ସଞ୍ଜୀବ କୁମାର ମାଣ୍ଡୋଠିଆ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ
ଅନୁଗୋଳ: କ୍ୟାପଟେନ ଅଜୟ ସିଂହ ଯାଦବ ଅଖିଳ ଭାରତୀୟ କଂଗ୍ରେସ କମିଟିର ଓବିସି ବିଭାଗର ଅଧ୍ୟକ୍ଷ, ଓଡ଼ିଶା କଂଗ୍ରେସ କମିଟିର ଓବିସି ବିଭାଗର ରାଜ୍ୟ କର୍ମକର୍ତ୍ତା ମନୋନୀତ କରିଛନ୍ତି।ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ସଭାପତି ବିଜୟାନନ୍ଦ ଚାଉଳିଆ…
ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ କନ୍ଧକୋଇଲି, ପକ୍କା ରାସ୍ତା ଖଣ୍ଡେ ପାଇଁ ଗ୍ରାମବାସୀଙ୍କ ବାରମ୍ବାର ଦାବି
Angul News: ଅନୁଗୁଳ ବ୍ଲକର ଜଙ୍ଗଲ ଅଧୁ୍ୟଷିତ ମାଣିକଯୋଡି ପଞ୍ଚାୟତରୁ ସିଟିକୋଇଲି ଏବଂ କନ୍ଧକୋଇଲି ଦେଇ ଲେମ୍ବୁତଇଳା ପର୍ଯ୍ୟନ୍ତ ସବୁଦିନିଆ ପକ୍କାରାସ୍ତା ନିର୍ମାଣ ପାଇଁ ଆଦିବାସୀ ଅଧ୍ୟୁଷିତ ଉଭୟ ଗ୍ରାମ ପକ୍ଷରୁ ଦୀର୍ଘ ୭/୮ବର୍ଷ ଧରି ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଆସୁଥିଲେ…
Angul News: ଗାଁ ଗାଁ ବୁଲି ସବୁ ଲାଭର୍ଥୀଙ୍କୁ ଭେଟିବ ବିଜେପି: ଗୋଲଖ ମହାପାତ୍ର
Angul News: ତାଳଚେର: ବିଜେପିର ଢେଙ୍କାନାଳ ପାର୍ଲିଆମେଣ୍ଟର କୋର କମିଟି ବୈଠକ ବାରୁଆଁ ଠାରେ ଅନୁଷ୍ଠିତ ହୋଇଯାଇଛି।ପାର୍ଲ୍ୟାମେଣ୍ଟ ସଂଯୋଜକ ପ୍ରେମାନନ୍ଦ ଜେନା ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ବିଜେପି ରାଜ୍ୟ ଉପ ସଭାପତି ତଥା ପାର୍ଲ୍ୟାମେଣ୍ଟ ପ୍ରଭାରୀ ଗୋଲଖ ମହାପାତ୍ର…
ଅନୁଗୁଳରେ ଧର୍ମଘଟ ପ୍ରଭାବ: ଚାଷୀ, ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ସହରରେ ଶୋଭାଯାତ୍ରା
ଅନୁଗୁଳ: ଚାଷୀ ଉତ୍ପାଦିତ ଦ୍ରବ୍ୟଗୁଡିକରେ ଏମ୍.ଏସ୍.ପି.କୁ ଆଇନ୍ ସମ୍ମତ କରିବା, ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ବିଦୁ୍ୟତ୍ ଆଇନ୍-୨୦୨୩କୁ ବାତିଲ୍ କରିବା, ଶ୍ରମିକ ବିରୋଧୀ ·ରୋଟି ଶ୍ରମ କୋଡ୍ ବାତିଲ କରିବା, ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବା, ବେକାର ସସମ୍ୟା…
ଆଜି ବିଜେପି ଓ ବିଜେଡିର ବିବାହ ଅନୁଗୋଳ କଂଗ୍ରେସ୍ ଓବିସି ସେଲ ତରଫରୁ ସମ୍ପନ୍ନ
ଅନୁଗୋଳ: ଅନୁଗୋଳ ଆଜି ପବିତ୍ର ସରସ୍ଵତୀ ପୂଜା ଓ valentine’s day ଅବସରରେ ଅନୁଗୋଳ ଜିଲ୍ଲା ଓବିସି ସେଲ ପକ୍ଷ ରୁ ଦୁଇ ଦଳ ବିଜେଡି ଓ ବିଜେପି ଦଳ ର ବିଗତ ୨୪ ବର୍ଷ ହେଲା ରହିଥିବା ଗୁପ୍ତ ସଂପର୍କ…
ଅନୁଗୁଳ କାର୍ଯ୍ୟକାରୀ ଚକବନ୍ଦୀ ଉଚ୍ଛେଦ ନହେବା, ସରକାରଙ୍କୁ କଡା ଚେତାବନୀ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ୱ ଗ୍ରାମର ଚକବନ୍ଦୀ ରେକର୍ଡ ଉଚ୍ଛେଦ, ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଏବଂ ଚକପଟ୍ଟା ଉଚ୍ଛେଦ ପର୍ଯ୍ୟନ୍ତ ଜମି କିଣାବିକା ବନ୍ଦ ଦାବିରେ ·ଷୀ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟିର ବୈଠକ ସ୍ଥାନୀୟ ନବକୃଷ୍ଣ…
ପାଦରେ ଚାଲି ଅଯୋଧ୍ୟା ଯାଇଥିବା ଶୁଭମ ସାହୁଙ୍କୁ ତାଳଚେର ପହଂଚିବା ପରେ ଉତ୍ସର୍ଗୀକୃତ ସମ୍ବର୍ଦ୍ଧନା
ତାଳଚେର: ଅଯୋଧ୍ୟାରେ ଦୀର୍ଘ ୫୦୦ ବର୍ଷର ସଂଘର୍ଷ ପରେ ଶ୍ରୀରାମ ଜନ୍ମଭୂମୀ ରେ ପ୍ରଭୁ ଶ୍ରୀରାମ ଲାଲା ଙ୍କ ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି।ଏହାକୁ ନେଇ ସମଗ୍ର ଦେଶ ବିଦେଶରେ ସବୁଠି ଉତ୍ସବ ମୁଖର…
ଗ୍ରାମକୁ ଚାଲ ଅଭିଯାନ ଆରମ୍ଭ କରିବ ବିଜେପି
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଜ୍ୟ ଉପ ସଭାପତି ତଥା ମୁଖପାତ୍ର ଗୋଲଖ ମହାପାତ୍ର ଯୋଗଦେଇ ଅନୁଗୁଳ ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀ…
ଅନୁଗୋଳରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣଦୌଡ଼
ଅନୁଗୋଳ: କିଟ୍ ଓ କିସ୍ ପକ୍ଷରୁ ରବିବାର ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍ ଅନୁଗୋଳ ଜିଲ୍ଲା ସମେତ ଓଡ଼ିଶାର ୫୫ଟି ସ୍ଥାନରେ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ…
NTPC ତାଳଚେର ଥର୍ମାଲରେ ସାଧାରଣତନ୍ତ୍ର ଦିବସ ପାଳନ
ଅନୁଗୋଳ: ଆଜି ତାଳଚେର ଥର୍ମାଲ ଠାରେ 75ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, କାର୍ଯ୍ୟକାରୀ ନିର୍ଦେଶକ ଗୌତମ ଦେବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ…