Category: ଦେଶ ବିଦେଶ

କୋଭିଡ୍‌-୧୯ ସଂକ୍ରାନ୍ତ ବିପଜ୍ଜନକ ଓ ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓ ହଟାଇଲା ‘ୟୁଟ୍ୟୁବ୍‌’

ନୂଆଦିଲ୍ଲୀ: ସୁସ୍ଥ ହେବା ପାଇଁ ମିଥ୍ୟା ଔଷଧ କିଂବା ମିଥ୍ୟା ଭୟ ପ୍ରଚାର ଭଳି କୋଭିଡ୍‌-୧୯ ସମ୍ବନ୍ଧୀୟ ବିପଜ୍ଜନକ ତଥା ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓକୁ ‘ଗୁଗଲ୍‌’ ମାଲିକାନାରେ ଥିବା ‘ୟୁଟ୍ୟୁବ୍‌’ ହଟାଇ ଦେଇଛି। ‘ୟୁଟ୍ୟୁବ୍‌’ର ଚିଫ୍ ପ୍ରଡକ୍ଟ୍‌…

୧୦୦ ବିଲିୟନ ଡଲାର ବଜାର ପୁଞ୍ଜି ହାସଲ କରିବାରେ ଇନଫୋସିସ୍ ଦେଶର ୪ର୍ଥ କମ୍ପାନିରେ ପରିଣତ ହେଲା

ମୁମ୍ବାଇ : ଭାରତର ୨ୟ ବୃହତ୍ତମ ସଫ୍ଟଓ୍ବାର କମ୍ପାନି ଇନଫୋସିସ୍ ଆଉ ଏକ ମହତ୍ବପୂର୍ଣ୍ଣ ସଫଳତା ହାସଲ କରିଛି । କମ୍ପାନିର ବଜାର ପୁଞ୍ଜି ବା ମାର୍କେଟ୍ କ୍ୟାପିଟାଲାଇଜେସନ (ଏମ-କ୍ୟାପ୍) ୧୦୦ ବିଲିୟନ ଡଲାର ଟପିଯାଇଛି । ଏହି ସଫଳତା ହାସଲ…

ବୁଝାମଣା ପାଇଁ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଲେ ତାଲିବାନ୍‌ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବୁଝାମଣା ପାଇଁ ୪୦ ସଦସ୍ୟବିଶିଷ୍ଟ ତାଲିବାନ୍‌ ପ୍ରତିନିଧି ଦଳ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଥିଲେ, କିନ୍ତୁ ଉକ୍ତ ଆଲୋଚନାର ଫଳାଫଳ ଅସ୍ପଷ୍ଟ ରହିଛି। ତାଲିବାନ୍-ବିରୋଧୀ ଦଳ ଟୁଇଟ୍‌ କରିଛନ୍ତି, ଦୁଇଟି ଉପାୟ ଅଛି। ସେମାନେ ଖୋରସାନ୍‌ ଜନତାଙ୍କ ନୈତିକତା ଗ୍ରହଣ…

ଆଜିଠୁ ପାରା ଅଲିମ୍ପିକ୍ସ; ୯ଟି କ୍ରୀଡାରେ ଭାରତର ୫୪ ଆଥଲେଟ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି । ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ…

ଅଶାନ୍ତ ଆଫଗାନିସ୍ତାନ: ପଞ୍ଜଶିର ପ୍ରଦେଶରେ ପଶିପାରୁନାହିଁ ତାଲିବାନ୍‌

କାବୁଲ୍‌: ଆଫଗାନିସ୍ତାନ ପଞ୍ଜଶିର ପ୍ରଦେଶର ବଘଲନରେ ତାଲିବାନ ବିରୋଧୀରେ ଶକ୍ତି ପ୍ରଦର୍ଶନ କରାଯାଇଛି। ନର୍ଦର୍ଣ୍ଣ ଆଲାଏନ୍ସକୁ ବଡ଼ ସଫଳତା ମିଳିଛି। ପ୍ରଦେଶର ସାଲେ ଓ ବାନୁ ଅଞ୍ଚଳରେ ପ୍ରବେଶ କରି କବଜା କରିଥିବା ଶତାଧିକ ତାଲିବାନୀ ସୈନଙ୍କୁ ହତ୍ୟା କରିଛି ନର୍ଦର୍ଣ୍ଣ…

ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କଲା ତାଲିବାନ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରରୁ ହଜାର ହଜାର ଲୋକଙ୍କୁ ଖାଲି କରିବା ସମୟରେ ଯେଉଁ ଅରାଜକ ସ୍ଥିତି ଉପୁଜିଛି ସେଥିପାଇଁ ତାଲିବାନ ଆମେରିକାକୁ ଦାୟୀ କରିଛି। ତାଲିବାନ ଅଫିସର୍‌ ଅମିର ଖାନ୍‌ ମୁତାକି କହିଛନ୍ତି, ଆମେରିକା ଏହାର…

ପତ୍ନୀ ହେବ ତ ଏହିପରି : ସ୍ୱାମୀ ନିର୍ବାଚନରେ ​​ଜିତିଲା ପରେ ପତ୍ନୀ ଏତେ ଖୁସି ହୋଇ ସ୍ୱାମୀଙ୍କୁ ନିଜ କାନ୍ଧରେ ଉଠାଇନେଲେ ! ଦେଖନ୍ତୁ ତା’ପରେ କ’ଣ ହେଲା…

ପତ୍ନୀ ପାଇଁ ତାର ସ୍ୱାମୀ ହିଁ ସବୁକିଛି । ଯେତେବେଳେ ସ୍ୱାମୀ ଦୁଃଖୀ ଥାଏ, ପତ୍ନୀ ମଧ୍ୟ ଦୁଃଖୀ ହୋଇଥାଏ । ଯେତେବେଳେ ସ୍ୱାମୀ ଖୁସି ହୋଇଥାନ୍ତି, ପତ୍ନୀଙ୍କର ମୁହଁରେ ହସ ମଧ୍ୟ ରହିଥାଏ । ସେହିଭଳି, ଯଦି ସ୍ୱାମୀ ଜୀବନରେ…

କଳା ଧନ ବିରୋଧରେ ସରକାରଙ୍କ ବଡ଼ କାଯ୍ୟ, ବର୍ତ୍ତମାନ ଆପଣ ମଧ୍ୟ ଏହିପରି ଅଭିଯୋଗ ଦାଖଲ କରିପାରିବେ ।

ବିଦେଶରେ ରଖାଯାଇଥିବା କଳା ଧନ, ବେନାମୀ ସମ୍ପତ୍ତି ରଖିଥିବା ମାଲିକ ଏବଂ ଟିକସ୍ ଚୋରି କରିଥିବା ମାଲିକମାନଙ୍କ ବିରୋଧରେ କେନ୍ଦ୍ର ସରକାର କ’ଣ ଏବଂ କିପରି ପଦକ୍ଷେପ ନେଉଛନ୍ତି ଏବେ ଆପଣ ମଧ୍ୟ ଏହାକୁ ଦେଖିପାରିବେ । ଏହିପରି ଲୋକମାନଙ୍କ ବିରୁଦ୍ଧରେ…

ଗର୍ଭବତୀ ହେବାର ୧୧ଦିନ ପରେ ମହିଳା ଜଣକ ଜନ୍ମ ଦେଲେ ଏକ ଶିଶୁ କନ୍ୟା । ବର୍ତ୍ତମାନ ମାଆ ଏବଂ ପିଲା ଉଭୟଙ୍କ ଅବସ୍ଥା ସଂପୂର୍ଣ୍ଣ ସୁସ୍ଥ…

ଏହି ଦୁନିଆରେ ଶିଶୁର ଜନ୍ମ ୯ମାସରେ ହୋଇଥାଏ । ତଥାପି ଏପରି କିଛି ଘଟଣା ମଧ୍ୟ ଦେଖିବାକୁ ମିଳିଯାଏ, ଯେଉଁଠାରେ ଶିଶୁଟି ସାତ ବା ଆଠମାସରେ ମଧ୍ୟ ଜନ୍ମ ହୋଇଯାଏ । କିନ୍ତୁ କ’ଣ ଆପଣ ୧୧ଦିନ ଭିତରେ ଶିଶୁ ଜନ୍ମର…

ଏହି ୧୧ଜଣ ବୋହୂ ନିଜ ଶାଶୂଙ୍କୁ ଦେବୀ ଭଳି ମାନନ୍ତି ! ଏବଂ ତାଙ୍କ ପ୍ରତିମା ବନେଇ ପ୍ରତିଦିନ ପୂଜା କରନ୍ତି…

ପରିବାରରେ ଶାଶୂ ବୋହୂ ମଧ୍ୟରେ ତର୍କବିତର୍କ କିଛି ନୂଆ କଥା ନୁହେଁ । କିନ୍ତୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଶାଶୂଙ୍କ ମୃତ୍ୟୁ ପରେ ବୋହୂମାନେ ଶାଶୁଙ୍କ ଏକ ପ୍ରତିମା ତିଆରି କରି ପ୍ରତିଦିନ ପୂଜା କରନ୍ତି ଏବଂ…