Tag: Angul

Angul News: ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Angul News: ଅନୁଗୋଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଓଡ଼ିଶା ‘ପୂର୍ବୋଦୟ’ ମିଶନର ପ୍ରୟୋଗଶାଳା ହୋଇଛି । ବିଶ୍ୱର ଅଦ୍ୱିତୀୟ ଜନନେତାଙ୍କ ୯ ବର୍ଷ ଶାସନରେ ହୋଇଥିବା ସେବା ଓ ସମର୍ପଣର ବାର୍ତ୍ତାକୁ ଦଳୀୟ ସଂଗଠନର ମିଳିତ ଶକ୍ତି ମାଧ୍ୟମରେ…

୨୪ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

Angul News: ଅନୁଗୁଳ: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁନ ୨୪ ତାରିଖ ରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥି ପାଇଁ ବିଜେପି ପକ୍ଷରୁ…

୨୨ରେ ତାଳଚେରରେ ବିଜେପିର ବିକାଶ ତୀର୍ଥ ବାଇକ ଶୋଭାଯାତ୍ରା, କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ପ୍ରସ୍ତୁତ ଜୋରଦାର

Angul News: ତାଳଚେର: ଭାରତ ସରକାରଙ୍କର କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଜୁନ 24 ତାରିଖ ରେ ତାଳଚେର ଗସ୍ତ କରି ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆରେ ମୋଦି ସରକାରଙ୍କର ସେବା…

New Bus Stand: ୧୨ ବର୍ଷ ପରେ କାର୍ଯ୍ୟକ୍ଷମ ହେଲା ଵସ ଟର୍ମିନାଲ

Angul News: ଶୁଭ ଦିଆଯିବାର ପ୍ରାୟ ୧୨ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇଛି ଅନୁଗୋଳ ରେ ନିର୍ମାଣ ହୋଇଥିବା ବହୁ ପ୍ରତୀକ୍ଷିତ ବସ ଟର୍ମିଲା । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ଟର୍ମିଲା ପାଇଁ ଖର୍ଚ୍ଚ ହେଉଛି ପ୍ରାୟ ୫୮…

Angul News: ଛେଣ୍ଡିପଦାରେ ଆମ ହସପିଟାଲ କରିବା ଦାବିରେ ୫୪ତମ ଜିଲା ପରିଷଦ ବ୍ୟଠକ ବର୍ଜନ କଲେ ବିଜେପି ଜିଲା ପରିଷଦ ସଭ୍ୟ

Angul News: ତୁଟୁନି ଅନୁଗୋଳ ଜିଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ରେ ଦେଖା ଦେଉଥିବା ‘ମୋ ହସ୍ପିଟାଲ ‘ ଯୋଜନା କୁ ନେଇ ଦେଖାଦେଇଥିବା ବିବାଦ। ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମୋ ହସ୍ପିଟାଲର ଯୋଜନା ରେ ସାମିଲ କରିବାକୁ…

Angul News: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ

Angul News:କେନ୍ଦ୍ର ପଞ୍ଚାୟତି ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ଅନୁଗୁଳ ଗସ୍ତ କରି ଆଠମଲ୍ଲିକ ବ୍ଲକ ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଅନୁଗୁଳ ସର୍କିଟ ହାଉସ ଠାରେ ପହଂଚି ଥିଲେ। ସେଠାରେ ବିଜେପି ଜିଲ୍ଲା…

Angul News: ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ଫ୍ରଣ୍ଟର ସମ୍ମିଳନୀ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ) ଅଦ୍ୟ ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ପ୍ରଣ୍ଟର ଜିଲ୍ଲା ସମ୍ମିଳନୀ ଅନୁଗୋଳ ର ପ୍ରଶାନ୍ତି ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି ଏହି ସମ୍ମିଳନୀ ରେ ଅନୁଗୋଳ ଜିଲ୍ଲାର ସମସ୍ତ ବାର ଆସୋସିଏସନରୁ ସଦସ୍ୟ ଓ ସଦସ୍ୟା ମାନେ…

ପୋଲିସ ବିରୁଦ୍ଧରେ ବିଜେପିର ଥାନାରେ ଏତଲା

Angul News (ସୁବ୍ରତ ପଟ୍ଟନାୟକ): ମନ୍ତ୍ରୀ ନବ ଦାସ ହତ୍ୟାମାମଲାରେ ସଠିକ ତଦନ୍ତ ଦାବି ପାଇଁ ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କରାଯାଇଥିବା ପ୍ରତିବାଦରେ ଯୁବ ମୋର୍ଚ୍ଚା କର୍ଯ୍ୟକର୍ତାଙ୍କୁ ଯୋଜନା ମୁତାବକ ପୋଲିସ ଅତରକିତ ଆକ୍ରମଣକୁ ନେଇ ଆଜି…

ଗ୍ୟାସ୍ ଦର ବୃଦ୍ଧିକୁ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପକ୍ଷରୁ ତୀବ୍ର ବିରୋଧ କରି ପ୍ରତିବାଦ ସଭା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ବିଜେପି ପରିଚାଳିତ ମୋଦି ସରକାର ଗତ ଦୁଇ ମାସରେ ଦୁଇ ଥର ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଶୋଭାଯାତ୍ରା କରିବାସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।…

ମନ୍ତ୍ରୀଙ୍କ ହତ୍ୟା ତଦନ୍ତ ବାଟବଣା କରୁଛନ୍ତି ରାଜ୍ୟ ସରକାର: ଡଃ କୃଷ୍ଣଚନ୍ଦ୍ର ମହାପାତ୍ର

Angul News (ସୁବ୍ରତ ପଟ୍ଟନାୟକ): ବିଜେପିର ଅନଗୁଳ ଜିଲ୍ଲା ପ୍ରବାସ ଯୋଜନା ରେ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ଅର୍ବାନ ସେଲ ସଂଯୋଜକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଛନ୍ତି। ଅନଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେ କହିଛନ୍ତି ରାଜ୍ୟରେ ଆଇନ…