Angul News: ତାଳଚେରରେ ହେବ ଓଡିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ, ଯୋଗ ଦେବେ ଜଗତଗୁରୁ ପୂଜ୍ଯ ଶଙ୍କରାଚାର୍ଯ୍ୟ
Angul News: ଅନୁଗୁଳ ଆସନ୍ତା ଜାନୁଆରୀ ରେ ଓଡିଶା ପ୍ରଥମ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନ ଓଡିଶା ର ମଧ୍ଯ ବିଭାଗ ର ତାଳଚେର ରେ ଅନୁଷ୍ଠିତ ହେବା କୁ ଯାଉ ଅଛି.|ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ…
Angul News: ବାର୍ଷିକ କ୍ରୀଡା ସମାରୋହ – ୨୦୨୪
Angul News: ତାଳଚେର : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଦେଉଳବେଡ଼ା କୋଲିୟରୀର ୩୧ତମ ଖେଳକୁଦ ସମାରୋହ ଗ୍ରୀନଗ୍ରାସ୍ ଷ୍ଟାଡିୟମ ଦେଉଳବେଡ଼ା କୋଲିୟରୀଠାରେ ଗୁରୁବାର ଦିନ ଉଦଘାଟନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର…
Angul News: ବୁଥ, ମଣ୍ଡଳ ଓ ଜିଲ୍ଲା ରେ ନିର୍ବାଚନ ପାଇଁ ବିଜେପି ର ସଂଗଠନ ପର୍ବ କର୍ମଶାଳା
Angul News: ଅନୁଗୁଳ : ଦେବ ଦୁର୍ଲଭ କାର୍ଯ୍ୟକର୍ତାଙ୍କ ତ୍ୟାଗ ତପସ୍ୟା ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସରକାର ଗଠନ ହୋଇପାରିଛି। ବିକଶିତ ଓଡିଶା ବିକଶିତ ଭାରତ ଗଠନରେ ସଂଗଠନର ପ୍ରମୁଖ ଦାୟିତ୍ୱ ରହିଛି ବୋଲି ଅନୁଗୁଳ ଜିଲ୍ଲା ନିର୍ବାଚନ ଦାୟିତ୍ୱରେ…
Angul News:ଅନୁଗୋଳ ଜିଲ୍ଲା ଧାନ କିଣା ପାଇଁ BJP କୃଷକ ମୋର୍ଚା ତରଫରୁ ଅଭିଯାନ କର୍ମଶାଳା
Angul News:ଅନୁଗୁଳ ଜିଲ୍ଲା ରେ ଖରିଫ୍ ଧାନ ସଂଗ୍ରହ କିଣା କାରବାର ଜାନୁଆରୀ ୫ ତାରିଖ ଠାରୁ ଆରମ୍ଭ ହେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଧାନମଣ୍ଡୀ ଓ ଧାନ କିଣା କାରବାରରେ ବ୍ୟାପକ ସୂଛତା ର ସହିତ କରିବା ପାଇଁ…
Angul News: ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ ତଥା ଅନ୍ୟାନ୍ୟ ଶିକ୍ଷା ସମସ୍ୟା ସମାଧାନ ଦାବିରେ ଦିଲ୍ଲୀଠାରେ ଏଆଇଡିଏସଓ ର ଦଶମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ ଉଦଯାପିତ
Angul News: ଏଆଇଡିଏସଓ ପକ୍ଷରୁ ନଭେମ୍ବର ୨୭ ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମ୍ ରେ ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ ତଥା ଅନ୍ୟାନ୍ୟ ଶିକ୍ଷା ସମସ୍ୟା ସମାଧାନ ଦାବିରେ ଦଶମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି…
Angul News: ଓପି ଜିନ୍ଦଲସ୍କୁଲର ବାର୍ଷିକ ପ୍ରଦର୍ଶନୀ “ଏକ୍ସପ୍ଲୋରେଟୋରିୟମ୍” ଆୟୋଜିତ
Angul News: ଅନୁଗୁଳ: ଓ.ପି ଜିନ୍ଦଲ ସ୍କୁଲ ପରିସରରେ ବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ, “ଏକ୍ସପ୍ଲୋରେଟୋରିୟମ୍” ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ସାହିତ୍ୟ, ସାମାଜିକ ବିଜ୍ଞାନ ଭଳି ବିଷୟ ସମେତ କଳା, କ୍ରୀଡା, ରଙ୍ଗୋଲି ଏବଂ ବୃତ୍ତି ପରାମର୍ଶ ଆଦିରେ…
Angul News: ଶିଶୁ ସୁରକ୍ଷା ଉପରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରଶଂସନୀୟ ପଦକ୍ଷେପ
Angul News: ବିଶ୍ୱ ଯୁବ କେନ୍ଦ୍ର ଏକ ସ୍ୱେଚ୍ଛା ସେଵୀ ଅନୁଷ୍ଠାନ ଯାହା ନଭେମ୍ବର 2020 ମସିହା ଠାରୁ ଶିଶୁ ସୁରକ୍ଷା ଉପରେ ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ଅଛି | ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ…
Angul News: ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନୂଆ ଉଚ୍ଚତାକୁ ଯିବ : ଧର୍ମେନ୍ଦ୍ର ପ୍ରଧାନ
Angul News: ଭୁବନେଶ୍ୱର: ଦେଶର ବିଶସ୍ୱନୀୟ ଜନନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଓଡିଆ ଲୋକଙ୍କ ଭଲ ପାଇବା ପାଇଁ ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନୂଆ ଉଚ୍ଚତାକୁ ଯିବ…
Angul News: ପୁଷ୍ଟିହୀନତା ଦୂର ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସାତକୋଶିଆ-ଟିକରପଡା ଅଂଚଳରେ ସ୍ନେହ ପ୍ରକଳ୍ପ ଆରମ୍ଭ
Angul News: ଅନୁଗୁଳ: ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଅଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲା ଟିକରପଡା ଅଞ୍ଚଳର ଧଉରାଗୋଠ ଗାଁରେ ସ୍ନେହ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସାତକୋଶିଆ ବନ୍ୟଜନ୍ତୁ ଡିଏଫ୍ଓ…
Angul News: ଅନୁଗୋଳରେ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ତେଜ ୱାରିୟର୍ସ ମୁଷାପାପୁଲି
Angul News: ଅନୁଗୋଳ ଖବର: ସ୍ଥାନୀୟ କଦମ ପଡିଆ ଠାରେ ଅଷ୍ଟମ ମର୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତେଜ ୱାରିଅରସ ମୁଷାପାପୁଲି ଅନୁଗୋଳ ଓ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ସହିତ ଅନୁଷ୍ଠିତ ହୋଇ ଥିଲା।…