର ହେବିଓ୍ବେଟ ତଥା ପୂର୍ବତନ ନଗରପାଳ ଅକ୍ଷୟ ସାମନ୍ତ କଂଗ୍ରେସ ଛାଡି ବିଜେଡି ଶିବିରରେ ନିଜ ସମର୍ଥକଙ୍କୁ ନେଇ ସାମିଲ ହେବା ପରେ ବିଜେଡି ଶିବିରରେ ଏକ ପ୍ରକାର କମ୍ପନ ଦେଖାଦେଇଛି । ବିଶେଷ ଭାବେ…

NH ୫୫ ଦୂରାବସ୍ଥା: ସାଂସଦଙ୍କ ଆହ୍ୱାନରେ ତେଜିଲା ଆନ୍ଦୋଳନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବଅଁରପାଳ ଠାରୁ ଅନୁଗୋଳ ପର୍ଯ୍ୟନ୍ତ ଜାତୀୟ ୫୫ ନମ୍ବର ରାଜପଥ ଦୂର ବସ୍ତା ନେଇ ଅଞ୍ଚଳ ବାସୀ ବାରମ୍ବାର ଆନ୍ଦଳନ କରାଯାଉଥିବା ବେଳେ ପ୍ରଶାସନ ଉଚିତ୍ ପଦକ୍ଷେପ ନ ଦେବାରୁ ରୁ ବିଫଳ ହୋଇଛି। ଗତ ୬ ବର୍ଷ…

କେନ୍ଦ୍ରାପଡ଼ାରେ ଜମୁଛି ନିର୍ବାଚନ ପ୍ରଚାର, ଜିଲ୍ଲା ପରିଷଦ ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ଜୋରଦାର ପ୍ରଚାର

କେନ୍ଦ୍ରାପଡ଼ା: ମତଦାନର ତାରିଖ ଯେତିକି ପାଖେଇ ଆସୁଛି, ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। ତେବେ ଜିଲ୍ଲାରେ ବିଜେଡ଼ି ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରକୁ ମଧ୍ୟ ଜୋର କରିଛନ୍ତି। ଜିଲ୍ଲାର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଗୀତାଞ୍ଜଳି ଆଜି ନିଜ ଜୋନରେ ବୁଲି ପ୍ରଚାର…

ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ପଞ୍ଚାୟତ ର ୫ ଜଣ ବିଜେପି କର୍ମୀ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ…

ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ଅନୁଗୋଳ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତର କଂଗ୍ରେସ ପଞ୍ଚାୟତ ସଭାପତି ଶ୍ରୀ ବାନାମ୍ବର ବେହେରାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଓଡିଶା ର…

ଅନୁଗୋଳ ବିଧାୟକଙ୍କ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକରେ ମାନ୍ୟବର ବିଧାୟକ ଅନୁଗୋଳ ତଥା ଓଡିଶା ବିଧାନସଭା ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଓଡିଶା ସରକାରଙ୍କ 5T ମୋ ସରକାର ଅନ୍ତର୍ଗତ…

ବିଧାୟକଙ୍କ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଝାରସୁଗୁଡ଼ା ଜିଲ୍ଲା ବିଜୁ ଦଳର ଦକ୍ଷ ସଂଗଠକ ବ୍ରଜରାଜ ନଗରର ମାନ୍ୟବର ବିଧାୟକ ସ୍ଵର୍ଗତ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅମର ଆତ୍ମାର ସଦଗତି…

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ବିଜେଡି ଛାଡି ବିଜେପିର ପଦ୍ମଫୁଲ ଧରିଲେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ଅନ୍ୟତମ ପ୍ରମୁଖ ନେତା , ପୂର୍ବତନ ଅନୁଗୁଳ ବ୍ଲକ ର ଉପାଧ୍ୟକ୍ଷ ତଥା ଜିଲା ବିଜେଡି ର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ…