ଅଶାନ୍ତ ଆଫଗାନିସ୍ତାନ: ପଞ୍ଜଶିର ପ୍ରଦେଶରେ ପଶିପାରୁନାହିଁ ତାଲିବାନ୍‌

କାବୁଲ୍‌: ଆଫଗାନିସ୍ତାନ ପଞ୍ଜଶିର ପ୍ରଦେଶର ବଘଲନରେ ତାଲିବାନ ବିରୋଧୀରେ ଶକ୍ତି ପ୍ରଦର୍ଶନ କରାଯାଇଛି। ନର୍ଦର୍ଣ୍ଣ ଆଲାଏନ୍ସକୁ ବଡ଼ ସଫଳତା ମିଳିଛି। ପ୍ରଦେଶର ସାଲେ ଓ ବାନୁ ଅଞ୍ଚଳରେ ପ୍ରବେଶ କରି କବଜା କରିଥିବା ଶତାଧିକ ତାଲିବାନୀ ସୈନଙ୍କୁ ହତ୍ୟା କରିଛି ନର୍ଦର୍ଣ୍ଣ…

ମାଲକାନଗିରି ୪୮ଖଣି ଲିଜ୍ ଟେଣ୍ଡର ବାତିଲ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କରି ଦିଆଯାଇଛି। ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରିଛନ୍ତି ନିଜେ ଜିଲ୍ଲାପାଳ ବିଶାଲ ସିଂ। ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଟେଣ୍ଡର ବାତିଲ୍…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍‌ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ମାଓ ପ୍ରଭାବିତ ସୁକ୍‌ମା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ମାଓବାଦୀ। ଗୁଳି ବିନିମୟରେ ଟପ୍ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୁକ୍‌ମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି। ସୁକମା…

୩୫ଦିନ ପରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ

ନୂଆଦିଲ୍ଲୀ: ୩୫ ଦିନ ପରେ କମିଲା ପେଟ୍ରୋଲ-ଡିଜେଲ ଦର | ଦୀର୍ଘ ୩୫ ଦିନ ଧରି ସ୍ଥିର ରହିବା ପରେ ଆଜି ଦେଶରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବ ଦାମ ତୁଳନାରେ ଆଜିର ପେଟ୍ରୋଲ ଦର ୨୦…

ଫିଲିପ୍ସଙ୍କ ସହ ଚୁକ୍ତି କଲା ରାଜସ୍ଥାନ ରୟାଲ୍‌ସ

ଜୟପୁର: ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଗାମୀ ଆଇପିଏଲ୍‌ ପାଇଁ ରାଜସ୍ଥାନ ରୟାଲ୍‌ସ ନ୍ୟୁଜିଲାଣ୍ଡ୍‌ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଗ୍ଲେନ୍‌ ଫିଲିପ୍ସଙ୍କ ସହ ଚୁକ୍ତି କରିଛି। ଦୁଇ ଇଂଲଣ୍ଡ ତାରକା ଜୋଫ୍ରା ଆର୍ଚର ଓ ଜୋସ୍‌ ବଟଲର୍‌ ଅବଶିଷ୍ଟ ଆଇପିଏଲ୍‌ ପାଇଁ ଦଳରେ…

ରାଜଧାନୀରେ ଥମୁନି ଡେଙ୍ଗୁ, କ୍ୟା‌ପିଟାଲ ହସ୍ପିଟାଲକୁ ଆସିଲେଣି ହଜାରେରୁ ଅଧିକ

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ମୁହାଁ ହେଲାଣି। ଆଜି ଆଉ ୫୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୩୦ରେ ପହଞ୍ଚିଛି। ସେଥିରୁ (ଅଗଷ୍ଟ ୨୧ ତାରିଖ ସୁଦ୍ଧା) କେବଳ କ୍ୟାପିଟାଲ ହସ୍ପିଟାଲ୍‌କୁ…

ଅକ୍ଟୋବର ସୁଦ୍ଧା କର୍କଟ କେନ୍ଦ୍ରରେ ‘ପେଟ୍ ସିଟି ସ୍କାନ୍’

କଟକ : କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ‘ପେଟ୍ ସିଟି ସ୍କାନ୍‌ ମେସିନ୍‌। ଏଥିପାଇଁ ଆଟମିକ୍‌ ଏନର୍ଜି ରେଗୁଲେଟିଙ୍ଗ୍‌ ବୋର୍ଡ(ଏଇଆର୍‌ବି)ପକ୍ଷରୁ ଅନୁମତି ମିଳି ସାରିଛି। ସପ୍ତାହକୁ ୧୨୦ଟି ପେଟ୍ ସିଟି ସ୍କାନ୍‌ କର୍କଟ କେନ୍ଦ୍ରରେ…

ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କଲା ତାଲିବାନ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରରୁ ହଜାର ହଜାର ଲୋକଙ୍କୁ ଖାଲି କରିବା ସମୟରେ ଯେଉଁ ଅରାଜକ ସ୍ଥିତି ଉପୁଜିଛି ସେଥିପାଇଁ ତାଲିବାନ ଆମେରିକାକୁ ଦାୟୀ କରିଛି। ତାଲିବାନ ଅଫିସର୍‌ ଅମିର ଖାନ୍‌ ମୁତାକି କହିଛନ୍ତି, ଆମେରିକା ଏହାର…

ପତ୍ନୀ ହେବ ତ ଏହିପରି : ସ୍ୱାମୀ ନିର୍ବାଚନରେ ​​ଜିତିଲା ପରେ ପତ୍ନୀ ଏତେ ଖୁସି ହୋଇ ସ୍ୱାମୀଙ୍କୁ ନିଜ କାନ୍ଧରେ ଉଠାଇନେଲେ ! ଦେଖନ୍ତୁ ତା’ପରେ କ’ଣ ହେଲା…

ପତ୍ନୀ ପାଇଁ ତାର ସ୍ୱାମୀ ହିଁ ସବୁକିଛି । ଯେତେବେଳେ ସ୍ୱାମୀ ଦୁଃଖୀ ଥାଏ, ପତ୍ନୀ ମଧ୍ୟ ଦୁଃଖୀ ହୋଇଥାଏ । ଯେତେବେଳେ ସ୍ୱାମୀ ଖୁସି ହୋଇଥାନ୍ତି, ପତ୍ନୀଙ୍କର ମୁହଁରେ ହସ ମଧ୍ୟ ରହିଥାଏ । ସେହିଭଳି, ଯଦି ସ୍ୱାମୀ ଜୀବନରେ…