Angul News: ୨୪ ବର୍ଷ ପରେ ଓଡ଼ିଶାରେ ହେବ ବିଜେପି ସରକାର – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ/ଢେଙ୍କାନାଳ: ବ୍ରହ୍ମପୁର ଓ ନବରଙ୍ଗପୁରର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବିଜେଡି ସରକାରକୁ ବଦଳାଇ ବିଜେପିକୁ ଥରେ ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ଓଡ଼ିଶାରେ ମୋଦୀ ଲହର ବୃଦ୍ଧି ପାଇଛି । ନରେନ୍ଦ୍ର ମୋଦୀଙ୍କ ଉପରେ ଓଡ଼ିଶାବାସୀଙ୍କ ଭରସା…
Angul News: ତାଳଚେରରେ ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ଙ୍କ ଜନ ସମ୍ପର୍କ ପଦଯାତ୍ରା
ତାଳଚେର: ମୋଦି ଗ୍ୟାରେଣ୍ଟି ଧର୍ମେନ୍ଦ୍ର ପ୍ରଧାନ ଆମ ସାଥିରେ ଅଛନ୍ତି ବିକଶିତ ଭାରତ ଓ ବିକଶିତ ତାଳଚେର ସଙ୍କଳ୍ପ ନେଇ ତାଳଚେର ରେ ବିଜେପି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ତାଳଚେର ଟାଉନ ହାଟତୋଟା ମାର୍କେଟ ରେ ଅନୁଷ୍ଠିତ ହୋଇଛି।ତାଳଚେର ବିଜେପିର…
Angul News: ଓଡ଼ିଶାର ସ୍ୱାଭିମାନ ପାଇଁ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଜରୁରୀ : କଂଗ୍ରେସ
Angul News: ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପ୍ରଶାନ୍ତି ହୋଟେଲଠାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ଅନୁଗୋଳ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…
Angul News: “ନିର୍ବାଚନ ଖର୍ଚ୍ଚ” ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ
Angul News ଅନୁଗୋଳ: ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ରେ, ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗ ଦ୍ଵାରା ନିଯୁକ୍ତ ପାଇଥିବା “ନିର୍ବାଚନ ଖର୍ଚ୍ଚ” ପର୍ଯ୍ୟବେକ୍ଷକ ଶ୍ରୀ ଗଙ୍ଗା ଶିବାୟାଙ୍କ ଅଧ୍ୟକ୍ଷତା ରେ…
Angul News: ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା – ଧର୍ମେନ୍ଦ୍ର ପ୍ରଧାନ
Angul News: ଆଠମଲ୍ଲିକ: ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ବିଜେପି ସରକାର ହେବ । ଓଡ଼ିଶାରେ ସର୍ବାଧିକ ସିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଯିବ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ…
ବଅଁରପାଳରେ ବିଜେଡିର ଆଶୀର୍ବାଦ ସମାବେଶ, ଯୋଡ଼ିଶଙ୍ଖରେ ଭୋଟ ପାଇଁ ନିବେଦନ
Angul News ଅନୁଗୁଳ : ସାଧାରଣ ନିର୍ବାଚନ ପୂର୍ବରୁ ବଅଁରପାଳ ବ୍ଲକ୍ ସନ୍ତ୍ରୀ ପଡ଼ିଆରେ ଆଶୀର୍ବାଦ ସମାବେଶ କରି ଭୋଟଭିକ୍ଷା କରିଛି ବିଜେଡି। ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ ଲୋକଙ୍କ ସହଯୋଗ…
ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି, ମୁଖ୍ୟମନ୍ତ୍ରୀ ଏହାର ଶ୍ୱେତପତ୍ର ପ୍ରକାଶ କରିବେ କି : ଧର୍ମେନ୍ଦ୍ର ପ୍ରଧାନ
Angul News ଆଠମଲ୍ଲିକ: ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ନିର୍ବାଚନ ପ୍ରଚାର କରୁଛନ୍ତି । ତେବେ ବିଗତ ବର୍ଷ ମାନଙ୍କରେ ହିଞ୍ଜିଳିରୁ କେତେ ଜଣ ଲୋକମାନେ ଦାଦନ ଯାଇଛନ୍ତି, ସେ ସମ୍ପର୍କରେ ସାମାଜିକ ସଂଗଠନର ଦାବି କ୍ରମେ ଶ୍ୱେତପତ୍ର ପ୍ରକାଶ କରିବେ କି ବୋଲି…
Angul News: ତାଳଚେରରେ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ Dharmendra Pradhan
Angul News: ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହୋଇ ମା’ଙ୍କ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ମା’…
ଆଠମଲ୍ଲିକ ବିଜେପିରେ ବିଧାୟକ ରମେଶ ସାଏଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ
ଆଠମଲ୍ଲିକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଠମଲ୍ଲିକର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର ଉପରେ ବିଚାରବିମର୍ଶ କରିବା ସହ ଆୟୋଜିତ ମଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।…
ଏକବିଂଶ ଶତାବ୍ଦୀର ଆଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ: ଅମୃତ ଭାରତ ଷ୍ଟେସନ୍ ଗୁଡ଼ିକ ଆତ୍ମନିର୍ଭର ଭାରତର ନୂଆ ପରିଚୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆଜି ଓଡ଼ିଶା ସମେତ ଦେଶର ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଏକବିଂଶ…