Latest Post

Jagat Guru Shankaracharya: କେନ୍ଦ୍ରୀୟ ଶାସନ ତନ୍ତ୍ର ଖୁବଶୀଘ୍ର ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷିତ କରୁ -ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଏକାଦଶାହ ରେ ଡ଼ଃ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ମୋହନ ମାଝି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ବହୁ ମନ୍ତ୍ରୀ, ସାଂସଦ ଓ ବିଧାୟକ Angul News: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅନୁଗୁଳ ଜିଲ୍ଲାବାସୀ Angul News: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କୁ ବିଜେପିର ଶ୍ରଦ୍ଧାଞ୍ଜଳି Angul News: ଅନୁଗୁଳ ସଭାଗୃହରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

୧୦୦ ବିଲିୟନ ଡଲାର ବଜାର ପୁଞ୍ଜି ହାସଲ କରିବାରେ ଇନଫୋସିସ୍ ଦେଶର ୪ର୍ଥ କମ୍ପାନିରେ ପରିଣତ ହେଲା

ମୁମ୍ବାଇ : ଭାରତର ୨ୟ ବୃହତ୍ତମ ସଫ୍ଟଓ୍ବାର କମ୍ପାନି ଇନଫୋସିସ୍ ଆଉ ଏକ ମହତ୍ବପୂର୍ଣ୍ଣ ସଫଳତା ହାସଲ କରିଛି । କମ୍ପାନିର ବଜାର ପୁଞ୍ଜି ବା ମାର୍କେଟ୍ କ୍ୟାପିଟାଲାଇଜେସନ (ଏମ-କ୍ୟାପ୍) ୧୦୦ ବିଲିୟନ ଡଲାର ଟପିଯାଇଛି । ଏହି ସଫଳତା ହାସଲ…

ବୁଝାମଣା ପାଇଁ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଲେ ତାଲିବାନ୍‌ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବୁଝାମଣା ପାଇଁ ୪୦ ସଦସ୍ୟବିଶିଷ୍ଟ ତାଲିବାନ୍‌ ପ୍ରତିନିଧି ଦଳ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଥିଲେ, କିନ୍ତୁ ଉକ୍ତ ଆଲୋଚନାର ଫଳାଫଳ ଅସ୍ପଷ୍ଟ ରହିଛି। ତାଲିବାନ୍-ବିରୋଧୀ ଦଳ ଟୁଇଟ୍‌ କରିଛନ୍ତି, ଦୁଇଟି ଉପାୟ ଅଛି। ସେମାନେ ଖୋରସାନ୍‌ ଜନତାଙ୍କ ନୈତିକତା ଗ୍ରହଣ…

ଡେଟିଂ ସାଇଟ୍‌ରେ ବାନ୍ଧବୀ ଖୋଜିବାକୁ ଯାଇ ଫସିଲେ ଯୁବକ: ଠକାମିର ଅଳ୍ପକେ ବର୍ତ୍ତିଗଲେ

ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳର ଜଣେ ଯୁବକ ଡେଟିଂ ସାଇଟ୍‌ରେ ନିଜ ଫୋନ୍ ନମ୍ବର ଦେଇ ସାଇବର ଠକେଇର ଶିକାର ହୋଇଛନ୍ତି। ତେବେ ସେ ବଡ଼ ଧରଣର ଠକାମିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ସେ ଡିସିପି କାର୍ଯ୍ୟାଳୟର…

କୋଭିଡ୍‌-୧୯ ଚିକିତ୍ସା ପାଇଁ ସରକାରୀ ବ୍ୟାଙ୍କ୍‌ରୁ ଋଣ ନେବା କ୍ଷେତ୍ରରେ ଦେଶର ଷଷ୍ଠ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇ  ଓଡିଶାର ୫୫୨୨ ଜଣ ବ୍ୟକ୍ତି କୋଭିଡ୍‌-୧୯ ଚିକିତ୍ସା କରାଇଛନ୍ତି। ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇ କୋଭିଡ୍‌-୧୯ ଚିକିତ୍ସା କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଷଷ୍ଠ ସ୍ଥାନରେ ରହିଛି।…

ଅନୁଗୁଳ:ପୁଅ ନାଁରେ କଳଙ୍କ: ବୁଢୀମା’କୁ କଚାଡ଼ି ଶିକ୍ଷକ ଗିରଫ

ଅନୁଗୁଳ: ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେଇଥିଲେ। ଆଶା କରିଥିଲେ, ଶେଷ ସମୟରେ ପୁଅ ସାହା ହେବ। ପୁଅକୁ ଢେର ସ୍ନେହ ଓ ଶ୍ରଦ୍ଧା ଦେଇ ପାଠ ପଢାଇ ଶିକ୍ଷକ କରାଇଥିଲେ। କିନ୍ତୁ ସେହି ପୁଅ ସାହା…

ଆଜିଠୁ ପାରା ଅଲିମ୍ପିକ୍ସ; ୯ଟି କ୍ରୀଡାରେ ଭାରତର ୫୪ ଆଥଲେଟ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି । ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ…

କମୁଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ୬୩୫ ମଧ୍ୟରୁ ୮୦ ଜଣ ୧୮ ବର୍ଷରୁ କମ୍‌ ବର୍ଗର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଯାହା କି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୦…

ଅଶାନ୍ତ ଆଫଗାନିସ୍ତାନ: ପଞ୍ଜଶିର ପ୍ରଦେଶରେ ପଶିପାରୁନାହିଁ ତାଲିବାନ୍‌

କାବୁଲ୍‌: ଆଫଗାନିସ୍ତାନ ପଞ୍ଜଶିର ପ୍ରଦେଶର ବଘଲନରେ ତାଲିବାନ ବିରୋଧୀରେ ଶକ୍ତି ପ୍ରଦର୍ଶନ କରାଯାଇଛି। ନର୍ଦର୍ଣ୍ଣ ଆଲାଏନ୍ସକୁ ବଡ଼ ସଫଳତା ମିଳିଛି। ପ୍ରଦେଶର ସାଲେ ଓ ବାନୁ ଅଞ୍ଚଳରେ ପ୍ରବେଶ କରି କବଜା କରିଥିବା ଶତାଧିକ ତାଲିବାନୀ ସୈନଙ୍କୁ ହତ୍ୟା କରିଛି ନର୍ଦର୍ଣ୍ଣ…

ମାଲକାନଗିରି ୪୮ଖଣି ଲିଜ୍ ଟେଣ୍ଡର ବାତିଲ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କରି ଦିଆଯାଇଛି। ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରିଛନ୍ତି ନିଜେ ଜିଲ୍ଲାପାଳ ବିଶାଲ ସିଂ। ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଟେଣ୍ଡର ବାତିଲ୍…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍‌ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ମାଓ ପ୍ରଭାବିତ ସୁକ୍‌ମା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ମାଓବାଦୀ। ଗୁଳି ବିନିମୟରେ ଟପ୍ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୁକ୍‌ମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି। ସୁକମା…