Tag: Angul News

ଅନୁଗୋଳରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣଦୌଡ଼

ଅନୁଗୋଳ: କିଟ୍‍ ଓ କିସ୍‍ ପକ୍ଷରୁ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍‍ ଅନୁଗୋଳ ଜିଲ୍ଲା ସମେତ ଓଡ଼ିଶାର ୫୫ଟି ସ୍ଥାନରେ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ…

NTPC ତାଳଚେର ଥର୍ମାଲରେ ସାଧାରଣତନ୍ତ୍ର ଦିବସ ପାଳନ

ଅନୁଗୋଳ: ଆଜି ତାଳଚେର ଥର୍ମାଲ ଠାରେ 75ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, କାର୍ଯ୍ୟକାରୀ ନିର୍ଦେଶକ ଗୌତମ ଦେବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ…

Angul News: କମଳାଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

Angul News: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ର କମଳାଙ୍ଗ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ଲାଇନ ଚ୍ୟୁତ ହୋଇଯାଇଛି। ରେଲୱେ ଅଧିକାରୀଙ୍କ ସୂଚନା ମୁତାବକ ଭୋର୍ ପ୍ରାୟ ୪ଟା ସମୟରେ ଡୁବୁରି ଅଞ୍ଚଳରୁ ଏକ କୋଇଲା ଟ୍ରେନ୍ କୋଇଲା ଖାଲି…

Dharmendra Pradhan: ଡିସେମ୍ବର ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ,ବିଜେପି ର ବ୍ୟାପକ ପ୍ରସ୍ତୁତି

Angul News: ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଡିସେମ୍ବର ୩ ତାରିଖରେ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଛି।ବ୍ରହ୍ମଲୀନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କର ପ୍ରତିମୂର୍ତ୍ତି ତାଙ୍କର ନିଜ ଗ୍ରାମ…

Odisha News: ଅନୁଗୋଳରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ: ଧର୍ମେନ୍ଦ୍ର ପ୍ରଧାନ

Odisha News: ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି…

୩୮ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ସଭାଘରଠାରେ ଦୁଇଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି।ରବିବାର ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି,ଜିଲ୍ଲା…

angul news: ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ନଭେମ୍ବର ୧୬ ରୁ ୧୮ ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ବ୍ଲକ ଘେରିବ ବିଜେପି

angul news ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦୁର୍ନୀତି ଚରମ ସୀମାରେ ପହଂଚିଛି,ସବୁ କାର୍ଯ୍ୟାଳୟରେ ଦୁର୍ନୀତି ,ବିନା ଲାଞ୍ଚ ରେ କାମ ହେଉନି ସବୁ କାର୍ଯ୍ୟରେ ୫୦% ପିସି ,ଦୁର୍ନୀତି ର ଗନ୍ତାଘର ସାଜିଛି ବ୍ଲକ କାର୍ଯ୍ୟାଳୟ, ବୋଲି ବିଜେପି ଜିଲ୍ଲା ସଭାପତି…

Angul News: ରାଷ୍ଟ୍ରିୟ ଏକତା ଦିବସ ଗଣଦୌଡ଼ରେ ସାମିଲ ହେଲେ ମୃଦୁଳା ପ୍ରଧାନ

Angul News: ଅନୁଗୋଳ ସର୍ଦାର ବଲଃଭ ଭାଇ ପଟେଲ ଙ୍କ ଜନ୍ମ ତିଥି ତଥା ରାଷ୍ଟ୍ରିୟ ଏକତା ଦିବସ ଅବସରରେ ତାଳଚେର ଠାରେ ଏକ ଭାରତ ଶ୍ରେଷ୍ଠ ଭାରତ ଉଦ୍ୟଷ୍ୟରେ ଆୟୋଜିତ ଗଣ ଦୌଡ଼ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ…

ସାଧୁ ମାନଙ୍କର ଆତ୍ମା ବିଲୀନ ହୁଏ ନାହିଁ, ସମାଜକୁ ମାର୍ଗଦର୍ଶନ ଦେବା ପାଇଁ ସେମାନେ ପୁର୍ନଜନ୍ମ ନିଅନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଅଙ୍ଗାରବନ୍ଧ: ସାଧୁ ମାନଙ୍କର ଆତ୍ମାର ବିଲୀନ ହୁଏ ନାହିଁ । ବିଦ୍ୟାଧର ବାବାଙ୍କ ଭଳି ପୂଜ୍ୟ ସାଧୁ ସନ୍ଥମାନେ ସମାଜକୁ ମାର୍ଗଦର୍ଶନ ଦେବା ପାଇଁ ଧରାପୃଷ୍ଠରେ ପୁନର୍ବାର ଜନ୍ମ ନିଅନ୍ତି ବୋଲି ବିଶ୍ୱାସ ରହିଛି । ଶନିବାର ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ…

Angul News: ଅନୁଗୋଳରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ, ଶକ୍ତି, ମାୟା ଓ ପ୍ରକୃତିର ପ୍ରତୀକ ମା’ ଦୁର୍ଗା: ଧର୍ମେନ୍ଦ୍ର ପ୍ରଧାନ

Angul News: ଅନୁଗୋଳ: ପବିତ୍ର ସପ୍ତମୀ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଶନିବାର ଗୃହ ଜିଲ୍ଲା ଅନୁଗୋଳର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ପୂଜା କମିଟି ପକ୍ଷରୁ…