Tag: Angul

Angul News: ରାଜ୍ୟ ଖେଳ ମାନଚିତ୍ରରେ ଅନୁଗୋଳକୁ ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ିବା – ଧର୍ମେନ୍ଦ୍ର ପ୍ରଧାନ

Angul News (ସୁବ୍ରତ ପଟ୍ଟନାୟକ): ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳରେ ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ କରିବା ସହ ଅନ୍ୟାନ୍ୟ କ୍ରୀଡାଭିତ୍ତିକ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାର ଲୋକମାନେ ସଂକଳ୍ପ କରିବା ଉଚିତ୍ । ସଂକଳ୍ପ କଲେ…

Angul News: ରାଜନୀତିରେ ଅପରାଧୀକରଣକୁ ସମସ୍ତ ମଣ୍ଡଳରେ ବିଜେପିର ସତ୍ୟାଗ୍ରହ

Angul News: ତାଳଚେର (ସୁବ୍ରତ ପଟ୍ଟନାୟକ): ବିଜେଡି ପ୍ରତିଷ୍ଠା ଦିବସରେ ତାଳଚେର ର ସମସ୍ତ ମଣ୍ଡଳ ରେ ମହାପୁରୁଷ ଙ୍କର ପ୍ରତିମୂର୍ତ୍ତି ନିକଟରେ ବିଜେପି ସତ୍ୟାଗ୍ରହ କରିଛି | ତାଳଚେର ପୌର ମଣ୍ଡଳ ପକ୍ଷରୁ ଶର୍ମାଛକ ଠାରେ ନେତାଜୀ ସୁବାସ ଚନ୍ଦ୍ର…

Angul News: ମୁଖ୍ୟମନ୍ତ୍ରୀ ଆସିବେ ବୋଲି ୨୪ ବର୍ଷର ପୁରୁଣା ବାଜପେୟୀ ମଣ୍ଡପ ଭାଙ୍ଗିଲା ପ୍ରଶାସନ, ବିଜେପିର ନିନ୍ଦା

Angul News (ସୁବ୍ରତ ପଟ୍ଟନାୟକ): ତାଳଚେରକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ ଆସିଥିଲେ। ତାଳଚେର କଲେଜ ପଡିଆରେ ନିର୍ମିତ ହୋଇଥିବା ଏକ ଷ୍ଟେଜରେ ଉଦବୋଧନ ଦେଇଥିଲେ। ୨୪ ବର୍ଷ ଧରି ସେହି ମଣ୍ଡପଟି ବାଜପେୟୀଙ୍କ ସ୍ମୃତି…

Angul News: ଏବିଭିପିର ୪୭ତମ ରାଜ୍ୟ ଅଧିବେଶନ ଅନୁଗୋଳରେ ଆରମ୍ଭ

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ରେ ଆଜିଠାରୁ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ର ୪୭ ତମ ରାଜ୍ୟ ଅଧିବେଶନ । ରାଜ୍ୟ ର ସମସ୍ତ ଜିଲ୍ଲାର ରୁ ପ୍ରତିନିଧି ମାନେ ଏଥିରେ ଯୋଗ…

Angul News ଉତ୍କଳ ଡି କୋଲ ବ୍ଲକ ପରିଦର୍ଶନ କଲେ ଜିଲାପାଳ

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ଛେଣ୍ଡିପଦା ଗ୍ରସ୍ତ ସମୟରେ ଉତ୍କଳ-ଡି କୋଲ ବ୍ଲକ ପରିଦର୍ଶନ କରିଥିଲେ। ଉପ-ଜିଲାପାଳ ଅନୁଗୋଳ ବୈତୁରା ଦୀପଙ୍କ ଉପସ୍ଥିତିରେ ଉତ୍କଳ ଡି କୋଇଲା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ…

Angul News: ମରୁଡ଼ି ଦାବୀ ନେଇ ଜିଲ୍ଲା ପାଳ ଙ୍କୁ ଭେଟିଲେ ଗ୍ରାମବାସୀ

Angul News (ସୁବ୍ରତ ପଟ୍ଟନାୟକ): ପାଳଲହଡ଼ା ବ୍ଲକ କୁଞ୍ଜାମ ଇଁଜିଡି ରୋହିଲା ମୁଣ୍ଡୁରି ବେଡ ପଞ୍ଚାୟତ ରେ ଘୋର ମରୁଡ଼ି ପରିସ୍ଥିତି ଦେଖାଦେଇଛି ସ୍ଵଳ୍ପ ବୃଷ୍ଟିପାତ କାରଣରୁ । ଧାନ ଫସଲ ଭଲ ହୋଇନାହିଁ। ଆଜି ବିଜେପି ନେତା ଅଶୋକ ମହାନ୍ତିଙ୍କ…

Angul News: ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ, ସୁଚାରୁ ରୂପେ ଧାନ କିଣିବାକୁ ଜିଲାପାଳଙ୍କ ନିର୍ଦେଶ

Angul News (ସୁବ୍ରତ ପଟ୍ଟନାୟକ): ଆଜି ଠାରୁ ଅନୁଗୋଳ ଜିଲାର ବିଭିନ୍ନ ଅଂଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ହସ୍ତରେ ଦୁର୍ଗାପୁର କୃଷି ସମବାୟ…

ଆରୋମା ମିଶନ ଜରିଆରେ ମହିଳାଙ୍କୁ ସଚେତନତା ଓ ପ୍ରଶିକ୍ଷଣ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆରୋମା ମିଶନ କାର୍ଯ୍ୟକ୍ରମ ଉପରେ ଏକ ସଚେତନତା ସହ ପ୍ରଶିକ୍ଷଣ ଶିବିର ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ପବିତ୍ର ମୋହନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ସମ୍ବିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି…

ଜିଲ୍ଲା କାର୍ଯ୍ୟାଳୟରୁ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ
ଯୁଗ୍ମ ଫଟୋଚିତ୍ର ଅପସାରଣକୁ ତୀବ୍ରନିନ୍ଦା

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ, ଗଡଜାତ ଆନେ୍ଦାଳନର ପୁରୋଧା ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ଯୁଗ୍ମ ଫଟୋଚିତ୍ରକୁ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରୁ ହେଲ୍ପଡେକ୍ସ ନିର୍ମାଣ ପାଇଁ ଅପସାରଣ କରାଯିବା ଘଟଣାକୁ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ…

ଫାଇବର କାରଖାନା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ପଞ୍ଚାୟତ ର ଶତାଧିକ ମହିଳା, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ନୁଆହତା ପଞ୍ଚାୟତ ମହିଳା ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ , ନୁଆହତା…