Tag: Angul News

୧୩ ସହରରେ ମିଳିବ 5G ସେବା, ମୋଦି କଲେ ଉଦଘାଟନ

5G Lunch in India: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ମୋବାଇଲ କଂଗ୍ରେସର ଷଷ୍ଠତମ ସଂସ୍କରଣ ଉଦଘାଟନ କରିଛନ୍ତି। ଏହି କ୍ରମରେ ଦେଶରେ ଆଜିଠାରୁ ୫ଜି ସେବାର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଆଜି ପ୍ରଗତି ମୈଦାନରେ ଆୟୋଜିତ ଏକ…

ବିଜେଡିକୁ ଛାଡି ବିଜେପି ରେ ମିଶିଲେ ତେଜେଶ୍ୱର ପରିଡା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବିଜେଡି ଛାଡ଼ି ବିଜେପିରେ ମିଶିଲେ ତେଜେଶ୍ୱର ପରିଡ଼ା । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ପଦରୁ ମଧ୍ୟ ତେଜେଶ୍ବର ପରିଡ଼ା ଇସ୍ତଫା ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି , ରାଜ୍ୟ ପ୍ରଭାରୀ…

ବୟସ୍କା ବିକୁଥିଲେ ଧଳା ଜହର, ମାଡ଼ି ବସିଲା ଅବକାରୀ ବିଭାଗ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ବୁଢ଼ୀ ମାଉସୀ ବିକୁଥିଲେ ଧଳା ଜହର ,ମାଡ଼ି ବସିଲା ଅବକାରୀ ବିଭାଗ। ସମ୍ବଲପୁର ନର୍ଦନ ଡିଭିଜନ ଅବକାରୀ ଗୁଇନ୍ଦା ବିଭାଗ ଓ କାମାକ୍ଷାନଗର ଅବକାରୀ ବିଭାଗର ମିଳିତ ଚଢାଉ,କାମାକ୍ଷାନଗର ନୂଆ ଆଳୁତୁମା ଗ୍ରାମର ୫୫ ବର୍ଷୀୟା ଚନ୍ଦ୍ରାବତୀ ବେହେରାଙ୍କ…

୬୫ତମ ଆନ୍ତର୍ଜାତୀୟ ବଧିର ସପ୍ତାହ ପାଳିତ: ଭିନ୍ନକ୍ଷମ ମାନେ ଦୟା ନୁହେଁ, ସମାନ ଅଧିକାର ପାଇଁ ଯୋଗ୍ୟ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ୬୫ ତମ ଆନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ପାଳିତ ହୋଇଯାଇଛି ।ଅନୁଗୁଳ ଜିଲ୍ଲା ବଧିର ସଂଘର ପକ୍ଷରୁ ଏକ ଶୋଭାଯାତ୍ରା ରାଜା ସୋମନାଥ ସିଂହଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ ହୋଇଥିଲା ।ଶୋଭାଯାତ୍ରାକୁ ଉପ ଜିଲ୍ଲାପାଳ…

ଓଡ଼ିଶା ସରକାର ହେଉଛନ୍ତି ଧୃତରାଷ୍ଟ୍ର : ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜିର ବିଶାଳ ରାଲିକୁ ସମ୍ବୋଦ୍ଧିତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି କି ଏଠାକାର ସରକାର ସବୁ ଜାଣି ମଧ୍ୟ ନିଜ ସ୍ୱାର୍ଥ ପାଇଁ ଲୋକକଲ୍ୟାଣକୁ ବଳି ପକାଉଛନ୍ତି। ଶାସନ…

ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ଇସ୍ପାତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସମ୍ପୂର୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ୧୯.୨ ଏମଟିପିଏ ଇସ୍ପାତ କାରଖାନା ଏବଂ ଏହି ପ୍ରକଳ୍ପ ଅଧୀନରେ ଅନ୍ୟାନ୍ୟ ଆନୁଷଙ୍ଗିକ କାରଖାନା ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣି…

ତୁରଙ୍ଗ ପଞ୍ଚାୟତର ଗୋଚର ଜମିକୁ ବେଇଆଇନ ଭାବେ ଖୋଳା ଯାଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସରପଞ୍ଚ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ଅଧିନସ୍ଥ ତୁରଙ୍ଗ ପଞ୍ଚାୟତରେ ଥିବା ଗୋଚର ଜମି ତଥା ପ୍ଲଟ ନମ୍ବର ୫୭୨୮ ଗୋଚର ଜାଗାରୁ ମାଟି ଚୋରି ହୋଇ ୫ ରୁ ୬ ଟି ଜଳାଶୟରେ ପରିଣତ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ…

ଧର୍ମେନ୍ଦ୍ରଙ୍କ ଦିନିକିଆ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଗସ୍ତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସମ୍ବଲପୁର, ଅନୁଗୁଳ, ତାଳଚେର ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ରେଳ ବିଭାଗ ପକ୍ଷରୁ ଭେଟି।ଆସନ୍ତା ନଭେମ୍ବରରୁ ଏହି ସବୁ ସ୍ଥାନ ଦେଇ କଲିକତା ଅଭିମୁଖେ ଯାତ୍ରା କରିବ ନୂଆ ଟ୍ରେନ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ,…

ବିକାଶ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ଅନୁଗୋଳ ବ୍ଲକ ତଳଗଡ ଗ୍ରାମପଞ୍ଚାୟତ ଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ତଳଗଡ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅରବିନ୍ଦ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ…