Tag: Angul

ସ୍ୱାଧୀନତା ଆନ୍ଦୋଳନରେ ସହିଦ ଓ ବିଶିଷ୍ଟ ବ୍ୟକ୍ତି ଙ୍କ ନାମରେ ଡାକ ଟିକଟ ପ୍ରଚଳନ ପାଇଁ ପାର୍ଲିଆମେଣ୍ଟ ରେ ଢେଙ୍କାନାଳ ସାଂସଦଙ୍କ ଦାବୀ

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ପାର୍ଲିଆମେଣ୍ଟ ରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ ଦାବୀ ଉପସ୍ଥାପନ କରିଛନ୍ତି |ଓଡିଶା ର ବହୁ ସ୍ୱାଧୀନତା ସଂଗ୍ରାମୀ ନିଜର ଜୀବନ…

ଓ.ପି. ଜିନ୍ଦଲ ସ୍କୁଲରେ ଜାତୀୟ ଏକତା ଦିବସ ପାଳିତ

ଅନୁଗୁଳ: ଅନୁଗୁଳର ଜିନ୍ଦଲ ନଗରରେ ଅବସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ “ଭାରତର ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଏବଂ ଭାଇଚାରାର ଭାବନାକୁ ପ୍ରୋତ୍ସାହିତ…

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସକୁ ବଦନାମ କରିବା ପାଇଁ ହୀନ ଉଦ୍ୟମ ବିରୁଦ୍ଧରେ ସାଇବର ଥାନାରେ ଏତଲା

Angul News: ଅନୁଗୋଳ: ଆଜି ଅପରାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନଠାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମୋଟରସାଇକେଲ ରାଲିରେ ଅନୁଗୋଳ ସାଇବର ଥାନାରେ ପହଞ୍ଚି…

ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ସମ୍ବର୍ଦ୍ଧନା

ତାଳଚେର : ବିଜେପି ରାଜ୍ୟ ପଦାଧିକାରୀ ଘୋଷଣା ହୋଇଛି। ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲଙ୍କୁ ତୃତୀୟ ଥର ରାଜ୍ୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କୁ ଆଜି ରବିବାର ତାଳଚେରରେ ବିଜେପି…

Angul News: କାଳନ୍ଦି ସାମଲଙ୍କୁ ବିଜେପିର ରାଜ୍ୟ ସମ୍ପାଦକ ଦାୟିତ୍ୱ, ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ନେତୃତ୍ୱଙ୍କୁ କୃତଜ୍ଞତା

Angul News: ଅନୁଗୁଳ: ବିଜେପି ରାଜ୍ୟ ସମ୍ପାଦକ ଭାବେ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଙ୍କୁ ତୃତୀୟ ଥର ଦାୟିତ୍ୱ ନ୍ୟସ୍ତ କରାଯାଇଛି |ଏହାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଖୁସି ପ୍ରକଟ କରାଯାଇଛି |ଢେଙ୍କାନାଳ ସାଂସଦ ରୁଦ୍ର…

ଅନୁଗୋଳରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ

ଅନୁଗୋଳ: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଶୈଳ ଶ୍ରୀକ୍ଷେତ୍ର ଶାଖା ଅନୁଗୋଳ ଆନୁକୂଲ୍ୟରେ ମହାପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାଗବତ ପାଠ, ଆଲୋଚନା ଆଦି ଅନୁଷ୍ଠିତ ହୋଇ ଥିଲା।…

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଅନୁଗୋଳକୁ ସ୍ଵର୍ଣ୍ଣ

ଅନୁଗୋଳ: ରାଜ୍ୟର ୬ଷ୍ଠତମ ଯୋଗାସନ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ୧୫ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ରାଉଣ୍ଡରେ ନିକିତ କୁମାର ଯାଦବ, ସୁମିତ୍ରା ପ୍ରଧାନ, ସୁପ୍ରିୟା…

ଜିଲ୍ଲାର ବିଭିନ୍ନ ପୌରାଞ୍ଚଳ ର ସମସ୍ୟା ନେଇ ନଗର ଉର୍ନ୍ନୟନ ମନ୍ତ୍ରୀ ଙ୍କୁ ଭେଟିଲେ ବିଜେପି ଜିଲ୍ଲା ସଭାପତି

ଅନୁଗୁଳ : ଅନୁଗୁଳ ଜିଲ୍ଲାର ପୌରାଞ୍ଚଳ ରେ ବିଭିନ୍ନ ସମସ୍ୟା ଲାଗି ରହିଛି |ତାଳଚେର, ଅନୁଗୁଳ ଓ ଆଠମଲ୍ଲିକ ପୌର ପରିଷଦ ର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ନେଇ ଗୁରୁବାର ରାଜ୍ୟ ନଗର ଉର୍ନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର…

ଅନୁଗୁଳ ଜିଲ୍ଲାର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା

ଅନୁଗୁଳ: ଅନୁଗୋଳ ଜିଲ୍ଲାରେ ଥିବା ସମ୍ଭାବନାକୁ ଉପଯୋଗ କରି ସ୍ଥାନୀୟ ଜନସାଧାରଣଙ୍କ ହିତରେ କାମ କରିବା, ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ଆଞ୍ଚଳିକ ଅର୍ଥନୀତିକୁ ମଜଭୂତ୍ କରିବା ଦିଗରେ ଚର୍ଚ୍ଚା ଆଲୋଚନା ହେଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।…

Angul News: ରାଜସ୍ବ ଅମଲା ସଂଘର ଆନ୍ଦୋଳନକୁ ଏଆଇୟୁଟିୟୁସି ପକ୍ଷରୁ ସମର୍ଥନ

Angul News: ଅନୁଗୋଳ: ନ୍ଯାଯ୍ଯ ଦାବିରେ ଓଡ଼ିଶା ରାଜସ୍ବ ଅମଲା ସଂଘ ଆହ୍ବାନରେ ଚାଲିଥିବା ରାଜ୍ଯ ବ୍ଯାପୀ ଆନ୍ଦୋଳନକୁ ଅଲ୍ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିୟନ ସେଣ୍ଟର ( ଏଆଇୟୁଟିୟୁସି) ଓଡ଼ିଶା ରାଜ୍ଯ କମିଟି ପକ୍ଷରୁ ସମର୍ଥନ କରିବା ସଙ୍ଗେ ସଙ୍ଗେ…