Angul News: ରାଜ୍ୟର ଶିକ୍ଷା ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବ ଏବିଭିପି, ଆସନ୍ତା ମାସରେ ଆନ୍ଦୋଳନ
Angul News (ସୁବ୍ରତ ପଟ୍ଟନାୟକ): ଅନୁଗୁଳ: ରାଜ୍ୟର ଶିକ୍ଷା ସମସ୍ୟାକୁ ନେଇ ଆସନ୍ତା ମାସରେ ରାସ୍ତାକୁ ଓହ୍ଲାଇବ ଏବିଭିପି। ଏନେଇ ଆଜି ଅନୁଗୁଳ ସହର ସ୍ଥିତ ସ୍ପାଇ ଭିଲା ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ସାମ୍ବାଦିକ ସମ୍ମିଳନୀରେ…