Tag: Angul

Angul News: ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ଫ୍ରଣ୍ଟର ସମ୍ମିଳନୀ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ) ଅଦ୍ୟ ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ପ୍ରଣ୍ଟର ଜିଲ୍ଲା ସମ୍ମିଳନୀ ଅନୁଗୋଳ ର ପ୍ରଶାନ୍ତି ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି ଏହି ସମ୍ମିଳନୀ ରେ ଅନୁଗୋଳ ଜିଲ୍ଲାର ସମସ୍ତ ବାର ଆସୋସିଏସନରୁ ସଦସ୍ୟ ଓ ସଦସ୍ୟା ମାନେ…

ପୋଲିସ ବିରୁଦ୍ଧରେ ବିଜେପିର ଥାନାରେ ଏତଲା

Angul News (ସୁବ୍ରତ ପଟ୍ଟନାୟକ): ମନ୍ତ୍ରୀ ନବ ଦାସ ହତ୍ୟାମାମଲାରେ ସଠିକ ତଦନ୍ତ ଦାବି ପାଇଁ ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କରାଯାଇଥିବା ପ୍ରତିବାଦରେ ଯୁବ ମୋର୍ଚ୍ଚା କର୍ଯ୍ୟକର୍ତାଙ୍କୁ ଯୋଜନା ମୁତାବକ ପୋଲିସ ଅତରକିତ ଆକ୍ରମଣକୁ ନେଇ ଆଜି…

ଗ୍ୟାସ୍ ଦର ବୃଦ୍ଧିକୁ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପକ୍ଷରୁ ତୀବ୍ର ବିରୋଧ କରି ପ୍ରତିବାଦ ସଭା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ବିଜେପି ପରିଚାଳିତ ମୋଦି ସରକାର ଗତ ଦୁଇ ମାସରେ ଦୁଇ ଥର ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଶୋଭାଯାତ୍ରା କରିବାସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।…

ମନ୍ତ୍ରୀଙ୍କ ହତ୍ୟା ତଦନ୍ତ ବାଟବଣା କରୁଛନ୍ତି ରାଜ୍ୟ ସରକାର: ଡଃ କୃଷ୍ଣଚନ୍ଦ୍ର ମହାପାତ୍ର

Angul News (ସୁବ୍ରତ ପଟ୍ଟନାୟକ): ବିଜେପିର ଅନଗୁଳ ଜିଲ୍ଲା ପ୍ରବାସ ଯୋଜନା ରେ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ଅର୍ବାନ ସେଲ ସଂଯୋଜକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଛନ୍ତି। ଅନଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେ କହିଛନ୍ତି ରାଜ୍ୟରେ ଆଇନ…

ଚାଷୀ ସ୍ୱାବଲମ୍ବୀ ହେବ ପାଇଁ କିଷାନ ଗୋଷ୍ଠ କାର୍ଯ୍ୟକ୍ରମ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଚାଷୀ ହେବେ ସ୍ୱାବଲବୀ , ପ୍ରଧାନମନ୍ତ୍ରୀ ଙ୍କ ଏଭଳି କିଛି ପରିକଳ୍ପନା କୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ହୋଇଥିବା ବେଳେ ଅନୁରୂପ ଭାବେ ଆଜି ତାଳଚେର ସ୍ଥିତ ପବିତ୍ର ମୋହନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପରିସରରେ ବିଭିନ୍ନ…

ଦେବଗଡ ଓ ସମ୍ବଲପୁର ଜିଲ୍ଲା ସମେତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ପର୍ଯ୍ୟଟନର ବିକାଶ ପାଇଁ ଦିଆଯାଉ ସ୍ୱତନ୍ତ୍ର ପ୍ୟାକେଜ୍ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.…

ଅଟୋକୁ ପିଟିଲା ହାଇଓ୍ୱା, ଚାଲିଗଲା ୩ ଜୀବନ

Angul News: ମର୍ମନ୍ତୁଦ ଦୁର୍ଘଟଣା ରେ ଚାଲିଗଲା ତିନି ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲଗାଁଠାରେ। ବିଳମ୍ବିତ ରାତିରେ ଏକ ହାଇବା ଧକା ରେ ତିନି ଜଣ ଙ୍କ ର ମୃତ୍ୟୁ…

Angul News: ଗିରାଙ୍ଗ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟ ଉପ-ବାଚସ୍ପତିଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ

Angul News: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ଗିରାଙ୍ଗ ଗ୍ରାମ ପଞ୍ଚାୟତ ଠାରେ ୫୯.୧୨ ଲକ୍ଷ ବିଶିଷ୍ଟ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ…

ଅପାରଗ ରାଜ୍ୟ ସରକାର ବିରୁଦ୍ଧରେ ସବୁସ୍ତରରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାର ବିରୁଦ୍ଧରେ ଜନତାର ସ୍ୱରକୁ ଶାଣିତ କରି ବିଜେପି ସବୁ ସ୍ତରରେ ସାଧାରଣ ଲୋକଙ୍କ ସମସ୍ୟାକୁ…

Angul News: ଜୈବ ବିବିଧତା ମେଳା

Angul News: ଜୈବ ବିବିଧତାକୁ ବଞ୍ଚାଇ ରଖିବାକୁ ଉଦ୍ୟମ। ତାହା ପୁଣି ସରକାରୀ ନୁହେଁ ବରଂ ଗ୍ରାମବାସୀଙ୍କ ସମେତ ବେସରକାରୀ ସ୍ତରରେ ହୋଇଛି ଉଦ୍ୟମ । ପାରମ୍ପରିକ ଖାଦ୍ୟ ସାଙ୍ଗକୁ ପ୍ରଦର୍ଶିତ ହୋଇଛି ଜଙ୍ଗଲ ଜାତ ଦ୍ରବ୍ୟ । ଜଳ ଜମି…