Spread the love

ଅନୁଗୋଳ: ବିଜେଡ଼ି ଛାଡ଼ିଲେ ଆଠମଲ୍ଲିକ ବ୍ଲକ ଅଙ୍ଗପଡ଼ା ସରପଞ୍ଚ ତଥା ଜିଲା ଯୁବ ବିଜେଡ଼ି ଉପସଭପତି ଜିତେନ୍ଦ୍ର ସାହୁ ବିଜେଡିରୁ ଦେଲେ ଇସ୍ତଫା। ଦିନକୁ ଦିନ ବିଜେଡି ପରିବାର ବାଦ, ପୁଞ୍ଜିବାଦ ଓ ଅନଭିଜ୍ଞ ଙ୍କ ହାତ କୁ ଯାଉଥିବାରୁ ଜିତେନ୍ଦ୍ର ଇସ୍ତଫା ଦେଇଥିବା ନେଇ ବିଜେଡି ରାଜ୍ୟ ସଭାପତି ଙ୍କୁ ମେଲ ଯୋଗେ କଲେ ଅବଗତ। 

Leave a Reply

Your email address will not be published. Required fields are marked *