Category: ଦେଶ ବିଦେଶ

Farmer Protest: ବର୍ଷକର କ୍ଷତି ଭରିବ କିଏ ?

Farmer Protest: ନୂଆଦିଲ୍ଲୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସହିତ ଗୁରୁ ନାନକ ଜୟନ୍ତୀ ମଧ୍ୟ । ତେବେ ଆଜି ଭଳି ଏହି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।…

ପାନଛେପ ପକାଇ ୪୮ ହଜାର କୋଟି ଖାଇଗଲେ ଯାତ୍ରୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ସବୁଠାରୁ ବଡ଼ ରେଳ ନେଟଓ୍ୱାର୍କ ହେଉଛି ଭାରତୀୟ ରେଳ। ସମଗ୍ର ଦେଶରେ ପ୍ରାୟ ୧,୧୫,୦୦୦ କିଲୋମିଟର ରାସ୍ତା ଅତିକ୍ରମ କରେ ଭାରତୀୟ ରେଳ । ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀମାନେ ଏହି ରେଳ ଉପରେ ନିର୍ଭର କରିଥାନ୍ତି। ଯାତ୍ରାକୁ…

ଏହି ରାଜ୍ୟରେ ଶହେ ତଳକୁ ଖସିଲା ତୈଳଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି ଏବଂ ହିମାଚଳ ସରକାର ଭାଟ୍ ହ୍ରାସ କରିଛନ୍ତି। ଦିୱାଲୀ ଅବସରରେ ସିଏମ୍ ଜୟରାମ ଠାକୁର ଟୁଇଟ୍ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର…

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି; ଜଳାଶୟର ୫୦ ମିଟର ପରିଧି ଭିତରେ ହୋଇ ପାରିବ ନାହିଁ ପେଟ୍ରୋଲ ପମ୍ପ୍‌

ନୂଆଦିଲ୍ଲୀ: କୌଣସି ଜଳାଶୟର ୫୦ ମିଟର ପରିଧି ମଧ୍ୟରେ ଏବେ ଆଉ ପେଟ୍ରୋଲ ପମ୍ପ୍‌ ହୋଇ ପାରିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଦେଶ ଜାରି କରିଛି। ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉପରୋକ୍ତ ସଂଶୋଧନ କରାଯାଇଛି।…

କାବୁଲ୍ ବିମାନ ବନ୍ଦର ଛାଡ଼ିବା ଆଗରୁ ଅନେକ ବିମାନ ଓ ଯୁଦ୍ଧଯାନକୁ ଅକାମିକା କରି ଦେଇଛି ଆମେରିକା ସେନା

ୱାସିଂଟନ୍‌: ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ସେନା କାବୁଲ୍ ବିମାନ ବନ୍ଦରରେ ଅନେକ ବିମାନ ଓ ଯୁଦ୍ଧଯାନ ତଥା ଗୋଟାଏ ‘ହାଇ-ଟେକ୍‌ ରକେଟ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’କୁ ଅକାମିକା କରିଦେଇଥିବା କଥା ଜଣେ ଆମେରିକୀୟ ଜେନେରାଲ୍‌ କହିଛନ୍ତି। ‘ସେଣ୍ଟ୍ରାଲ୍‌ କମାଣ୍ଡ୍‌’ର ମୁଖ୍ୟ…

୩୩ ହଜାର ଫୁଟ ଉଚ୍ଚରେ ଜନ୍ମ ହେଲା ଶିଶୁ କନ୍ୟା, ଏୟାରହୋଷ୍ଟେସ୍‌ କରାଇଲେ ପ୍ରସବ

ନୂଆଦିଲ୍ଲୀ ୩୦/୦୮: ଆଫଗାନିସ୍ତାନରୁ ବ୍ରିଟେନ ଯାଉଥିବା ନିକାସୀ ବିମାନ ଉଡ଼ାଣ ସମୟରେ ଜଣେ ମହିଳା କ୍ୟାବିନ୍‌ କ୍ରୁରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିମାନରେ ଯାତ୍ରା କରୁଥିବା ଆଫଗାନ ମହିଳା ସୋନମ ନୂରୀଙ୍କୁ ହଠାତ୍‌ ପ୍ରସବ ପୀଡ଼ା ହେଲା। ୩୩ ହଜାର…

୩୧ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର: ଦୁଇଦିନିଆ କର୍ମଶାଳାରେ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର,୩୦/୦୮: ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ କର୍ମୀଙ୍କୁ…

ଆଫଗାନିସ୍ତାନରେ କର୍ମକ୍ଷେତ୍ରକୁ ଫେରିବା ଲାଗି ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କହିଲା ତାଲିବାନ୍‌

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ସଙ୍କଟ ନିମ୍ନଗାମୀ ହେଉଥିବାରୁ ଆଫଗାନିସ୍ତାନର ସମସ୍ତ ପ୍ରଦେଶରେ ଥିବା ସବୁ ଡାକ୍ତରଖାନାଗୁଡ଼ିକୁ ଫେରିଯାଇ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରାଣୀ ଏବଂ ମହିଳା କର୍ମଚାରୀମାନଙ୍କୁ ତାଲିବାନ୍‌ ଅନୁରୋଧ କରିଥିବା ଶୁଣାଯାଉଛି। ତାଲିବାନ୍‌ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନରେ ନାରୀମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯୋଗ…

କାଜାଖସ୍ତାନ ସେନା ଗୋଦାମରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ, ୯ ମୃତ

ତରାଜ, ୨୭।୮: ଆଫଗାନିସ୍ତାନ ପରେ କାଜାଖସ୍ତାନରେ ବଡ ଧରଣର ବିସ୍ପୋରଣ।  କଜାକିସ୍ତାନର ତରାଜ ସହରର ସେନା ଗୋଦାମରେ ଗୁରୁବାର ସନ୍ଧ୍ୟାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି। କାଜାଖସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି, ଏକ ସେନା…

କରୋନା ମାମଲା ବୃଦ୍ଧି – କେରଳ ଓ ମହାରାଷ୍ଟ୍ରରେ ଲାଗିପାରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ – କେନ୍ଦ୍ର ସରକାର ଦେଶର ୨ଟି ରାଜ୍ୟ –କେରଳ ଓ ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ ଲଗେଇବା ପାଇଁ ବିଚାର କରିବାକୁ କହିଛି । ଦେଶରେ ଗତ ୨ ଦିନରେ କରୋନାର ୪୦ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସୁଛି…