Tag: Angul

Angul News: ସୁଭଦ୍ରା ପରିବାର ଙ୍କୁ ଭେଟିଲେ ସାଂସଦ ରୁଦ୍ର ନାରାୟଣ ପାଣି

ତାଳଚେର /କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲଜ ଲୋଧାଝରି ଗ୍ରାମର ଝିଅ ସୁଭଦ୍ରା ର ବିଭତ୍ସ ହତ୍ୟା ଘଟଣା ସମଗ୍ର ଅଞ୍ଚଳ ରେ ଆଲୋଡନ ସୃଷ୍ଟି କରିଛି |ଆଜି ବୁଧବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୁଭଦ୍ରା ପରିବାର…

ସୁଭଦ୍ରା ଅପହରଣ ଓ ହତ୍ୟା ଘଟଣା: ଅନୁଗୁଳରେ ମହିଳା-ଯୁବ-ଛାତ୍ର ସଂଗଠନର ବିକ୍ଷୋଭ

ଅନୁଗୁଳ: କଣିହାଁ ବ୍ଲକ ଲୁଧାଝରି ଗାଁର ସୁଭଦ୍ରା ନାମ୍ନୀ ଯୁବତୀଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଜନସାଧାରଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇ ଦେଇଥିବାବେଳେ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି କଠୋରରୁ କଠୋରତମ ଦଣ୍ଡବିଧାନ କରିବା, ଶିଶୁ କନ୍ୟା, ଛାତ୍ରୀ, ଯୁବତୀ ସର୍ବୋପରି ମହିଳା ମାନଙ୍କ…

ବିଜେପି ଅନୁଗୁଳ ଜିଲ୍ଲା କୋର କମିଟି ବୈଠକ

ଅନୁଗୁଳ :ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ କୋର କମିଟି ବୈଠକ ରେ ସାଙ୍ଗଠନିକ ଆଲୋଚନା କରାଯିବା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ବିଭିନ୍ନ…

Angul News: ଅନୁଗୋଳ ଓକିଲ ସଂଘ ପକ୍ଷରୁ ମଧୁ ଜୟନ୍ତୀ ପାଳିତ

Angul News: ଅନୁଗୋଳ ଓକିଲ ସଂଘ ପକ୍ଷରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ। ମଧୁବାବୁ ଆଇନ ବୃତ୍ତିର ଆଦିପୁରୁଷ। ମଧୁବାବୁ ବହୁମୁଖି ପ୍ରତିଭାର ମୂର୍ତ୍ତିବନ୍ତ ପ୍ରତୀକ -ଆଇନ ମନ୍ତ୍ରୀ। ଆଇନଜୀବୀଙ୍କ ସାମାଜିକ ସୁରକ୍ଷାର ଆବଶ୍ୟକତା ଅଛି -ରାଜସ୍ବ ମନ୍ତ୍ରୀ।…

ଦ୍ଵାଦଶତମ ଅନୁଗୋଳ ମହୋତ୍ସବ-୨୦୨୫ ଓ ପଲ୍ଲିଶ୍ରୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଅନୁଗୋଳ:- ଦ୍ଵାଦଶତମ ଅନୁଗୋଳ ମହୋତ୍ସବ-୨୦୨୫ ଓ ପଲ୍ଲିଶ୍ରୀ ମେଳାକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଆଜି ସ୍ଥାନୀୟ ଅନୁଗୋଳ ଷ୍ଟାଡିୟମ ଠାରେ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ସର୍ବପ୍ରଥମେ ଅନୁଗୋଳବାସୀଙ୍କୁ ଶୁଭେଛା ଓ…

Angul News: ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ ଦାବି କଲା କଂଗ୍ରେସ

Angul News: ଅନୁଗୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ପାଞ୍ଚମାଇଲିଠାରେ ହୋଇଥିବା ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ ଆସିଥିବା ପିସିସି ଅନୁଧ୍ୟାନ କମିଟି ର ଚେୟାରମ୍ଯାନ ପୂର୍ବତନ ସାଂସଦ, ମନ୍ତ୍ରୀ ତଥା ପିସିସି ରାଜନୈତିକ ନୀତି ନିର୍ଦ୍ଧାରଣ କମିଟି…

Angul News: ଅନୁଗୁଳରୁ କାମାକ୍ଷା ନଗର ଦେଇ ଯାଜପୁର ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ନିବେଦନ

Angul News: ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ବୁଧବାର ଲୋକସଭା ରେ ଅନୁଗୁଳ ଯାଜପୁର ରେଳ ଲାଇନ ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଦାବୀ କରିଛନ୍ତି |ବିଗତ 25ବର୍ଷ ପୂର୍ବେ ଅଟଳବିହାରୀ ବାଜପେୟୀ ଙ୍କ ସରକାର…

ହିଙ୍ଗୁଳା ଠାକୁରାଣୀ ଙ୍କୁ ଦର୍ଶନ କଲେ ନୂତନ ବିଜେପି ଜିଲ୍ଲା ସଭାପତି ,ତାଳଚେର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ତାଳଚେର : ବିଜେପି ନୂତନ ଜିଲ୍ଲା ସଭାପତି ଭାବେ ଯଯାତି ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି |ଆଜି ଗୁରୁବାର ଶ୍ରୀଯୁକ୍ତ ପଟ୍ଟନାୟକ ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା ହିଙ୍ଗୁଳା ଠାକୁରାଣୀ ଙ୍କୁ ଦର୍ଶନ କରି ପୂଜାର୍ଚନା କରିଛନ୍ତି…

Angul News: ଇଣ୍ଡୋ ପାକ୍ ଯୁଦ୍ଧରେ ସହିଦ୍ ସୁଧାକର ବେହେରାଙ୍କ ଧର୍ମପତ୍ନୀ ଉମାଦେବୀଙ୍କୁ ମୁକ୍ତିଯୁଦ୍ଧ ସମ୍ମାନରେ ସମ୍ମାନିତ

Angul News: ତାଳଚେର: ଦୀର୍ଘ ୫୪ ବର୍ଷ ପରେ ମଧ୍ୟ ଆଜି ପ୍ରମାଣିତ ହୋଇଛି ଯେ ସୈନିକ ର ବଳିଦାନ କେବେ ବୃଥା ଯାଇନଥାଏ ।ତାହା ପୁଣି ନିଜ ମାତୃଭୂମି ପାଇଁ ହେଉ ଅବା ପଡୋଶୀ ଦେଶକୁ ଆଜାଦ୍ କରିବାରେ ଯଦି…

Angul News: ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ‘ମନ କି ବାତ’ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

Angul News: ଅନୁଗୁଳ : ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ମନ କି ବାତ କାର୍ଯ୍ୟକ୍ରମ କୁ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ଶୁଣିଛନ୍ତି |ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ ଙ୍କ ନେତୃତ୍ୱରେ…