୩୫ଦିନ ପରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ

ନୂଆଦିଲ୍ଲୀ: ୩୫ ଦିନ ପରେ କମିଲା ପେଟ୍ରୋଲ-ଡିଜେଲ ଦର | ଦୀର୍ଘ ୩୫ ଦିନ ଧରି ସ୍ଥିର ରହିବା ପରେ ଆଜି ଦେଶରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବ ଦାମ ତୁଳନାରେ ଆଜିର ପେଟ୍ରୋଲ ଦର ୨୦…

ଫିଲିପ୍ସଙ୍କ ସହ ଚୁକ୍ତି କଲା ରାଜସ୍ଥାନ ରୟାଲ୍‌ସ

ଜୟପୁର: ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଗାମୀ ଆଇପିଏଲ୍‌ ପାଇଁ ରାଜସ୍ଥାନ ରୟାଲ୍‌ସ ନ୍ୟୁଜିଲାଣ୍ଡ୍‌ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଗ୍ଲେନ୍‌ ଫିଲିପ୍ସଙ୍କ ସହ ଚୁକ୍ତି କରିଛି। ଦୁଇ ଇଂଲଣ୍ଡ ତାରକା ଜୋଫ୍ରା ଆର୍ଚର ଓ ଜୋସ୍‌ ବଟଲର୍‌ ଅବଶିଷ୍ଟ ଆଇପିଏଲ୍‌ ପାଇଁ ଦଳରେ…

ରାଜଧାନୀରେ ଥମୁନି ଡେଙ୍ଗୁ, କ୍ୟା‌ପିଟାଲ ହସ୍ପିଟାଲକୁ ଆସିଲେଣି ହଜାରେରୁ ଅଧିକ

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ମୁହାଁ ହେଲାଣି। ଆଜି ଆଉ ୫୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୩୦ରେ ପହଞ୍ଚିଛି। ସେଥିରୁ (ଅଗଷ୍ଟ ୨୧ ତାରିଖ ସୁଦ୍ଧା) କେବଳ କ୍ୟାପିଟାଲ ହସ୍ପିଟାଲ୍‌କୁ…

ଅକ୍ଟୋବର ସୁଦ୍ଧା କର୍କଟ କେନ୍ଦ୍ରରେ ‘ପେଟ୍ ସିଟି ସ୍କାନ୍’

କଟକ : କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ‘ପେଟ୍ ସିଟି ସ୍କାନ୍‌ ମେସିନ୍‌। ଏଥିପାଇଁ ଆଟମିକ୍‌ ଏନର୍ଜି ରେଗୁଲେଟିଙ୍ଗ୍‌ ବୋର୍ଡ(ଏଇଆର୍‌ବି)ପକ୍ଷରୁ ଅନୁମତି ମିଳି ସାରିଛି। ସପ୍ତାହକୁ ୧୨୦ଟି ପେଟ୍ ସିଟି ସ୍କାନ୍‌ କର୍କଟ କେନ୍ଦ୍ରରେ…

ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କଲା ତାଲିବାନ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରରୁ ହଜାର ହଜାର ଲୋକଙ୍କୁ ଖାଲି କରିବା ସମୟରେ ଯେଉଁ ଅରାଜକ ସ୍ଥିତି ଉପୁଜିଛି ସେଥିପାଇଁ ତାଲିବାନ ଆମେରିକାକୁ ଦାୟୀ କରିଛି। ତାଲିବାନ ଅଫିସର୍‌ ଅମିର ଖାନ୍‌ ମୁତାକି କହିଛନ୍ତି, ଆମେରିକା ଏହାର…

ପତ୍ନୀ ହେବ ତ ଏହିପରି : ସ୍ୱାମୀ ନିର୍ବାଚନରେ ​​ଜିତିଲା ପରେ ପତ୍ନୀ ଏତେ ଖୁସି ହୋଇ ସ୍ୱାମୀଙ୍କୁ ନିଜ କାନ୍ଧରେ ଉଠାଇନେଲେ ! ଦେଖନ୍ତୁ ତା’ପରେ କ’ଣ ହେଲା…

ପତ୍ନୀ ପାଇଁ ତାର ସ୍ୱାମୀ ହିଁ ସବୁକିଛି । ଯେତେବେଳେ ସ୍ୱାମୀ ଦୁଃଖୀ ଥାଏ, ପତ୍ନୀ ମଧ୍ୟ ଦୁଃଖୀ ହୋଇଥାଏ । ଯେତେବେଳେ ସ୍ୱାମୀ ଖୁସି ହୋଇଥାନ୍ତି, ପତ୍ନୀଙ୍କର ମୁହଁରେ ହସ ମଧ୍ୟ ରହିଥାଏ । ସେହିଭଳି, ଯଦି ସ୍ୱାମୀ ଜୀବନରେ…

କଳା ଧନ ବିରୋଧରେ ସରକାରଙ୍କ ବଡ଼ କାଯ୍ୟ, ବର୍ତ୍ତମାନ ଆପଣ ମଧ୍ୟ ଏହିପରି ଅଭିଯୋଗ ଦାଖଲ କରିପାରିବେ ।

ବିଦେଶରେ ରଖାଯାଇଥିବା କଳା ଧନ, ବେନାମୀ ସମ୍ପତ୍ତି ରଖିଥିବା ମାଲିକ ଏବଂ ଟିକସ୍ ଚୋରି କରିଥିବା ମାଲିକମାନଙ୍କ ବିରୋଧରେ କେନ୍ଦ୍ର ସରକାର କ’ଣ ଏବଂ କିପରି ପଦକ୍ଷେପ ନେଉଛନ୍ତି ଏବେ ଆପଣ ମଧ୍ୟ ଏହାକୁ ଦେଖିପାରିବେ । ଏହିପରି ଲୋକମାନଙ୍କ ବିରୁଦ୍ଧରେ…

ଗର୍ଭବତୀ ହେବାର ୧୧ଦିନ ପରେ ମହିଳା ଜଣକ ଜନ୍ମ ଦେଲେ ଏକ ଶିଶୁ କନ୍ୟା । ବର୍ତ୍ତମାନ ମାଆ ଏବଂ ପିଲା ଉଭୟଙ୍କ ଅବସ୍ଥା ସଂପୂର୍ଣ୍ଣ ସୁସ୍ଥ…

ଏହି ଦୁନିଆରେ ଶିଶୁର ଜନ୍ମ ୯ମାସରେ ହୋଇଥାଏ । ତଥାପି ଏପରି କିଛି ଘଟଣା ମଧ୍ୟ ଦେଖିବାକୁ ମିଳିଯାଏ, ଯେଉଁଠାରେ ଶିଶୁଟି ସାତ ବା ଆଠମାସରେ ମଧ୍ୟ ଜନ୍ମ ହୋଇଯାଏ । କିନ୍ତୁ କ’ଣ ଆପଣ ୧୧ଦିନ ଭିତରେ ଶିଶୁ ଜନ୍ମର…

ଏହି ୧୧ଜଣ ବୋହୂ ନିଜ ଶାଶୂଙ୍କୁ ଦେବୀ ଭଳି ମାନନ୍ତି ! ଏବଂ ତାଙ୍କ ପ୍ରତିମା ବନେଇ ପ୍ରତିଦିନ ପୂଜା କରନ୍ତି…

ପରିବାରରେ ଶାଶୂ ବୋହୂ ମଧ୍ୟରେ ତର୍କବିତର୍କ କିଛି ନୂଆ କଥା ନୁହେଁ । କିନ୍ତୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଶାଶୂଙ୍କ ମୃତ୍ୟୁ ପରେ ବୋହୂମାନେ ଶାଶୁଙ୍କ ଏକ ପ୍ରତିମା ତିଆରି କରି ପ୍ରତିଦିନ ପୂଜା କରନ୍ତି ଏବଂ…