Tag: Angul

ପାଳିତ ହେଲା ଚଳିତ ବର୍ଷର ଦ୍ଵିତୀୟ ରାହଗିରି : କାର୍ଯ୍ୟକ୍ଷମ ହେଲା ସମ୍ମାନ ଯୋଜନା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଚଳିତ ବର୍ଷର ଦ୍ଵିତୀୟ ରାହଗିରି କାର୍ଯ୍ୟକ୍ରମ ଆଜି ପ୍ରତ୍ୟୁଷରୁ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ। ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ସମୁଖ ରାସ୍ତାରେ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଗତ ଥର ଭଳି , ଯୋଗ…

ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ !

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ସୀମା ଲଙ୍ଘିଲା ପୋଲିସ ର ବର୍ବରତା । ପୋଲିସ ବିରୁଦ୍ଧରେ ଥାର୍ଡ ଡିଗ୍ରୀ ଅଭିଯୋଗ । ଅନୁଗୁଳ ଜିଲା ଆଠମଲ୍ଲିକ ପୋଲିସ ବିରୁଦ୍ଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଛେଳି କିଣା ବିକା ମାମଲାରେ ଅର୍ଥ…

ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ତାଳଚେର ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଡେରା ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରବି ନାରାୟଣ ପ୍ରଧାନ ଅଧ୍ୟକ୍ଷତା କରି ତୁରନ୍ତ ମେଡ଼ିକାଲ କଲେଜ କୁ ସରକାରୀ…

ଶ୍ରୀ ମନ୍ଦିର ପାଇଁ ଦାବିପତ୍ର ପ୍ରଦାନ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): କରିଡର ଆଳରେ ବ୍ୟାପକ ମାତ୍ରାରେ ଖନନ କରି ଶ୍ରୀ ମନ୍ଦିର କୁ ଅସୁରକ୍ଷିତ କରୁଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ସରକାର ଙ୍କ ଉପରେ ବର୍ଷିଛନ୍ତି ଶ୍ରୀ ମନ୍ଦିର ସୁରକ୍ଷା ଅଭିଯାନ ର କର୍ମକର୍ତା । ସୁରକ୍ଷା…

ନାମୀ କମ୍ପାନୀର ଲୋଗୋ ଲଗାଇ ବେନାମୀ କମ୍ପାନୀ ର ମୃଦୁ ପାନୀୟ କାରବାର ଅଭିଯୋଗ ।

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ନାମୀଦାମୀ କମ୍ପାନୀର ଅବିକଳ ଲୋଗୋ ଲଗାଇ ବିକ୍ରି କରାଯାଉଥିଲା ମୃଦୁ ପାନୀୟ । ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରି ବଜାରରେ ବିକ୍ରି କରାଯାଉଥିଲା ଏହି ନକଲି ମୃଦୁପାନୀୟ। ଏଭଳି ଏକ ନକଲି ମୃଦୁ ପାନୀୟ ଠାବ ହୋଇଛି ଅନୁଗୋଳ…

୮୮ତମ ଗାନ୍ଧୀଙ୍କ ଅନୁଗୁଳ ଆଗମନ ଦିବସ ପାଳିତ

ଅନୁଗୁଳ: ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଅନୁଗୁଳ ଆଗମନ ଦିବସ ପାଳିତ । ରାଷ୍ଟ୍ରୀୟ ଯୁବା ସଂଗଠନ ଓ ବାଜି ରାଉତ ଛାତ୍ରାବାସ ସମେତ ଗାନ୍ଧୀ ପ୍ରେମୀ ଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଛି ୮୮ ତମ ଗାନ୍ଧୀ ଙ୍କ ଅନୁଗୁଳ…

ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପିର ବିରୋଧ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଦେବଗଡ଼ ଜିଲା ତିଳେଇବଣି ବିଡ଼ିଓଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ବିକ୍ଷୋଭ । ଆଜି ଅନୁଗୁଳ ଜିଲା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି ଏହି ବିକ୍ଷୋଭ । ଜିଲା ବିଜେପିସଭାପତି ଡିଲେଶ୍ୱର ପ୍ରଧାନ ଙ୍କ…

ଜିଲ୍ଲାରେ ନିବେଶ ପାଇଁ ସ୍ୱତନ୍ତ୍ର ଯୋଜନା

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ନାଲକୋ ଆଲୁମିନିୟମ ପାର୍କ ରେ ନିବେଶକ ଙ୍କୁ ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ର ସ୍ୱତନ୍ତ୍ର ଯୋଜନା । ଏହି କ୍ରମ ରେ ଚଳିତ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଚାଲିବ…

କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀଙ୍କୁ ଭେଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୋଳ, (ଶୁଭଲକ୍ଷ୍ମୀ ଦାସ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ଓ କୁଲାଡ଼ରେ…

ଓମଫେଡ଼ କ୍ଷୀର ଦରବୃଦ୍ଧି ବିରୋଧରେ ଏଆଇଏମଏସଏସର ପ୍ରତିବାଦ ସଭା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଓମଫେଡ଼ କ୍ଷୀର ଦରବୃଦ୍ଧି ପ୍ରତ୍ୟାହାର କରିବା, ଛଟେଇ କରିଥିବା ଓମଫେଡ଼ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି କରିବା, ରନ୍ଧନ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ମୂଲ୍ୟବୃଦ୍ଧି ବନ୍ଦ କରିବା ଦାବିରେ ବୁଧବାର ସକାଳେ…