Angul News ବିଦ୍ୟାଳୟ ସମୂହ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚୟନ ଶିବିର
Angul News ଅନୁଗୁଳ: ଆଜି ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଚୟନ ଶିବିର, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,କୁରୁଡୋଲ ,ଅନୁଗୋଳ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଶିବିର ରେ ୮ ଟି ବ୍ଲକ୍ ର ୧୨୦ ଜଣ କ୍ରୀଡାବିତ୍ ଯୋଗ ଦେଇଥିବାବେଳେ…
Angul Khabar ଚାଲାଣ ସମୟରେ ଗୋରୁ ବୋଝେଇ ଗାଡି ଧରିଲେ ଲୋକେ
Angul Khabar ଅନୁଗୋଳ ଜିଲ୍ଲା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଛକ ନିକଟରେ ଗୋରୁ ବୋଝେଇ ଗାଡି ଧରିଲେ ସ୍ଥାନୀୟ ଲୋକେ। ସୂଚନା ଯେ, ଆଜି ସକାଳ ୫ ଟା ସମୟରେ ମହୀଧରପୁର ଛକ ଠାରେ ଏକ ଆଇଚର WB 29…
ଥର୍ମାଲ ହାଟକୁ ନ ଉଠାଇବା ପାଇଁ ଦାବୀ କଲେ ସନ୍ଥପଡା ସରପଞ୍ଚ
Angul News: ତାଳଚେର: ତାଳଚେର ଥର୍ମାଲ ଠାରେ ସପ୍ତାହ ରେ ଦୁଇଦିନ ପ୍ରତି ସୋମବାର ଓ ଗୁରୁବାର ହାଟ ବସିଥାଏ |ଦୀର୍ଘ 50 ବର୍ଷରୁ ଉର୍ଦ୍ଧ ସମୟ ଧରି ଉକ୍ତ ସ୍ଥାନରେ ହାଟ ହୋଇ ଆସୁଅଛି |ତାଳଚେର, ପରଜଙ୍ଗ ଓ ବନରପାଳ…
ଅନୁଗୋଳର ବିଶିଷ୍ଟ ବ୍ୟବସାୟୀ ଶଙ୍କରାଚାର୍ଯ୍ୟ ପ୍ରଧାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
Angul News: ଅନୁଗୋଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳର ବିଶିଷ୍ଟ ବ୍ୟବସାୟୀ ଓ ସମାଜସେବୀ ଶଙ୍କରାଚାର୍ଯ୍ୟ ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ ଅନୁଗୋଳର ବିଶିଷ୍ଟ ବ୍ୟବସାୟୀ ଓ…
ଅନୁଗୋଳର ବିଶିଷ୍ଟ ବ୍ୟବସାୟୀ ଶଙ୍କରାଚାର୍ଯ୍ୟ ପ୍ରଧାନଙ୍କ ଦେହାନ୍ତ
Angul News: ଅନୁଗୋଳ: ଅନୁଗୋଳ ର ବିଶିଷ୍ଟ ବ୍ୟବସାୟୀ ତଥା ଜଣାଶୁଣା ହୋଟେଲ ଶାନ୍ତିର ପରିଚାଳନା ନିର୍ଦ୍ଦେଶକ ଶଙ୍କରାଚାର୍ଯ୍ୟ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ ସେ କିଡ଼ନି ଜନିତ…
Angul News: ବହ୍ଲର ବଙ୍ଗୁ ପଂଚାୟତ ରାସ୍ତା କାର୍ଯ୍ୟ ତୁରନ୍ତ କରିବାକୁ ସାଂସଦ ରୁଦ୍ର ପାଣିଙ୍କ ନିର୍ଦେଶ
Angul News: ତାଳଚେର: ତାଳଚେର ବ୍ଲକ ରେ ପଂଚାୟତ ମାନଙ୍କରେ ରାସ୍ତା ସମ୍ପୂର୍ଣ ବିପର୍ଯ୍ୟୟ ହୋଇ ପଡିଛି |ବାରମ୍ବାର ଦାବୀ ଆପତ୍ତି କରିବା ସତ୍ୱେ ଶୁଣିବାକୁ କେହି ନାହିଁ। ଶନିବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଅଚାନକ ତାଳଚେର ବହ୍ଲର…
ଦୀର୍ଘ ୫ ଘଣ୍ଟା ପରେ ସାପୁଆ କେନାଲରୁ ଉଦ୍ଧାର ହେଲେ ମାଆ ଓ ଛୁଆ ହାତୀ
Angul News: ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ଲହଡ଼ା ଠାରେ ସାପୁଆର ମୁଖ୍ୟ କେନାଲରେ ଗତ ରାତିରୁ ଫଶିଥିଲେ ମା ଓ ଛୁଆ ହାତୀ। ଦୀର୍ଘ 5 ଘଣ୍ଟା ପରେ ଜେସିବି ମେସିନ ଓ ବନ ବିଭାଗ କର୍ମଚାରୀଙ୍କ ଉଭୟ…
ଆନ୍ତର୍ଜାତୀୟ ପର୍ବତାରୋହୀ ବିଭାରାଣୀ ଙ୍କୁ ଦ୍ରୋଣାଚାର୍ଯ୍ୟ ଶାରୀରିକ ତାଲିମ ଶିବିର, ତାଳଚେର ତରଫରୁ ସ୍ଵାଗତ ସମାରୋହ
Talcher News: ଅନୁଗୋଳ: ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଏ ମାଟିର ଗର୍ବ ଗୌରବ ବିଭାରାଣୀ ପାତ୍ର ଙ୍କୁ DPA, Talcher ତରଫ ରୁ DPA ର ସଂସ୍ଥାପକ ତଥା ନିର୍ଦ୍ଦେଶକ ଭାରତୀୟ ସ୍ଥଳ ସେନାର ଅବସର ପ୍ରାପ୍ତ ସୈନିକ ପଙ୍କଜ…
Weather Updates: ଘନିଭୂତ ହେଲା ଲଘୁଚାପ, ୩ ଦିନ ପ୍ରବଳ ବର୍ଷା
Weather Updates: ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ-ସଂଲଗ୍ନ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଆନ୍ଧ୍ରପ୍ରଦେଶ…
ଜିଲ୍ଲାରେ ସଂପୂର୍ଣ୍ଣ ମଦମୁକ୍ତ ଦାବିରେ ଗଣଧାରଣା
Angul News: ସାରା ଓଡିଶାରେ ମଦ ବିରୋଧରେ ସଂଗ୍ରାମ କରୁଥିବା ମିଳିତ ଓଡିଶା ନିଶାନିବାରଣ ଅଭିଯାନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ତଥା ରାଜ୍ୟକୁ ମଦମୁକ୍ତ ଦାବୀରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ସରକାର…