ଡିଇଓ, ଡିପିସି ଓ ବିଇଓଙ୍କ ତାଗିଦ୍: ନକଲି ଶିକ୍ଷକଙ୍କ ତଥ୍ୟ ନ ଦେଲେ ଦରମା ବନ୍ଦ
ବନେଶ୍ବର : ଥରେ କି ଦୁଇ ଥର ନୁହେଁ। ୪ ଥର ଚିଠି ଲେଖାଯିବା ପରେ ମଧ୍ୟ ଅଭିଯୋଗ ଆସିଥିବା ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ହେଉନି। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ଜିଲ୍ଲା ପ୍ରକଳ୍ପ…
କାବୁଲ୍ ବିମାନ ବନ୍ଦର ଛାଡ଼ିବା ଆଗରୁ ଅନେକ ବିମାନ ଓ ଯୁଦ୍ଧଯାନକୁ ଅକାମିକା କରି ଦେଇଛି ଆମେରିକା ସେନା
ୱାସିଂଟନ୍: ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ସେନା କାବୁଲ୍ ବିମାନ ବନ୍ଦରରେ ଅନେକ ବିମାନ ଓ ଯୁଦ୍ଧଯାନ ତଥା ଗୋଟାଏ ‘ହାଇ-ଟେକ୍ ରକେଟ୍ ଡିଫେନ୍ସ୍ ସିଷ୍ଟମ୍’କୁ ଅକାମିକା କରିଦେଇଥିବା କଥା ଜଣେ ଆମେରିକୀୟ ଜେନେରାଲ୍ କହିଛନ୍ତି। ‘ସେଣ୍ଟ୍ରାଲ୍ କମାଣ୍ଡ୍’ର ମୁଖ୍ୟ…
ଅନୁଗୁଳ: ବଜ୍ରପାତରେ ଯୁବକ ମୃତ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମର ଜଣେ ଯୁବକ ବିଲରେ ଚାଷ କାର୍ଯ୍ୟରେ ଥିବାବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ସକାଳେ ବିଜୟ ସାହୁଙ୍କ ପୁଅ ଲୋଟନ(୨୩) ସହିତ ବିଲକୁ ଚାଷ କାର୍ଯ୍ୟ ପାଇଁ…
SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା; ଡେବିଡ୍ କାର୍ଡ ହଜିଗଲେ କି୍ମ୍ବା ଚୋରି ହୋଇଗଲେ କ’ଣ କରିବେ ଟ୍ରିକ୍ସ କହିଲା ବ୍ୟାଙ୍କ୍
ନୂଆଦିଲ୍ଲୀ: ୪୪ କୋଟି ଏସ୍ବିଆଇ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଯଦି ଆପଣଙ୍କର ଡେବିଟ୍ କାର୍ଡ କେଉଁଠି ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ଆପଣଙ୍କୁ କଣ କରିବା ଦରକାର ତାହା ଖୁବ୍ ସରଳ…
୩୩ ହଜାର ଫୁଟ ଉଚ୍ଚରେ ଜନ୍ମ ହେଲା ଶିଶୁ କନ୍ୟା, ଏୟାରହୋଷ୍ଟେସ୍ କରାଇଲେ ପ୍ରସବ
ନୂଆଦିଲ୍ଲୀ ୩୦/୦୮: ଆଫଗାନିସ୍ତାନରୁ ବ୍ରିଟେନ ଯାଉଥିବା ନିକାସୀ ବିମାନ ଉଡ଼ାଣ ସମୟରେ ଜଣେ ମହିଳା କ୍ୟାବିନ୍ କ୍ରୁରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିମାନରେ ଯାତ୍ରା କରୁଥିବା ଆଫଗାନ ମହିଳା ସୋନମ ନୂରୀଙ୍କୁ ହଠାତ୍ ପ୍ରସବ ପୀଡ଼ା ହେଲା। ୩୩ ହଜାର…
ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ, ଗର୍ଭବତୀ ସ୍ତ୍ରୀ ଗୁରୁତର
କଳାହାଣ୍ଡି, ୩୦/୦୮ : ତଣ୍ଟି କାଟି ଗର୍ଭବତୀ ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧନରମାଲ ଗାଁରେ। ସ୍ଵାମୀ ଆକ୍ରମଣରେ ଗୁରୁତର ହୋଇ ଗର୍ଭବତୀ ମହିଳା ଜଣଙ୍କ କେସିଙ୍ଗା ହସ୍ପିଟାଲରେ…
୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର: ଦୁଇଦିନିଆ କର୍ମଶାଳାରେ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
ଭୁବନେଶ୍ୱର,୩୦/୦୮: ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ କର୍ମଶାଳାକୁ ଉଦ୍ଘାଟନ କରିବା ସହିତ କର୍ମୀଙ୍କୁ…
ଆସନ୍ତା ୧୬ରୁ ୧୧ ଖଣି ନିଲାମ ଆରମ୍ଭ, ଭାଗ ନେବେ ୩୮ ବୃହତ୍ତ କମ୍ପାନି
କେନ୍ଦୁଝର/ଯୋଡା,୩୦/୦୮: ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୧୧ଟି ଖଣିର ଲିଜ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି, ଗୋଟିଏ ଲୁହାପଥର ଏବଂ ଡୋଲୋମାଇଟ, ଗୋଟିଏ ବକ୍ସାଇଟ ଖଣି ରହିଛି…
ନୀଳାଚଳ ଇସ୍ପାତର ଲୁହାପଥର ଖଣି କାର୍ଯ୍ୟକ୍ଷମ
ହାଇଦ୍ରାବାଦ: ଲୁହାପଥର ଖଣି କାର୍ଯ୍ୟ ଆରମ୍ଭ କରିବାରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)କୁ ଏନ୍ଏମ୍ଡିସି ସାହାଯ୍ୟ କରିଛି। ଏଥିପାଇଁ ନୀଳାଚଳ ଇସ୍ପାତକୁ ଏହା ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରିଛି। ଆଜି ଠାରୁ କଂପାନିର ମିଥିରଡ଼ା ଲୁହା ପଥର…
ଇ-ଯାନ କିଣିଲେ ରିହାତି ମିଳିବ: ୨୦୨୫ ସୁଦ୍ଧା ୨୦% ଗାଡ଼ି ବ୍ୟାଟେରି ଚାଳିତ ହେବ
ଭୁବନେଶ୍ବର: ରାଜ୍ୟରେ ଖୁବ୍ଶୀଘ୍ର ଇ-ଯାନ ନୀତି ଲାଗୁ ହେବ। ଅର୍ଥାତ୍ ରାଜ୍ୟରେ ଏଣିକି ଅଧିକରୁ ଅଧିକ ବ୍ୟାଟେରି/ବୈଦ୍ୟୁତିକ ଗାଡ଼ି ଚଳାଚଳକୁ ପ୍ରୋତ୍ସାହନ ଦିଆଯିବ। ପ୍ରଦୂଷଣ କମାଇବା ଲକ୍ଷ୍ୟରେ ରାଜ୍ୟ ସରକାର ‘ବୈଦ୍ୟୁତିକ ଯାନ ନୀତି’ ଆଣିବାକୁ ସ୍ଥିର କରିଛନ୍ତି। ଆଜି ଏ…