ଗ୍ରାମରୁ ବାସନ୍ଦ କରାଯିବା ନେଇ ମହିଳାଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ
ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଆଠମଲ୍ଲିକ ଥାନା ଅନ୍ତର୍ଗତ ପୁରୁଣା ମାଣତ୍ରୀ ପଞ୍ଚାୟତ ହିଙ୍ଗ୍ ମଣ୍ଡଳ ପେଣ୍ଡାବସା ସାହିର ପ୍ରକାଶ ବିଶ୍ଵାଳ ଙ୍କ ସ୍ତ୍ରୀ ବିଳାସ ବିଶ୍ଵାଳ ବାସନ୍ଦ ହୋଇଥିବା ନେଇ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ ସରଂକ୍ଷିତ…
