Sunabesa: ଶ୍ରୀଜିୟୁଙ୍କ ସୁନାବେଶ, ଦେଖନ୍ତୁ ସିଧାପ୍ରସାରଣ

Suna Besa live: ଆଜି ମହାପ୍ରଭୁଙ୍କ ହେବ ସୁନାବେଶ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ମହଣ ମହଣ ସୁନାରେ ସଜେଇ ହେବେ ଦାରୁଦିଅଁ । ଚାରିଆଡୁ ଛୁଟିଲେଣି ଶ୍ରଦ୍ଧାଳୁ ଓ ଭକ୍ତ । ଜନସମୁଦ୍ର ପାଲଟିବ ବଡ଼ ଦାଣ୍ଡ ।…

Angul News: ରକ୍ତ ଦେବା ଆଳରେ ଟଙ୍କା ହଡ଼ପ

Angul News: ଅନୁଗୁଳ : ରକ୍ତ ପାଇଁ ଟଙ୍କା ଦେବା ପରେ ଠକେଇ ର ଶିକାର ହୋଇଛନ୍ତି ଯୁବତୀ। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାର ଠାରେ ଘଟିଛି ଏଭଳି ଏକ ଘଟଣା। ଜିଲ୍ଲାର ପାଳଲହଡା ବ୍ଲକ ଓଡଶ…

ସାମୁହିକ ବ୍ରତୋପୟନ ଅନୁଷ୍ଠିତ

Angul News: ଅନୁଗୁଳ ବନ୍ତଳା ସ୍ଥିତ ଶ୍ରୀ ରାମ ମନ୍ଦିର ଠାରେ ଅନୁଷ୍ଠିତ ହେଲା ନିଶୁକ୍ଳ ସାମୁହିକ ବ୍ରତପୋୟନ । ଯେଉଁଥିରେ ପ୍ରାୟ ୧୧ଯଣ ଙ୍କର ସାମୁହିକ ବ୍ରତପୋୟନ କାର୍ଯ୍ୟ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଙ୍କ ସୂଚନା ଅନୁଯାୟୀ…

ସୁନାବେଶ ଓ ଅଧରପଣା ପାଇଁ ସ୍ୱତନ୍ତ୍ର ଟ୍ରେନ୍

Angul News: ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ଏବଂ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-2024 ସମୟରେ ପୁରୀକୁ ଚଳାଚଳ କରୁଥିବା ନିୟମିତ ଟ୍ରେନରେ ଯାତ୍ରୀଭିଡ଼କୁ ଏଡ଼ାଇବା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ପଡୋଶୀ ରାଜ୍ୟ ମାନଙ୍କରୁ ପୁରୀ କୁ…

Angul News: ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ଅସ୍ମିତା ସହ ହିନ୍ଦୁ ଆସ୍ଥାକୁ ସମ୍ମାନ ମିଳିଛି – ଧର୍ମେନ୍ଦ୍ର ପ୍ରଧାନ

Angul News: ଭୁବନେଶ୍ୱର: ଦୀର୍ଘ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ…

Talcher Medical: ତାଳଚେର ମେଡ଼ିକାଲ କଲେଜ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହ କାଳନ୍ଦି ସାମଲ ଙ୍କ ଆଲୋଚନା

Talcher Medical: ତାଳଚେର: ତାଳଚେର ମେଡ଼ିକାଲ କଲେଜ ସମ୍ପର୍କରେ ବରିଷ୍ଠ ବିଜେପି ନେତା ତଥା ଏନଏସଆଇସି ଡ଼ାଇରେକ୍ଟର କାଳନ୍ଦି ସାମଲ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ଙ୍କୁ ଭୁବନେଶ୍ୱର ରେ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି।ତାଳଚେର…

Angul News: ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବା ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

Angul News: ନୂଆଦିଲ୍ଲୀ/ଭୁବନେଶ୍ୱର: ଜରୁରୀକାଳୀନ ପରିସ୍ଥିତିର କଷ୍ଟକୁ ସହ୍ୟ କରିଥିବା ଲୋକଙ୍କୁ ସ୍ମରଣ କରିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନଃପ୍ରତିଷ୍ଠା କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବା ପାଇଁ ଭାରତ ସରକାର…

Angul News ବଢିଲା ସର୍ବନିମ୍ନ ମଜୁରୀ

Angul News: ବୁଧବାର ରାଜ୍ୟ କ୍ୟାବିନେଟର ବୈଠକରେ ୫ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସର୍ବନିମ୍ନ ମଜୁରୀ ଅଣକୁଶଳୀ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି, କୁଶଳୀ ମଜୁରୀ ୩୯୨ରୁ ୫୦୦ ଟଙ୍କାକୁ ବୃଦ୍ଧି ଏବଂ ଉଚ୍ଚ କୁଶଳୀ ୫୦୨ରୁ ୬୦୦ଟଙ୍କାକୁ…

PM Shree : ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍

Angul Khabar: ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ କ୍ରିୟାନ୍ୱୟନ ପାଇଁ ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଓଡ଼ିଶା ରାଜ୍ୟ ମଧ୍ୟରେ ଏକ…