Tag: Angul News

ଅନୁଗୁଳରେ ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ସଭାପତିତ୍ବରେ ଏକ ଗୁରୁତ୍ୱପୂର୍ଣ ଜୋର କମିଟି ବୈଠକ ଅନୁଷ୍ଠିତ ହୋଇଛି |ବୈଠକ ରେ ଜିଲ୍ଲାର ସାଙ୍ଗଠନିକ ଆଲୋଚନା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ଆଗାମୀ ଦିନର…

ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଶ୍ରୀ ଓ.ପି. ଜିନ୍ଦଲଙ୍କ ୯୫ତମ ଜନ୍ମବାର୍ଷିକୀ ପାଳିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ୍, ଅନୁଗୁଳ ପକ୍ଷରୁ ଏହାର ଦୂରଦର୍ଶୀ ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ (ବାଉଜୀ)ଙ୍କ ୯୫ତମ ଜନ୍ମବାର୍ଷିକୀ ବେଶ ଆଗ୍ରହ ଓ ଉତ୍ସାହର ସହ ପାଳନ କରାଯାଇଛି। ଶିଳ୍ପ ସ୍ୱାବଲମ୍ବନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ବାଉଜୀଙ୍କ ଐତିହ୍ୟକୁ ମନେ…

ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସାଂସଦଙ୍କୁ ଭେଟିଲେ ପୂର୍ବତନ ଭାଜପା ଜିଲ୍ଲା ସଭାପତି ଓ କୋଷାଧ୍ୟକ୍ଷ

Angul News: ଅନୁଗୁଳ: ମାନ୍ୟବର ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି ପୂର୍ବତନ ଭାଜପା ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଓ ଜିଲ୍ଲା…

ଆମର ବୌଦ୍ଧିକ ଐତିହ୍ୟକୁ ପୁର୍ନଜୀବିତ କରିବାରେ ପୁସ୍ତକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ- ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀନଗର: ଆମର ବୌଦ୍ଧିକ ଐତିହ୍ୟକୁ ପୁର୍ନଜୀବିତ କରିବା ସହ ସେଗୁଡ଼ିକୁ ସମସାମୟିକ ଶୈକ୍ଷିକ ଚିନ୍ତାଧାରାରେ ସଂଯୁକ୍ତ କରିବା ପାଇଁ ପୁସ୍ତକ, ଶିକ୍ଷା ଏବଂ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ…

ଓ.ପି. ଜିନ୍ଦଲ ସ୍କୁଲରେ ପଦାଭିଷିକ୍ତ ସମାରୋହ ଅନୁଷ୍ଠିତ

ଅନୁଗୁଳ: ଓ.ପି. ଜିନ୍ଦଲ ସ୍କୁଲ, ଅନୁଗୁଳ ପକ୍ଷରୁ ଜିନ୍ଦଲ ନଗର ସ୍ଥିତ ଇଡେନ ଗାର୍ଡେନ ଠାରେ ବେଶ ଉତ୍ସାହର ସହିତ ପଦାଭିଷିକ୍ତ ବା ପଦବୀ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିନ୍ଦଲ ଷ୍ଟିଲର ସଭାପତି ତଥା ସିଏଚ୍ଆରଓ…

କାର୍ଗିଲ ବିଜୟ ଦିବସ ପାଳନ

ଅନୁଗୋଳ: ଆଜି ଜୁଲାଇ ୨୬ ତାରିଖରେ ୟୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଓ ମେରା ୟୁବା ଭାରତ ଅନୁଗୋଳ ଜିଲ୍ଲା ତରଫରୁ ନାଲକୋନଗର ଦିଲ୍ଲୀ ପବ୍ଲିକ ହାଇସ୍କୁଲ ପରିସର କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ…

Angul News: ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସୌମ୍ୟାଶ୍ରୀଙ୍କ ଏକାଦଶାହରେ ଶୋକସଭା ଓ ସାମୁହିକ ଦୀପ ଦାନ

ଅନୁଗୋଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲେଶ୍ଵର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମଦାହ ଜନିତ ମୃତ୍ୟୁ ସାରା ରାଜ୍ୟରେ ନାରୀ ଅସୁରକ୍ଷିତ ଓ ନ୍ୟାୟ ପାଇବାରେ ଅବହେଳିତ ବୋଲି ହୃଦୟଙ୍ଗମ…

ଓଡ଼ିଶାର ୧୧ଟି ନୂତନ ବ୍ଲକ ଆକାଂକ୍ଷୀ ବ୍ଲକରେ ସାମିଲ ହେଲା

ଭୁବନେଶ୍ୱର: ଓଡ଼ିଶାର ୧୧ଟି ନୂଆ ବ୍ଲକ ନୀତି ଆୟୋଗ ଦ୍ୱାରା ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ ହୋଇଛି । କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ନୂଆ ବ୍ଲକ ସାମିଲ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଓଡ଼ିଶାର ସମୁଦାୟ…

ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠାତା ସ୍ଵଗର୍ତ ଅଦ୍ଵୈତ ପ୍ରସାଦ ସିଂହଙ୍କ ସପ୍ତଦଶତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ

ଅନୁଗୋଳ: ଅନୁଗୋଳ ସଭାଘର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଶ୍ରୀ ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ…