Spread the love

ଅନୁଗୋଳ: ବହୁ ଚର୍ଚ୍ଚିତ ଅନୁଗୁଳ ଜିଲା କିଶୋରନଗର ବ୍ଲକ ର ବିଡ଼ିଓ ସ୍ୱରୂପାନନ୍ଦ ସାହୁ ଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ପକ୍ଷରୁ କାର୍ଯ୍ୟନୁଷ୍ଟାନ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ରେ ଶ୍ରୀ ସାହୁ ଙ୍କୁ କୌଣସି ଦାଇତ୍ୱ ନ ଦେବା ନେଇ ରାଜ୍ୟ ନିର୍ବାଚନ କମିଶନ ଙ୍କ ପକ୍ଷରୁ ଅନୁଗୁଳ ଜିଲାପାଳ ସିଦ୍ଧାର୍ଥ ସଙ୍କର ସ୍ୱାଇଁ ଙ୍କୁ ଏହି ମର୍ମରେ ନିର୍ଦେଶ ଦେଇଛନ୍ତି କମିଶନ । ଏ ନେଇ ଚିଠି ହସ୍ତଗତ ହୋଇଥିବା ନେଇ ଜିଲାପାଳ ସିଧାର୍ତ୍ତ ଶଙ୍କର ସ୍ୱାଇଁ ହୁଆଟ ସାପ ମେସଯ ଜରିଆରେ ଅବଗତ କରାଇଛନ୍ତି । ସୂଚନା ଅନୁଯାୟୀ ବିଜେପି କିଶୋରନଗର ବ୍ଲକର ୩ଟି ଯାକ ଜିଲ୍ଲା ପରିଷଦ ଯୋନ ପୂର୍ବରୁ ବିଜେପି ଦଖଲ କରିଥିବାରୁ ଏ ନେଇ ଜିଲାପାଳ ଚିନ୍ତିତ ଥିବା ଓ ଆପଣମାନେ ଯୁଦ୍ଧ କରନ୍ତୁ ଆମେଆପଣ ମାନଙ୍କୁ ଅସ୍ତ୍ର ଯୋଗାଇ ବୁ କହି ବିବାଦୀୟ ହୋଇ ପଡ଼ିଥିଲେ ବିଡ଼ିଓ ସ୍ୱରୂପାନନ୍ଦ ସାହୁ । ଯାହାର ଏକ ଅଡିଓ କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିଲା ।

Leave a Reply

Your email address will not be published. Required fields are marked *