ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପାଇଁ ଦହଗଞ୍ଜ ଛାତ୍ରଛାତ୍ରୀ
ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେ ବହୁତ୍ ସମସ୍ୟା ଲାଗି ରହିଛି। କେଉଁଠି ଶ୍ରେଣୀ ଗୃହ ନାହିଁ ତ ଆଉ କେଉଁଠି ଶିକ୍ଷକ ନାହାନ୍ତି ପୁଣି କିଛି ବିଦ୍ୟାଳୟ ରେ ପାଣି ସମସ୍ୟା ଅଛି। ରାଜ୍ୟ ସରକାର ବିଦ୍ୟାଳୟ…