Angul News: ରାଷ୍ଟ୍ରୀୟ, ସାଂକୃତିକ, ଦେଶପ୍ରେମ ର ବିଚାରଧାରା କୁ ପାଥେୟ କରି ସଦସ୍ୟତା କାର୍ଯ୍ୟକୁ ଆଗକୁ ନେବା ଆମର ଲକ୍ଷ -ସିମାଞ୍ଚଳ ଖଟେଇ
ଅନୁଗୁଳ: ଏବେ ଓଡ଼ିଶାରେ ଡବଲ୍ ଇଞ୍ଜିନର ସରକାର ଚାଲିଛି । ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ରାଜ୍ୟରୁ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ଶାସନ ବ୍ୟବସ୍ଥାକୁ ହଟାଇବା ପାଇଁ ଆମ କାଯ୍ୟକର୍ତାମାନେ ବହୁ…
