‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ: ଗୋଆ-ରାଜସ୍ଥାନ ଫାଇନାଲ
ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଆଜି ଓଡିଶା ଏକାଦଶ ଏବଂ ଆସାମର ବୋଡୋଲ୍ୟାଣ୍ଡ ଫୁଟବଲ କ୍ଲବ…
ପାଳଲହଡ଼l ଫୁଟବଲର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ
ପାଳଲହଡ଼ା(ସୁବ୍ରତ ପଟ୍ଟନାୟକ): ସର୍ବଭାରତୀୟ ଫୁଟବଲ ଫେଡେରେସନ ସଭlପତି ତଥା ଭାରତୀୟ ଫୁଟ ବଲ ଟିମର କ୍ୟାପଟେନ୍ କଲ୍ୟାଣ ଚୋବେଙ୍କୁ ପାଳଲହଡlରେ ଭବ୍ୟ ସ୍ବାଗତ କରାଯାଇଛି। ପାଳଲହଡ଼ାକୁ ପ୍ରଥମ କରି AIFF ର ସଭାପତି ଗସ୍ତ ଖେଳାଳିଙ୍କ ମନରେ ଉତ୍ସାହ ଭାରି ଦେଇଛି।…
ଭାରତବର୍ଷକୁ ଖେଳର ବଡ ପ୍ରୟୋଗଶାଳା କରିବା ପାଇଁ ସମସ୍ତେ ଉଦ୍ୟମ କରିବା: ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ(ସୁବ୍ରତ ପଟ୍ଟନାୟକ) ଐତିହାସିକ ସହର ଢେଙ୍କାନାଳର ମିନି ଷ୍ଟାଡିୟମରେ ଗୁରୁବାର ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଢେଙ୍କାନାଳର ଯୁବଶକ୍ତିଙ୍କୁ ଫୁଟବଲ ଖେଳ ପ୍ରତି ପ୍ରେରିତ କରିବ ବୋଲି କହିଛନ୍ତି କେନ୍ଦ୍ର…
ତାମଡା ଅଧ୍ୟକ୍ଷ ଭାବେ ଅବନୀକାନ୍ତଙ୍କ ଦାୟିତ୍ଵ ଗ୍ରହଣ
ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ଅନୁଗୋଳ ୦୩.୧୧.୨୦୨୨ ତାରିଖ ଦିନ ସକାଳ ୮ ଘଟିକା ସମୟରେ ପାଲଲହଡ଼ା କୁଣ୍ଢେଇବିରା ମନ୍ଦିର ରେ ଦର୍ଶନ କରି ସାରିବା ପରେ ଅବନୀକାନ୍ତ ସାହୁ ହାଜର ହାଜର ସମର୍ଥକ ଶୁଭେଚ୍ଛୁ ମାନଙ୍କୁ ନେଇ ଏକ ବିଶାଳ ପଟୁଆର…
ଅଭୟାରଣ୍ଯରୁ ବିସ୍ଥାପିତ କ୍ଷତିଗ୍ରସ୍ତ ୨୯ ପରିବାରଂକ ଆମରଣ ଅନଶନ
ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ସାତକୋଶିଆ ଅଭୟାରଣ୍ଯର କଟରଂଗ ଗ୍ରାମବାସୀ ବିସ୍ଥାପନ ପ୍ରକ୍ରିୟାରେ ପ୍ଯାକେଜ୍ ତାଲିକାଭୂକ୍ତ ନ ଥିବା ନେଇ ଦୀର୍ଘ ଦିନ ଧରି ଅସନ୍ତୋଷ ରହିଛନ୍ତି । ବିଭିନ୍ନ ସମୟରେ ନିଜର ଦାବୀ ନେଇ ଅଭିଯୋଗ କରିଆସୁଥିବା ୨୯ ପରିବାର ଆଜି…
ରାଇରଂଗପୁର ରେ ଛଟ୍ ପୂଜା ପାଳିତ
ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ଛଟ୍ ପୂଜା କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଷଷ୍ଠୀ ତିଥୀ ଅର୍ଥାତ୍ କାଳୀପୂଜାର ଛଅଦିନ ପରେ ପୂଜାର୍ଚ୍ଚନା କରାଯାଇଥାଏ ାଏଥିରେ ସୂର୍ଯ୍ୟ ଉପାସନା ବୈଶିଷ୍ଠ ଅଟେ ାଏହା ହିନ୍ଦୁ ମାନଙ୍କର ଲୋକ ପର୍ବ ଯାହାକି ଓଡିଶା,ଝାଡଖଣ୍ଡ,ପଶ୍ଚିମ ବଂଗାଳ,ବିହାର,ଉତ୍ତର…
ଜାମଦା ବ୍ଳକର ପାଶନାରେ ବିଜେଡିର ଜନ ସଂପର୍କ ପଦଯାତ୍ରା
ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଳକର ପାଶନା ପଞ୍ଚାୟତର ପାଶନା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ…
ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ପିଲାଙ୍କୁ ଫୁଟବଲ୍ ଖେଳ ସହ ଯୋଡାଯିବ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର (ସୁବ୍ରତ ପଟ୍ଟନାୟକ): ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ…
ଅମାୟିକ ବ୍ୟକ୍ତି ଙ୍କ ପରଲୋକ ରେ ଶ୍ରଦ୍ଧାଞ୍ଜଳି
ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ରାଇରଂଗପୁର ସହର ଅଧିନସ୍ଥ ଇଚିଣ୍ଡା ରେ ବାସ କରୁଥିବା ଅମାୟିକ ବ୍ୟକ୍ତି ପ୍ରଭାକର ଦାସ ଙ୍କର ଏକାଅଶି ବୟସରେ ପରଲୋକ ହୋଇଯାଇଛି ।ସେ ଜଣେ ଭଦ୍ର ଓ ନମ୍ର ସ୍ବଭାବର ବ୍ୟକ୍ତି ଥିଲେ ାକୌଣସି କାରଣ ବସତଃ…
ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା
ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୮ ନମ୍ବର ଓ୍ବାର୍ଡ ପୁରୁଣାଘାଟୀ ଗ୍ରାମରେ ବିଜୁ ଜନତା…