SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା; ଡେବିଡ୍ କାର୍ଡ ହଜିଗଲେ କି୍ମ୍ବା ଚୋରି ହୋଇଗଲେ କ’ଣ କରିବେ ଟ୍ରିକ୍ସ କହିଲା ବ୍ୟାଙ୍କ୍

ନୂଆଦିଲ୍ଲୀ: ୪୪ କୋଟି ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଯଦି ଆପଣଙ୍କର ଡେବିଟ୍ କାର୍ଡ କେଉଁଠି ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ଆପଣଙ୍କୁ କଣ କରିବା ଦରକାର ତାହା ଖୁବ୍ ସରଳ…

୩୩ ହଜାର ଫୁଟ ଉଚ୍ଚରେ ଜନ୍ମ ହେଲା ଶିଶୁ କନ୍ୟା, ଏୟାରହୋଷ୍ଟେସ୍‌ କରାଇଲେ ପ୍ରସବ

ନୂଆଦିଲ୍ଲୀ ୩୦/୦୮: ଆଫଗାନିସ୍ତାନରୁ ବ୍ରିଟେନ ଯାଉଥିବା ନିକାସୀ ବିମାନ ଉଡ଼ାଣ ସମୟରେ ଜଣେ ମହିଳା କ୍ୟାବିନ୍‌ କ୍ରୁରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିମାନରେ ଯାତ୍ରା କରୁଥିବା ଆଫଗାନ ମହିଳା ସୋନମ ନୂରୀଙ୍କୁ ହଠାତ୍‌ ପ୍ରସବ ପୀଡ଼ା ହେଲା। ୩୩ ହଜାର…

ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ, ଗର୍ଭବତୀ ସ୍ତ୍ରୀ ଗୁରୁତର

କଳାହାଣ୍ଡି, ୩୦/୦୮ : ତଣ୍ଟି କାଟି ଗର୍ଭବତୀ ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧନରମାଲ ଗାଁରେ। ସ୍ଵାମୀ ଆକ୍ରମଣରେ ଗୁରୁତର ହୋଇ ଗର୍ଭବତୀ ମହିଳା ଜଣଙ୍କ କେସିଙ୍ଗା ହସ୍ପିଟାଲରେ…

୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର: ଦୁଇଦିନିଆ କର୍ମଶାଳାରେ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର,୩୦/୦୮: ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ କର୍ମୀଙ୍କୁ…

ଆସନ୍ତା ୧୬ରୁ ୧୧ ଖଣି ନିଲାମ ଆରମ୍ଭ, ଭାଗ ନେବେ ୩୮ ବୃହତ୍ତ କମ୍ପାନି

କେନ୍ଦୁଝର/ଯୋଡା,୩୦/୦୮: ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୧୧ଟି ଖଣିର ଲିଜ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଏବଂ ମାଙ୍ଗାନିଜ ଖଣି, ଗୋଟିଏ ଲୁହାପଥର ଏବଂ ଡୋଲୋମାଇଟ, ଗୋଟିଏ ବକ୍ସାଇଟ ଖଣି ରହିଛି…

ନୀଳାଚଳ ଇସ୍ପାତର ଲୁହାପଥର ଖଣି କାର୍ଯ୍ୟକ୍ଷମ

ହାଇଦ୍ରାବାଦ: ଲୁହାପଥର ଖଣି କାର୍ଯ୍ୟ ଆରମ୍ଭ କରିବାରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)କୁ ଏନ୍‌ଏମ୍‌ଡିସି ସାହାଯ୍ୟ କରିଛି। ଏଥିପାଇଁ ନୀଳାଚଳ ଇସ୍ପାତକୁ ଏହା ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରିଛି। ଆଜି ଠାରୁ କଂପାନିର ମିଥିରଡ଼ା ଲୁହା ପଥର…

ଇ-ଯାନ କିଣିଲେ ରିହାତି ମିଳିବ: ୨୦୨୫ ସୁଦ୍ଧା ୨୦% ଗାଡ଼ି ବ୍ୟା‌ଟେରି ଚାଳିତ ହେବ

ଭୁବନେଶ୍ବର: ରାଜ୍ୟରେ ଖୁବ୍‌ଶୀଘ୍ର ଇ-ଯାନ ନୀତି ଲାଗୁ ହେବ। ଅର୍ଥାତ୍ ରାଜ୍ୟରେ ଏଣିକି ଅଧିକରୁ ଅଧିକ ବ୍ୟାଟେରି/ବୈଦ୍ୟୁତିକ ଗାଡ଼ି ଚଳାଚଳକୁ ପ୍ରୋତ୍ସାହନ ଦିଆଯିବ। ପ୍ରଦୂଷଣ କମାଇବା ଲକ୍ଷ୍ୟରେ ରାଜ୍ୟ ସରକାର ‘ବୈଦ୍ୟୁତିକ ଯାନ ନୀତି’ ଆଣିବାକୁ ସ୍ଥିର କରିଛନ୍ତି। ଆଜି ଏ…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ…

ଆଫଗାନିସ୍ତାନରେ କର୍ମକ୍ଷେତ୍ରକୁ ଫେରିବା ଲାଗି ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କହିଲା ତାଲିବାନ୍‌

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ସଙ୍କଟ ନିମ୍ନଗାମୀ ହେଉଥିବାରୁ ଆଫଗାନିସ୍ତାନର ସମସ୍ତ ପ୍ରଦେଶରେ ଥିବା ସବୁ ଡାକ୍ତରଖାନାଗୁଡ଼ିକୁ ଫେରିଯାଇ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରାଣୀ ଏବଂ ମହିଳା କର୍ମଚାରୀମାନଙ୍କୁ ତାଲିବାନ୍‌ ଅନୁରୋଧ କରିଥିବା ଶୁଣାଯାଉଛି। ତାଲିବାନ୍‌ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନରେ ନାରୀମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯୋଗ…

ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ର

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ…