Tag: Angul News

ସ୍ୱାଧୀନତା ଆନ୍ଦୋଳନରେ ସହିଦ ଓ ବିଶିଷ୍ଟ ବ୍ୟକ୍ତି ଙ୍କ ନାମରେ ଡାକ ଟିକଟ ପ୍ରଚଳନ ପାଇଁ ପାର୍ଲିଆମେଣ୍ଟ ରେ ଢେଙ୍କାନାଳ ସାଂସଦଙ୍କ ଦାବୀ

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ପାର୍ଲିଆମେଣ୍ଟ ରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ ଦାବୀ ଉପସ୍ଥାପନ କରିଛନ୍ତି |ଓଡିଶା ର ବହୁ ସ୍ୱାଧୀନତା ସଂଗ୍ରାମୀ ନିଜର ଜୀବନ…

ଜସ୍ମିନ୍ ସେଠଙ୍କ ହତ୍ୟାକରୀଙ୍କୁ ଗିରଫ କରିବା ନିମନ୍ତେ ଡିଆଇଜିଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଆଜକୁ ପ୍ରାୟ ଦୀର୍ଘ ୨ମାସ ତଳେ ଗତ ସେପ୍ଟେମ୍ବର ୬ ତାରିଖରେ ନିଖୋଜ ହୋଇ ତାପରଦିନ ୭ ତାରିଖ ସକାଳେ ଘର ପଛପାଖ ନାଳରୁ ୧୧ବର୍ଷର ଛାତ୍ରୀ ଜସ୍ମିନ୍ ସେଠଙ୍କ ମୃତ ଦେହ ମିଳିଥିବା ବେଳେ ହତ୍ୟାକାରୀମାନେ ଏପର୍ଯ୍ୟନ୍ତ ଗିରଫ…

ଓ.ପି. ଜିନ୍ଦଲ ସ୍କୁଲରେ ଜାତୀୟ ଏକତା ଦିବସ ପାଳିତ

ଅନୁଗୁଳ: ଅନୁଗୁଳର ଜିନ୍ଦଲ ନଗରରେ ଅବସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ “ଭାରତର ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଏବଂ ଭାଇଚାରାର ଭାବନାକୁ ପ୍ରୋତ୍ସାହିତ…

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ନିର୍ବାଚନ ପ୍ରଚାର ପାଇଁ ବିହାର ଗସ୍ତ

Angul News : ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଶନିବାର ଟ୍ରେନ ଯୋଗେଁ ଅନୁଗୁଳ ରେଳ ଷ୍ଟେସନ ରୁ ବିହାର ଗସ୍ତ କରିଛନ୍ତି |ସେ ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଯୋଗେଁ ଗୟା ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା…

Rudranarayan Pani: ଜରାସୀଙ୍ଗା ପଂଚାୟତରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

Rudranarayan Pani: ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଦାସର୍ବଦା ଅନୁଗୁଳ ଓ ଢେଙ୍କାନାଳ ଉଭୟ ଜିଲ୍ଲା ରେ ଚଳଚଞ୍ଚଳ ହୋଇ ବିଜେପି ସଂଗଠନ କୁ ସୁଦୃଢ କରିବାରେ ଲାଗି ପଡିଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ହେଉ, ବିଭିନ୍ନ ବିକାଶ…

Angul News: ଅକ୍ଟୋବର 30ରେ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଗୋଶାଳାରେ ଗୋଷ୍ଟାଷ୍ଟମୀ ପାଳନ, ବ୍ୟାପକ ପ୍ରସ୍ତୁତି

Angul News: ତାଳଚେର: ପବିତ୍ର ଗୋଷ୍ଟାଷ୍ଟମୀ ଆସନ୍ତା ଅକ୍ଟୋବର 30 ରେ ତାଳଚେର ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ଗୋଶାଳାରେ ପାଳନ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏ ଉପଲକ୍ଷେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳାରେ ଅନୁଷ୍ଠିତ ହୋଇଯାଇଛି।…

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସକୁ ବଦନାମ କରିବା ପାଇଁ ହୀନ ଉଦ୍ୟମ ବିରୁଦ୍ଧରେ ସାଇବର ଥାନାରେ ଏତଲା

Angul News: ଅନୁଗୋଳ: ଆଜି ଅପରାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନଠାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମୋଟରସାଇକେଲ ରାଲିରେ ଅନୁଗୋଳ ସାଇବର ଥାନାରେ ପହଞ୍ଚି…

ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ସମ୍ବର୍ଦ୍ଧନା

ତାଳଚେର : ବିଜେପି ରାଜ୍ୟ ପଦାଧିକାରୀ ଘୋଷଣା ହୋଇଛି। ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲଙ୍କୁ ତୃତୀୟ ଥର ରାଜ୍ୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ଆଜି ରବିବାର ତାଳଚେରରେ ବିଜେପି…

Angul News: କାଳନ୍ଦି ସାମଲଙ୍କୁ ବିଜେପିର ରାଜ୍ୟ ସମ୍ପାଦକ ଦାୟିତ୍ୱ, ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ନେତୃତ୍ୱଙ୍କୁ କୃତଜ୍ଞତା

Angul News: ଅନୁଗୁଳ: ବିଜେପି ରାଜ୍ୟ ସମ୍ପାଦକ ଭାବେ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଙ୍କୁ ତୃତୀୟ ଥର ଦାୟିତ୍ୱ ନ୍ୟସ୍ତ କରାଯାଇଛି |ଏହାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଖୁସି ପ୍ରକଟ କରାଯାଇଛି |ଢେଙ୍କାନାଳ ସାଂସଦ ରୁଦ୍ର…

Breaking News: ଆଠମଲ୍ଲିକରେ ଚାଲିଥିଲା ବଡ଼ ଧରଣର ହାତୀଦାନ୍ତ ଡିଲ, ମାଡ଼ିବସିଲା STF ଟିମ

Angul News: ଢେଙ୍କାନାଳ: ଆଠମଲ୍ଲିକ ଯଦୁପୁର ଗ୍ରାମରେ ହାତୀଦାନ୍ତ ଡିଲକରୁଥିବା ସମୟରେ ଭୁବନେଶ୍ୱରରୁ ଆସିଥିବା STF ଟିମ ବିଶେଷ ସୂତ୍ରରୁ ଖବର ପାଇ ଡିଲ ଚାଲିଥିବା ସମୟରେ ପହଂଚି ପଡ଼ିଥିଲେ I ଫଳରେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟମାରି ଫେରାର…