Angul News: ଜେଏସପି ଅନୁଗୁଳରେ ‘ଶ୍ରମବୀର ପ୍ୟାଲେସ’ ଉଦଘାଟିତ
Angul News: ହରିୟାଣା କୁରୁକ୍ଷେତ୍ରର ତିନି ଥରର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ, ଜେଏସପିର ଅନୁଗୁଳ ୟୁନିଟରେ ‘ଶ୍ରମବୀର ପ୍ୟାଲେସ’ର ଉଦଘାଟନ କରିଛନ୍ତି। ଏହି ଶ୍ରମବୀର ପ୍ୟାଲେସ ତଥା ଶୀତତାପ ନିୟନ୍ତ୍ରିତ…