Tag: Angul Khabar

Angul News: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା କାର୍ଯ୍ୟକ୍ଷମ ଏବଂ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ମାରକପତ୍ର

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା, ଖାଲି ପଡିଥିବା ଭେଷଜ ଓ ଚର୍ମରୋଗ ବିଶେଷଜ୍ଞ ନିଯୁକ୍ତି କରିବା, ଅଲଟ୍ରାସାଉଣ୍ଡ ଓ ଇକୋ ମେସିନ୍ ପ୍ରତିଷ୍ଠା କରିବା, ଟ୍ରମା କେୟାର୍, ଆଇ.ସି.ୟୁ.ର ବ୍ୟବସ୍ଥା…

Railway Projects: ଚାଲୁ ରହିଥିବା ରେଳ ପ୍ରକଳ୍ପ ସମୀକ୍ଷା କଲେ ରେଳମନ୍ତ୍ରୀ

Railway Projects: ଭୁବନେଶ୍ୱର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି…

Angul News: ସପ୍ତଶଯ୍ୟାରୁ ଉଦ୍ଧାର ହେଲେ ପାଞ୍ଚ ନିଖୋଜ ଛାତ୍ର

Angul News: ଅନୁଗୋଳ: ଢ଼େଙ୍କାନାଳ ସପ୍ତଶଯ୍ୟା ପାହାଡ଼ ବୁଲି ନିଖୋଜ ହୋଇଥିବା ୫ ଛାତ୍ର ଉଦ୍ଧାର ହୋଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା, ବନ ବିଭାଗ ପୋଲିସ ଦ୍ବାରା ସୁରକ୍ଷିତ ଉଦ୍ଧାର କରାଯାଇଛି।ଜଣେ ଲୋକାଲ ଛାତ୍ରଙ୍କ ସହ କଟକ ଅଞ୍ଚଳର…

କେନ୍ଦୁଝରକୁ ଅଣଓଡ଼ିଆ ଲୁଟିଛନ୍ତି, ସମସ୍ତେ ବନ୍ଧାହେବେ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ଜନ୍ମ ମାଟିକୁ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ…

JSPLରେ ଯୋଗ ଦିବସ ପାଳିତ

international Yoga day : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏବଂ ଏହାର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ପ୍ଲାଣ୍ଟ ପରିସରରେ ତଥା ପାରିପାର୍ଶ୍ବିକ ଗ୍ରାମଗୁଡିକରେ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। । ଅନଗୁଳ ପ୍ଳାଣ୍ଟ…

Snanapurnima: ସ୍ନାନବେଦୀରେ ଶ୍ରୀଜିଉ, ସ୍ନାନବେଦୀରୁ ଦେଖନ୍ତୁ ସିଧାପ୍ରସାରଣ

Snana Purnima: ପୁରୀ : ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ। ସଜେଇ ହୋଇଛି ସ୍ନାନବେଦୀ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଆଜି ବଡ଼ି ଭୋର ସମୟରୁ ନୀତିକାନ୍ତି ଆରମ୍ଭ ହୋଇଛି। ସକାଳ ନୀତିକାନ୍ତି ପରେ…

ପଇଁତରାବାଜି, ଗୁଜବ ଓ ମିଛ ସୁଆଙ୍ଗକୁ ବିଜେଡି ନିର୍ବାଚନ ପ୍ରସଙ୍ଗ କରିଛି: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ପଇଁତରାବାଜି, ଗୁଜବ ଓ ମିଛ ସୁଆଙ୍ଗ ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିବା ବିଜେଡିର ନିର୍ବାଚନୀ ପ୍ରସଙ୍ଗ ହୋଇଛି । ଓଡ଼ିଶା ବାହାରର କିଛି ଗ୍ୟାଙ୍ଗ୍ ଓଡ଼ିଶାର ଶାସନକୁ ସମ୍ଭାଳିବାର ଅପଚେଷ୍ଟା କରୁଛନ୍ତି ବୋଲି ସୋମବାର ଅନୁଗୋଳରେ ବିଜେପି ପକ୍ଷରୁ ଆୟୋଜିତ…

ଗ୍ରାମକୁ ଚାଲ ଅଭିଯାନ ଆରମ୍ଭ କରିବ ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଜ୍ୟ ଉପ ସଭାପତି ତଥା ମୁଖପାତ୍ର ଗୋଲଖ ମହାପାତ୍ର ଯୋଗଦେଇ ଅନୁଗୁଳ ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀ…

ଅନୁଗୋଳରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣଦୌଡ଼

ଅନୁଗୋଳ: କିଟ୍‍ ଓ କିସ୍‍ ପକ୍ଷରୁ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍‍ ଅନୁଗୋଳ ଜିଲ୍ଲା ସମେତ ଓଡ଼ିଶାର ୫୫ଟି ସ୍ଥାନରେ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ…

ସାଧୁ ମାନଙ୍କର ଆତ୍ମା ବିଲୀନ ହୁଏ ନାହିଁ, ସମାଜକୁ ମାର୍ଗଦର୍ଶନ ଦେବା ପାଇଁ ସେମାନେ ପୁର୍ନଜନ୍ମ ନିଅନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଅଙ୍ଗାରବନ୍ଧ: ସାଧୁ ମାନଙ୍କର ଆତ୍ମାର ବିଲୀନ ହୁଏ ନାହିଁ । ବିଦ୍ୟାଧର ବାବାଙ୍କ ଭଳି ପୂଜ୍ୟ ସାଧୁ ସନ୍ଥମାନେ ସମାଜକୁ ମାର୍ଗଦର୍ଶନ ଦେବା ପାଇଁ ଧରାପୃଷ୍ଠରେ ପୁନର୍ବାର ଜନ୍ମ ନିଅନ୍ତି ବୋଲି ବିଶ୍ୱାସ ରହିଛି । ଶନିବାର ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ…