Tag: Angul News

ଗୋରୁଚାଲାଣ ଗାଡ଼ିକୁ ମାଡ଼ିବସିଲେ ଯୁବକ, ଖସିଗଲେ ୩

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜୀତୀୟ ରାଜପଥ ବାଙ୍କଦର ନିକଟରୁ ଦୁଇଟି ଗୋରୁ ବୋଝେଇ ଟ୍ରକ କୁ ଜବତ କରାଯାଇଛି। ଜବତ କରିଛନ୍ତି ୟୁଥ ଫର ପାଳଲହଡା ଯୁବକମାନେ। ଆଜି ପାଖାପାଖି ୩ଟା ସମୟରେ ଦୁଇଟି…

ଜିଲ୍ଲୀସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। କୋଭିଡ଼ ନିୟମ ଅନୁସାରେ ନିରାଡ଼ମ୍ବର ଭାବେ ଏହା ପାଳିତ ହୋଇଥିଲା। ଆଇନ ମନ୍ତ୍ରୀ  ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ…

ଅମୃତ ମହୋତ୍ସବ ଅବସରରେ ସୂର୍ଯ୍ୟ ନମସ୍କାର ଅନୁଷ୍ଠିତ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): 26 ଜାନୁଆରୀ 2022, ଗଣତନ୍ତ୍ର ଦିବସ ଅବସରରେ ସ୍ୱାଧୀନତା’ର 75ତମ ବର୍ଷପୂର୍ତ୍ତି – ଅମୃତ ମହୋତ୍ସବ 75 କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ବିଜୁ ମୈଦାନ ସ୍ଥିତ ସୂର୍ଯ୍ୟ ନମସ୍କାର ପ୍ରତିକୃତି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି…

ଲାଞ୍ଚ ମାଗୁଛନ୍ତି ଅଧିକାରୀ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଏମିତି ଚାଲିଛି ନିର୍ବାଚନ ପ୍ରକ୍ରିୟା । ଭୋଟର ତାଲିକା ରେ ନା ସଂଯୋଗ କରେଇଦେବା ପାଇଁ ଲାଞ୍ଚ ମାଗୁଛନ୍ତି ସରକାରୀ ଅଧିକାରୀ । ଖୋଦ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା କ୍ରମରେ ପ୍ରମୁଖ ଦାଇତ୍ୱ ନେଇଥିବା ଜିଲା ପଞ୍ଚାୟତ ଅଧିକାରୀ…

ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ଅନୁଗୋଳ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତର କଂଗ୍ରେସ ପଞ୍ଚାୟତ ସଭାପତି ଶ୍ରୀ ବାନାମ୍ବର ବେହେରାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଓଡିଶା ର…

ପାଳଲହଡାରେ ପ୍ରାର୍ଥୀଙ୍କ ଦୁଇଟି ତାଲିକା ପ୍ରକାଶ ଘଟଣାରେ ବିଜେପିର କାର୍ଯ୍ୟନୁଷ୍ଠାନ ଦାବି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କାର୍ଯ୍ୟଳୟ ରେ ପ୍ରାଥୀ ଙ୍କ ଦୁଇଟି ପୃଥକ ପୃଥକ ତାଲିକା କୁ ନେଇ ଗତକାଲି ପ୍ରଶ୍ନ ଉଠିଥିବା ବେଳେ ଆଜି ସମାନ ପ୍ରସଙ୍ଗରେ ବିଜେପି ପକ୍ଷରୁ ପ୍ରତିବାଦ ସ୍ବରୂପ ପାଳଲହଡା ବ୍ଲକ କାର୍ଯ୍ୟଳୟ ସମୁଖରେ…

ଟାଟା ଷ୍ଟିଲ୍ କାରଖାନା ର ଠିକା ସଂସ୍ଥା ପକ୍ଷରୁ ବଅଁରପାଳ ଥାନା ସମ୍ମୁଖରେ ୩୩ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖ ରେ ଟ୍ରାଫିକ ଛକ ଅଞ୍ଚଳରେ ଟାଟା ଷ୍ଟିଲ କାରଖାନା ର ଠିକା ସଂସ୍ଥା ପକ୍ଷରୁ ରାସ୍ତା ରେ ଯାଉଥିବା ଯାନ ବାହାନ କୁ ଅଟକାଇ ସଡ଼କ ସୁରକ୍ଷା ବିଷୟରେ ସଚେତନତା…

Exclusive: ପ୍ରାର୍ଥୀଙ୍କ ଦୁଇଟି ତାଲିକାକୁ ନେଇ ଦ୍ଵନ୍ଦ୍ୱ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କାର୍ଯ୍ୟଳୟ ରେ ପ୍ରାଥୀ ଙ୍କ ଦୁଇଟି ପୃଥକ ପୃଥକ ତାଲିକା କୁ ନେଇ ଦ୍ଵନ୍ଦ ଦେଖା ଦେଇଛି ।ଆଜି ରବିବାର ସତ୍ତ୍ୱେ ନିର୍ବାଚନ ଦାଇତ୍ୱ ରେ ଥିବା ବ୍ଲକ ଉନ୍ନୟନ ଅଧିକାରୀ ଙ୍କ…

ଆଠମଲ୍ଲିକ ୭ନମ୍ବର ଯୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନୋମିନେସନ ଖାରଜ କରିବାକୁ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ୭ନମ୍ବର ଜିଲ୍ଲା ପରିଷଦ ଜୋନ ର ବିଜେଡି ପ୍ରାର୍ଥିନୀ ବବିତା କର୍ଣ୍ଣଙ୍କର ତିନୋଟି ସନ୍ତାନ ଥିବାରୁ ସେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୨୫ ଭି ଅନୁସାରେ ପ୍ରତିଦ୍ୱନ୍ଦିତା କରିବା…

ଘଡ଼ିଆଳଙ୍କ ସୁରକ୍ଷା ପାଇଁ ମହାନଦୀ ରେ ଲାଗିଲା ଚେନ ଗେଟ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ସାତକୋଶିଆ ଗଣ୍ଡ ତଥା ମହାନଦୀର ପ୍ରଖର ଜଳରାଶିରେ ଲାଗିଲା ଚେନ ଗେଟ । ବିଶେଷ ଭାବେ ଘଡ଼ିଆଳଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଚେନ ଗେଟର ବ୍ୟବସ୍ଥା କରାଯାଇଛି । ଫଳରେ ଗଣ୍ଡ ଜଳରେ ଏବେ ମାଛ ମାରିବା ଓ…