ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ…
ଆଫଗାନିସ୍ତାନରେ କର୍ମକ୍ଷେତ୍ରକୁ ଫେରିବା ଲାଗି ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କହିଲା ତାଲିବାନ୍
ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ସଙ୍କଟ ନିମ୍ନଗାମୀ ହେଉଥିବାରୁ ଆଫଗାନିସ୍ତାନର ସମସ୍ତ ପ୍ରଦେଶରେ ଥିବା ସବୁ ଡାକ୍ତରଖାନାଗୁଡ଼ିକୁ ଫେରିଯାଇ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରାଣୀ ଏବଂ ମହିଳା କର୍ମଚାରୀମାନଙ୍କୁ ତାଲିବାନ୍ ଅନୁରୋଧ କରିଥିବା ଶୁଣାଯାଉଛି। ତାଲିବାନ୍ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନରେ ନାରୀମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯୋଗ…
ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ର
ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ…
କାଜାଖସ୍ତାନ ସେନା ଗୋଦାମରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ, ୯ ମୃତ
ତରାଜ, ୨୭।୮: ଆଫଗାନିସ୍ତାନ ପରେ କାଜାଖସ୍ତାନରେ ବଡ ଧରଣର ବିସ୍ପୋରଣ। କଜାକିସ୍ତାନର ତରାଜ ସହରର ସେନା ଗୋଦାମରେ ଗୁରୁବାର ସନ୍ଧ୍ୟାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି। କାଜାଖସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି, ଏକ ସେନା…
କରୋନା ମାମଲା ବୃଦ୍ଧି – କେରଳ ଓ ମହାରାଷ୍ଟ୍ରରେ ଲାଗିପାରେ ନାଇଟ୍ କର୍ଫ୍ୟୁ
ନୂଆଦିଲ୍ଲୀ – କେନ୍ଦ୍ର ସରକାର ଦେଶର ୨ଟି ରାଜ୍ୟ –କେରଳ ଓ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଲଗେଇବା ପାଇଁ ବିଚାର କରିବାକୁ କହିଛି । ଦେଶରେ ଗତ ୨ ଦିନରେ କରୋନାର ୪୦ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସୁଛି…
ବଦଳିବେ କି ଛତିଶଗଡ ମୁଖ୍ୟମନ୍ତ୍ରୀ ? ରାହୁଲ୍ଙ୍କ ଡାକରା ପରେ ଦିଲ୍ଲୀ ଅଭିମୁଖେ ବାଘେଲ୍, ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ୪୦ ଅସନ୍ତୁଷ୍ଟ ବିଧାୟକ…
ନୂଆଦିଲ୍ଲୀ: ଛତିଶଗଡରେ କ୍ଷମତା ସଂଗ୍ରାମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦିଲ୍ଲୀ ଆସୁଛନ୍ତି । ଏହା ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଏବେ ଆଲୋଚନା ତୀବ୍ର ହୋଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବ୍ୟତୀତ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ ଏବଂ…
ଜୋର୍ ଜବରଦସ୍ତ ଘରେ ପଶି ଭଡାଟିଆ ମହିଳାଙ୍କୁ ଦୁଷ୍କର୍ମ କଲା ଘର ମାଲିକ, ପରେ ଅଭିଯୁକ୍ତର ପୁଅ ପୀଡିତାଙ୍କ ୧୨ ବର୍ଷର ଝିଅ କୁ ବି କଲା ଦୁଷ୍କର୍ମ…
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଘର ମାଲିକ ଜବରଦସ୍ତ ଘରେ ପ୍ରବେଶ କରି ଜଣେ ୩୮ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରିଥିଲେ । ଏହା ବ୍ୟତୀତ ଅଭିଯୁକ୍ତର ପୁଅ ମଧ୍ୟ ପୀଡିତାଙ୍କ…
ସମୟସୀମା ଅତିକ୍ରମ ପରେ ବି ନେଇପାରିବେ ଟିକା, ଶରୀରରେ ଏହା କାମ କରିବ : ବିଜୟ ପାଣିଗ୍ରାହୀ
ଭୁବନେଶ୍ବର ୨୭।୮: ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ଟିକା । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ୍ ନେବାର ତାରିଖ ଅତିକ୍ରମ କରିସାରିଛି । ପ୍ରଥମ ଡୋଜ୍ ପରେ କୋଭିଡ୍…
ତାଲିବାନ୍ ସୈନ୍ୟ ନାରୀଙ୍କୁ ସମ୍ମାନ ଦେବା ତାଲିମ୍ ପାଇ ନ ଥିବାରୁ ନାରୀମାନଙ୍କୁ ଘରେ ରହିବାକୁ ନିର୍ଦେଶ
ନୂଆଦିଲ୍ଲୀ: ତାଲିବାନ୍ ସୈନିକମାନେ ନାରୀମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ତାଲିମ୍ ପାଇ ନ ଥିବାରୁ ନାରୀମାନେ ଘର ଭିତରେ ରୁହନ୍ତୁ ବୋଲି ତାଲିବାନ୍ କହିଛି। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଏହା କ୍ଷଣସ୍ଥାୟୀ ଅବସ୍ଥା। ନାରୀମାନଙ୍କ ସୁରକ୍ଷା ନିମନ୍ତେ…
ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଓଡ଼ିଶାରେ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ!
ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ। କରୋନାର ତୃତୀୟ ଲହର ଶୀର୍ଷରେ ଛୁଇଁଲା ବେଳକୁ ଓଡ଼ିଶାରେ ଦୈନିକ ସଂକ୍ରମଣ…