Angul News: ଅନୁଗୁଳ ଜିଲ୍ଲାରେ ଡାକ୍ତର ଅଭାବ, ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଭେଟି ଦାବୀ ଜଣାଇଲା ବିଜେପି
Angul News:ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଥିବା ସମସ୍ତ ଉପଖଣ୍ଡ ଡାକ୍ତର ଖାନା ଓ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ରର ନାହାନ୍ତି, ଫଳରେ ସମସ୍ତ ରୋଗୀ ଙ୍କୁ ବାହାରକୁ ରେଫର କରିବାକୁ ପଡୁଛି |ଗରିବ ରୋଗୀ ମାନେ ବାହାରକୁ…