Category: ଦେଶ ବିଦେଶ

୧୩ ସହରରେ ମିଳିବ 5G ସେବା, ମୋଦି କଲେ ଉଦଘାଟନ

5G Lunch in India: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ମୋବାଇଲ କଂଗ୍ରେସର ଷଷ୍ଠତମ ସଂସ୍କରଣ ଉଦଘାଟନ କରିଛନ୍ତି। ଏହି କ୍ରମରେ ଦେଶରେ ଆଜିଠାରୁ ୫ଜି ସେବାର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଆଜି ପ୍ରଗତି ମୈଦାନରେ ଆୟୋଜିତ ଏକ…

Exclusive: ଆଜି ବିଶ୍ୱ ସାଇକେଲ ଦିବସ: ହିରୋ ସାଇକେଲ ;୫୦ ହଜାର ଧାର ଟଙ୍କାରୁ ଆରମ୍ଭ ଏବେ ବିକିଲାଣି ୧୪ କୋଟି ସାଇକେଲ

ଦେଶ ବିଭାଜନ ପରେ ପାକିସ୍ଥାନରୁ ଲୁଧିଆନା ଚାଲି ଆସିଥିଲେ ମୁଞ୍ଜାଲ ୪ ଭାଇ । ଜୀବିକା ପାଇଁ ସେମାନେ ରାସ୍ତା କଡ଼ରେ ବିକୁଥିଲେ ସାଇକେଲ ଉପକରଣ । ବିଭିନ୍ନ ଜାଗାରୁ କିଣି ଆଣି ବିକ୍ରି କରୁଥିବା ବେଳେ ମିଳୁଥିବା ଲାଭରେ ଚାଲୁଥିଲା…

ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ । କଂଗ୍ରେସରେ ତାଙ୍କୁ କାମ କରିବାକୁ ଦିଆଯାଉନଥିଲ । ଏଥିରେ ଅତିଷ୍ଠ ହୋଇ ସେ କଂଗ୍ରେସ ଛାଡିବାକୁ ବାଧ୍ୟ ହେଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ହାର୍ଦ୍ଦିକ…

ଜନଗହଳିପୂର୍ଣ୍ଣ ସ୍ଥାନରେ ଯୁବକଙ୍କ ଉପରକୁ ଗୁଳିମାଡ଼, କେଉଁଠାରେ ପଢନ୍ତୁ…

ନୂଆଦିଲ୍ଲୀ:ଶନିବାର ସନ୍ଧ୍ୟାରେ ପଶ୍ଚିମ ଦିଲ୍ଲୀର ସୁଭାଷ ନାଗରର ମଧ୍ୟଭାଗରେ ତିନିଜଣ ଦୁଷ୍କର୍ମକାରୀ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ। ସଶସ୍ତ୍ର ଦୁଷ୍କର୍ମକାରୀମାନେ ସାଭାର ଭାଇମାନଙ୍କ ଉପରେ ପ୍ରାୟ ଦଶ ରାଉଣ୍ଡ ଗୁଳି ଚଳାଇଥିଲେ ଏବଂ ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ଘଟଣାରେ…

ତାଇଓ୍ୱାନ ଉପରେ ଘନଉଛି ୟୁକ୍ରେନ ସଂକଟ !

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ଘନିଭୁତ ହେବାରେ ଲାଗିଛି। ରୁଷ-ୟୁକ୍ରେନ ସଙ୍କଟ ଉପରେ ଚୀନ୍ କୌଣସି ମତାମତ ଦେବାରୁ ଦୁରେଇ ରଖିଛି। ଗୋଟିଏ ପଟେ ସେ ‘ସୁରକ୍ଷା’ ଏବଂ ନାଟୋର ଧମକକୁ ନେଇ ଋଷକୁ ସମର୍ଥନ…

ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (NSIC) ର ସ୍ୱାଧୀନ ନିର୍ଦେଶକ ଭାବେ ନିଯୁକ୍ତ ହେଲେ କାଳନ୍ଦୀ ସାମଲ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (NSIC)ର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାମଲ ରାଜ୍ୟ ବିଜେପି ର ବିଭିନ୍ନ ପଦ ପଦବୀରେ…

ରାଜ୍ୟର ମୁଁ ଏକ ନମ୍ବର ନେତା: କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ଦିନ ଚଣ୍ଡିଗଡ଼ର ସେକ୍ଟର 9 ରେ ପଞ୍ଜାବ ଲୋକ କଂଗ୍ରେସ କାର୍ଯ୍ୟାଳୟ ଆରମ୍ଭ କରିଛନ୍ତି। ଏହା ପରେ ଏକ ଦୃଢ ମନୋଭାବ ଦେଖାଇ ଅମରିନ୍ଦର କହିଛନ୍ତି ଯେ ନିର୍ବାଚନର ସ୍ୱଳ୍ପ…

Farmer Protest: ବର୍ଷକର କ୍ଷତି ଭରିବ କିଏ ?

Farmer Protest: ନୂଆଦିଲ୍ଲୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସହିତ ଗୁରୁ ନାନକ ଜୟନ୍ତୀ ମଧ୍ୟ । ତେବେ ଆଜି ଭଳି ଏହି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।…

ପାନଛେପ ପକାଇ ୪୮ ହଜାର କୋଟି ଖାଇଗଲେ ଯାତ୍ରୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ସବୁଠାରୁ ବଡ଼ ରେଳ ନେଟଓ୍ୱାର୍କ ହେଉଛି ଭାରତୀୟ ରେଳ। ସମଗ୍ର ଦେଶରେ ପ୍ରାୟ ୧,୧୫,୦୦୦ କିଲୋମିଟର ରାସ୍ତା ଅତିକ୍ରମ କରେ ଭାରତୀୟ ରେଳ । ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀମାନେ ଏହି ରେଳ ଉପରେ ନିର୍ଭର କରିଥାନ୍ତି। ଯାତ୍ରାକୁ…

ଏହି ରାଜ୍ୟରେ ଶହେ ତଳକୁ ଖସିଲା ତୈଳଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି ଏବଂ ହିମାଚଳ ସରକାର ଭାଟ୍ ହ୍ରାସ କରିଛନ୍ତି। ଦିୱାଲୀ ଅବସରରେ ସିଏମ୍ ଜୟରାମ ଠାକୁର ଟୁଇଟ୍ କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର…