Spread the love

Angul News: ଅନୁଗୋଳ: ଶ୍ରୀଯୁକ୍ତ ରାହୁଲ୍ ଗାନ୍ଧୀ , ଏ.ଆଇ. ସି.ସି ସଭାପତି ଶ୍ରୀ ମଲ୍ଲିକା ଯୁର୍ଣ୍ଣ ଖାଡଗେ ଜୀ ଓ ସଂଗଠନ ର ସମ୍ପାଦକ କେ. ସି ବେନୁଗୋପାଲ ଜି ଙ୍କ ଓଡିଶା ଆଗମନ ଅବସର ରେ କିଛି ସାମାଜିକ ସଂଗଠନ ର କାର୍ଯ୍ୟକର୍ତ୍ତା ଯଥା – ଜିଲ୍ଲା ସୁରକ୍ଷା ମଞ୍ଚ, ବିଦୁତ୍ୟ ଉପଭୋକ୍ତା ସଂଘ, ପୁଜ୍ୟ ପୂଜା ଅନୁଷ୍ଠାନ,ଗ୍ରାହକ ସୁରକ୍ଷା ମଞ୍ଚ, ପଛୁଆ ବର୍ଗ ମହାସଂଘ, ହାତୀ ସୁରକ୍ଷା ଜୀବନ ରକ୍ଷା ମଞ୍ଚ ର କର୍ମ କର୍ତ୍ତା ଏବଂ ସଭ୍ୟ ମାନେ ସେମାନେ ରାହୁଲ ଗାନ୍ଧୀଙ୍କ ଭାଷଣ ଶୁଣିବା ପାଇଁ ଏବଂ ଦେଖିବା ପାଇଁ ଓ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ୟଗ୍ର ହେଇ ଦେଶ ର ସମ୍ବିଧାନ କିପରି ସୁରକ୍ଷା ହେଇ ପାରିବ । ସେଥି ପ୍ରତି ନିଜର ଇଛା ପ୍ରକାଶ କରିବା ସହିତ ସଂଗଠନ ଗୁଡ଼ିକ ର ପଦାଧିକାରୀ ମାନେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ। ଏଥିରେ ପଛୁଆ ବର୍ଗ ମହାସଂଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଜୟନ୍ତ କୁମାର ସାହୁ ଏବଂ ସଂଗଠନ ର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସୁରକ୍ଷା ମଞ୍ଚ ର ସଭାପତି, ବିଦ୍ୟୁତ ଉପଭୋକ୍ତା ସଂଘ ର ସଭାପତି, ପୂଜ୍ୟ ପୂଜା ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା, ଗ୍ରାହକ ସୁରକ୍ଷା ମଞ୍ଚ ର ସଭାପତି, ହାତୀ ସୁରକ୍ଷା ଜୀବନ ରକ୍ଷା ର ସଭାପତି ଶ୍ରୀଯୁକ୍ତ ପ୍ରବୋଧ କୁମାର ସ୍ବାଇଁ ଏବଂ ଆଇ. ଏନ.ଟି. ୟୁ. ସି ର ଜିଲ୍ଲା ସଭାପତି, ଏବଂ ପଛୁଆ ବର୍ଗ ମହାସଂଘ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଦିଗାମ୍ବର ଗଡ଼ନାୟକ ଏବଂ ସୋନିଆ ଗାନ୍ଧୀ
ବିଗ୍ରେଡିଅର ର ଜାତୀୟ ସାଧାରଣ ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଅଭିଷେକ ନାୟକ ,ଜିଲ୍ଲା କଂଗ୍ରେସ ସୋସିଆଲ ମିଡ଼ିଆ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରତାପ ରଞ୍ଜନ ଶତପଥୀ, ଛାତ୍ର ନେତା ଭକ୍ତି ପ୍ରସାଦ ନାୟକ, ଜାହିର ଖାଁନ୍, କଂଗ୍ରେସ ନେତା ବିଘ୍ନ ରାଜ ସାହୁ, ଚିନ୍ମୟ ସାହୁ, ଶଙ୍କର ବେହେରା, ସୋହନ ବେହେରା, ସାହିଲ ନାୟକ, ବିକ୍ରମ ନାୟକ, ସୁମନ ନାୟକ , ଅସିତ୍ ବେହେରା , ଅନ୍ତର ଯାମୀ ନାୟକ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ନିଜ ନିଜ ସଂଗଠନ ଜରିଆ ରେ ଅନୁଗୋଳ ଜିଲ୍ଲା ରୁ 4000 ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ମାନେ ଭୁବନେଶ୍ୱର ରେ ଶ୍ରୀଯୁକ୍ତ ଗାନ୍ଧୀ ଏବଂ ଖାଡଗେ ଜି ଏବଂ ଶ୍ରୀ ବେଣୁ ଗୋପାଲ ଜି ଙ୍କୁ ସ୍ଵାଗତ କରିବା ପାଇଁ ଯିବେ ବୋଲି ସ୍ତିରିକୃତ କରିଛନ୍ତି। ଏବଂ ନିଜର ବକ୍ତବ୍ୟରେ ଶ୍ରୀ ସ୍ୱାଇଁ କଂଗ୍ରେସ ସରକାର ର ସଫଲତା ଏବଂ ଶ୍ରୀ ରାହୁଲ ଗାନ୍ଧୀ ଙ୍କ ର ଦେଶ ବାସୀ ଙ୍କ ପ୍ରତି ଥିବା ଅବଦାନ ଓ ସମାଜ ପ୍ରତି ଥିବା ଅଙ୍ଗୀକାର ବଦ୍ଧ ତାକୁ ଓ ବିଜେପି ସରକାର ବିଫଳତା ବିଷୟରେ ଆଲୋଚନା କରିଥିଲେ। ଏବଂ ଶ୍ରୀ ଗଡ଼ନାୟକ ରାହୁଲ୍ ଗାନ୍ଧୀ ଙ୍କ ର ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଶ୍ରୀ ସାହୁ ରାହୁଲ ଗାନ୍ଧୀଙ୍କ ର ଦେଶ ବାସୀ ଙ୍କ ପାଇଁ ଥିବା ଅବଦାନ ଏବଂ ପଛୁଆ ବର୍ଗ ଙ୍କ ପ୍ରତି ଅଙ୍ଗୀକାର ବଧତା ପରିପ୍ରକାଶ କରିଥିଲେ। ଶ୍ରୀ ପ୍ରମୋଦ ସାହୁ କଂଗ୍ରେସ ଆଗାମୀ ଦିନରେ କିଭଳି କ୍ଷମତା କୁ ଆସିବ ସେହି ବିଷୟରେ ଆଲୋଚନା କରିଥିଲେ, ଏବଂ ଲୋକ ମାନେ କିପରି ସୁବିଧାରେ ଯାଇ ରାହୁଲ ଗାନ୍ଧୀଙ୍କ ସଭା ରେ ଯୋଗଦାନ କରି ଫେରି ପାରିବେ ସେହି ଦାୟିତ୍ଵ ଅଭିଷେକ ନାୟକ ଙ୍କୁ ଦିଆଗଲା। ଏବଂ ଶେଷରେ ଶ୍ରୀ ଶତପଥୀ ଧନ୍ୟବାଦ୍ ଅର୍ପଣ କରିବା ସହିତ ରାହୁଲ ଗାନ୍ଧୀ ଙ୍କ ଗ୍ରସ୍ତ କିଭଳି ସଫଳ ହେଇ ପାରିବ ସେଥିପ୍ରତି ସମସ୍ତଙ୍କୁ ଧ୍ୟାନ ଦେବା ପାଇଁ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *