Tag: BJD

ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ କେରଜାଙ୍ଗ ପଞ୍ଚାୟତର ଦୁଇ ବିଜେଡି କର୍ମୀଙ୍କୁ ବହିଷ୍କୃତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଡ କେରଜାଙ୍ଗ ପଞ୍ଚାୟତରେ ବିଜୁ ଜନତା ଦଳ ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଡ କେରଜାଙ୍ଗ ପଞ୍ଚାୟତର ଦୁଇ କର୍ମୀ ଙ୍କୁ ବହିଷ୍କୃତ କରାଯାଇଛି।…

ବିଜେଡି ଏକ ସାମୁହିକ ଆନ୍ଦୋଳନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଠାରୁ ନଭେମ୍ବର…

ବନ୍ୟା ପ୍ରପିଡ଼ୀତଙ୍କୁ ବିଜେଡ଼ିର ରିଲିଫ ବଣ୍ଟନ

ଅନୁଗୋଳ: ଗୁରୁବାର ଦିନ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ବିଜୁ ଯୁବ ଜନତା ଦଳ ତରଫରୁ ଟିକରପଡା ଗ୍ରାମର ୨ଟି ଓ୍ବାର୍ଡରେ ଅସହାୟ ଲୋକ ଓ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ( ୧.୫ କୁଇଣ୍ଟାଲ…

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ,…

ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ କୋଟି ଟଙ୍କା ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ) : ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ କୋଟି ଟଙ୍କା ମଞ୍ଜୁର କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ । ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ…

ବିଜେଡିର ୨୫ ବର୍ଷ ଅବସରରେ ବୃକ୍ଷରୋପଣ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ସାଉଥ୍ ବଲଣ୍ଡା ଦୂର୍ଗା ମଣ୍ଡପ ପଡିଆ ଠାରେ ତାଳଚେର ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ଦ୍ଵାରା…

୫-ଟି ସହିତ ଆଉ ଏକ ଟି ଉପରେ ନବୀନଙ୍କ ଗୁରୁତ୍ୱାରୋପ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ନବୀନ ସରକାର ରେ ଜାରି ରହିଥିବା 5T ସହ ଆଉ ଏକ ଟି (ଟି) ନେଇ ଚର୍ଚ୍ଚା । ଆଜି ନବ ନିଯୁକ୍ତ ଉଭୟ କ୍ୟାବିନେଟ ଓ ରାଷ୍ଟ୍ର ପାହ୍ୟା ର ମନ୍ତ୍ରୀ ମାନେ ନବୀନ ନିବାସ ରେ…

୫ଟି ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟ ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):୫ଟି ଯୋଜନାରେ ରୂପାନ୍ତରିତ ବିଦ୍ୟାଳୟ ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରମରେ ଅନୁଗୁଳ ଜିଲା ର ୫୦ ଟି ବିଦ୍ୟାଳୟ କୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ସହର ର ପିଟିସି ଉଚ୍ଚ…

ଦାଉ ସାଜିଲା କାଳ ବୈଶାଖି, ବାସହରା ହେଲେ ଦିବ୍ୟାଙ୍ଗ ସମୂହ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ହଠାତ ଝଡ଼ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ଏହା କିଛି ଲୋକ ଙ୍କୁ ହୁଏତ ଗରମ ରୁ ଆସ୍ୱସ୍ତି ଦେଇଥାଇପାରେ । ହେଲେ ଆଉ କିଛି ଙ୍କ ବିନାଶକାରୀ ହୋଇଛି । ବୁଧବାର ସନ୍ଧ୍ୟାରେ ଅନୁଗୁଳ…

ନବୀନ @25

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ପଚିଶ ବର୍ଷ ତଳେ ନବୀନ ଓ ପଚିଶ ବର୍ଷ ପରେ ବି ନବୀନ । ଠିକ ପଚିଶ ବର୍ଷ ତଳେ ଆଜିର ଦିନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ ପଟ୍ଟନାୟକ । ସେତେବେଳେ ନିଜ ର ବିଜୟ…