ମାତୃଭାଷାରେ ପଢିଲେ ପିଲାଙ୍କ ଜ୍ଞାନର ଅଭ୍ୟୁଦୋୟ ଘଟିବ- ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ମାତୃଭାଷାରେ ପିଲାମାନେ ପାଠ ପଢିଲେ ପାଠ ବୁଝିବାରେ ସହଜ ହେବ । ପାଠକୁ ଭଲ ଭାବରେ ବୁଝିଲେ ହିଁ ପିଲା ମାନଙ୍କ ମଧ୍ୟରେ ଥିବା ଜ୍ଞାନର ଅଭ୍ୟୁଦୋୟ ଘଟିବ ବୋଲି ରବିବାର ଅନୁଗୋଳ ସହରର ସଭାଗାର ଠାରେ…