କାଜାଖସ୍ତାନ ସେନା ଗୋଦାମରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ, ୯ ମୃତ
ତରାଜ, ୨୭।୮: ଆଫଗାନିସ୍ତାନ ପରେ କାଜାଖସ୍ତାନରେ ବଡ ଧରଣର ବିସ୍ପୋରଣ। କଜାକିସ୍ତାନର ତରାଜ ସହରର ସେନା ଗୋଦାମରେ ଗୁରୁବାର ସନ୍ଧ୍ୟାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି। କାଜାଖସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି, ଏକ ସେନା…
କରୋନା ମାମଲା ବୃଦ୍ଧି – କେରଳ ଓ ମହାରାଷ୍ଟ୍ରରେ ଲାଗିପାରେ ନାଇଟ୍ କର୍ଫ୍ୟୁ
ନୂଆଦିଲ୍ଲୀ – କେନ୍ଦ୍ର ସରକାର ଦେଶର ୨ଟି ରାଜ୍ୟ –କେରଳ ଓ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଲଗେଇବା ପାଇଁ ବିଚାର କରିବାକୁ କହିଛି । ଦେଶରେ ଗତ ୨ ଦିନରେ କରୋନାର ୪୦ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସୁଛି…
ବଦଳିବେ କି ଛତିଶଗଡ ମୁଖ୍ୟମନ୍ତ୍ରୀ ? ରାହୁଲ୍ଙ୍କ ଡାକରା ପରେ ଦିଲ୍ଲୀ ଅଭିମୁଖେ ବାଘେଲ୍, ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ୪୦ ଅସନ୍ତୁଷ୍ଟ ବିଧାୟକ…
ନୂଆଦିଲ୍ଲୀ: ଛତିଶଗଡରେ କ୍ଷମତା ସଂଗ୍ରାମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦିଲ୍ଲୀ ଆସୁଛନ୍ତି । ଏହା ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଏବେ ଆଲୋଚନା ତୀବ୍ର ହୋଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବ୍ୟତୀତ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ ଏବଂ…
ଜୋର୍ ଜବରଦସ୍ତ ଘରେ ପଶି ଭଡାଟିଆ ମହିଳାଙ୍କୁ ଦୁଷ୍କର୍ମ କଲା ଘର ମାଲିକ, ପରେ ଅଭିଯୁକ୍ତର ପୁଅ ପୀଡିତାଙ୍କ ୧୨ ବର୍ଷର ଝିଅ କୁ ବି କଲା ଦୁଷ୍କର୍ମ…
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଘର ମାଲିକ ଜବରଦସ୍ତ ଘରେ ପ୍ରବେଶ କରି ଜଣେ ୩୮ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରିଥିଲେ । ଏହା ବ୍ୟତୀତ ଅଭିଯୁକ୍ତର ପୁଅ ମଧ୍ୟ ପୀଡିତାଙ୍କ…
ସମୟସୀମା ଅତିକ୍ରମ ପରେ ବି ନେଇପାରିବେ ଟିକା, ଶରୀରରେ ଏହା କାମ କରିବ : ବିଜୟ ପାଣିଗ୍ରାହୀ
ଭୁବନେଶ୍ବର ୨୭।୮: ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ଟିକା । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ୍ ନେବାର ତାରିଖ ଅତିକ୍ରମ କରିସାରିଛି । ପ୍ରଥମ ଡୋଜ୍ ପରେ କୋଭିଡ୍…
ତାଲିବାନ୍ ସୈନ୍ୟ ନାରୀଙ୍କୁ ସମ୍ମାନ ଦେବା ତାଲିମ୍ ପାଇ ନ ଥିବାରୁ ନାରୀମାନଙ୍କୁ ଘରେ ରହିବାକୁ ନିର୍ଦେଶ
ନୂଆଦିଲ୍ଲୀ: ତାଲିବାନ୍ ସୈନିକମାନେ ନାରୀମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ତାଲିମ୍ ପାଇ ନ ଥିବାରୁ ନାରୀମାନେ ଘର ଭିତରେ ରୁହନ୍ତୁ ବୋଲି ତାଲିବାନ୍ କହିଛି। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଏହା କ୍ଷଣସ୍ଥାୟୀ ଅବସ୍ଥା। ନାରୀମାନଙ୍କ ସୁରକ୍ଷା ନିମନ୍ତେ…
ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଓଡ଼ିଶାରେ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ!
ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ। କରୋନାର ତୃତୀୟ ଲହର ଶୀର୍ଷରେ ଛୁଇଁଲା ବେଳକୁ ଓଡ଼ିଶାରେ ଦୈନିକ ସଂକ୍ରମଣ…
ହାଇକୋର୍ଟରେ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ପଡ଼ିଲା ପୂର୍ଣ୍ଣଚ୍ଛେଦ
କଟକ: ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ପ୍ରସଙ୍ଗ ନେଇ କଟକ ପରିବାର ଅଦାଲତରେ ବିଚାରାଧୀନ ମାମଲାର ନିର୍ଦ୍ଧାରିତ ସମୟସୀମା ଭିତରେ ଶୁଣାଣି ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦାୟର କରିଥିବା ମାମଲାର ଶୁଣାଣିରେ ଆଜି ହାଇକୋର୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପରିବାର…
ଅନୁଗୁଳ:ଜୀବନ ବିଦ୍ୟାଳୟକୁ ବଞ୍ଚାଇବ କିଏ? ସ୍କିଲ୍ ଇଣ୍ଡିଆ ସ୍ବପ୍ନ ଥିଲା ସ୍କୁଲ୍ର ମେରୁଦଣ୍ଡ
ଅନୁଗୁଳ: ଆଜି କେନ୍ଦ୍ର ସରକାର ଯେଉଁ ସ୍କିଲ୍ ଇଣ୍ଡିଆ, ଆତ୍ମ ନିର୍ଭର ଭାରତର ସ୍ବପ୍ନ ଏବଂ ଲକ୍ଷ୍ୟ ନେଇ ଆଗଭର ଅଛନ୍ତି, କେଇ ଦଶନ୍ଧି ତଳେ ଅନୁଗୁଳ ଜିଲ୍ଲାର ‘ଜୀବନ ବିଦ୍ୟାଳୟ’ ଥିଲା ତାହାର ଏକ ଚାକ୍ଷୁସ ପ୍ରମାଣ। ପାଠଶାଳାର ସୀମା…
କୋଭିଡ୍-୧୯ ସଂକ୍ରାନ୍ତ ବିପଜ୍ଜନକ ଓ ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓ ହଟାଇଲା ‘ୟୁଟ୍ୟୁବ୍’
ନୂଆଦିଲ୍ଲୀ: ସୁସ୍ଥ ହେବା ପାଇଁ ମିଥ୍ୟା ଔଷଧ କିଂବା ମିଥ୍ୟା ଭୟ ପ୍ରଚାର ଭଳି କୋଭିଡ୍-୧୯ ସମ୍ବନ୍ଧୀୟ ବିପଜ୍ଜନକ ତଥା ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓକୁ ‘ଗୁଗଲ୍’ ମାଲିକାନାରେ ଥିବା ‘ୟୁଟ୍ୟୁବ୍’ ହଟାଇ ଦେଇଛି। ‘ୟୁଟ୍ୟୁବ୍’ର ଚିଫ୍ ପ୍ରଡକ୍ଟ୍…