Category: କ୍ରିଡା

‘ଆମେ ଓଡିଆ’ ପକ୍ଷରୁ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’, ତାଳଚେର ସହରରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ୍

ତାଳଚେର (ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଓ ଶିଳ୍ପନଗରୀ ଅନୁଗୋଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ରୁ ନଭେମ୍ବର ୮ ପର୍ଯ୍ୟନ୍ତ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି…

ପ୍ରାଦେଶିକ ଖେଳକୂଦକୁ ଉଦଘାଟିତ କଲେ ମନ୍ତ୍ରୀ ଟୁଡୁ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ନାଲକୋସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ଖେଳକୂଦ ସମାରୋହ। ଅଭ୍ୟୁଦୟ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଏକଲ ଅଭିଯାନ ଓଡିଶା ପକ୍ଷରୁ ହେଉଥିବା…

ତୃତୀୟ ରଙ୍ଗୀନ ବେଲ୍ଟ ଉତ୍ତୀର୍ଣ୍ଣ ପରୀକ୍ଷା ଅନୁଷ୍ଠିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ମା ହିଙ୍ଗୁଳା ତାଇକୋଣ୍ଡା ଟ୍ରେନିଂ ସେଣ୍ଟର ଓ ଓଡିଶା ଟାଇକୋଣ୍ଡୋ ଆସୋସିଏସନ ତଥା ଅନୁଗୁଳ ଟାଇକୋଣ୍ଡୋ ଡେଭଲପମେଣ୍ଟ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ପଡିଆ ଠାରେ ତୃତୀୟ ରଙ୍ଗୀନ ବେଲ୍ଟ ଉତ୍ତୀର୍ଣ୍ଣ ପରୀକ୍ଷା…

ଅନୁଗୋଳରେ ଚାଲିଛି ୫୪ତମ ରାଜ୍ୟସ୍ତରୀୟ ଖୋଖୋ ଚମ୍ପିଆନସିପ

ଅନୁଗୋଳ: ଅନୁଗୋଳରେ ଆରମ୍ଭ ହୋଇଛି ୫୪ତମ ରାଜ୍ୟସ୍ତରୀୟ ସିନିୟର ଖୋ ଖୋ ଚମ୍ପିୟାନସିପ ।ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚମ୍ପିୟାନ ସିପିରେ ୨୩ଟି ଦଳ ଭାଗ ନେଇଛନ୍ତି । ଉଭୟ ପୁରୁଷ ମହିଳା ବର୍ଗରେ ଖେଳାଳିମାନେ ଭାଗ…

ଆଜିଠୁ ପାରା ଅଲିମ୍ପିକ୍ସ; ୯ଟି କ୍ରୀଡାରେ ଭାରତର ୫୪ ଆଥଲେଟ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି । ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ…

ଫିଲିପ୍ସଙ୍କ ସହ ଚୁକ୍ତି କଲା ରାଜସ୍ଥାନ ରୟାଲ୍‌ସ

ଜୟପୁର: ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଗାମୀ ଆଇପିଏଲ୍‌ ପାଇଁ ରାଜସ୍ଥାନ ରୟାଲ୍‌ସ ନ୍ୟୁଜିଲାଣ୍ଡ୍‌ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଗ୍ଲେନ୍‌ ଫିଲିପ୍ସଙ୍କ ସହ ଚୁକ୍ତି କରିଛି। ଦୁଇ ଇଂଲଣ୍ଡ ତାରକା ଜୋଫ୍ରା ଆର୍ଚର ଓ ଜୋସ୍‌ ବଟଲର୍‌ ଅବଶିଷ୍ଟ ଆଇପିଏଲ୍‌ ପାଇଁ ଦଳରେ…

ଓଜେଇଇ ପରୀକ୍ଷା ପାଇଁ ଏସଓପି ଜାରି

ଭୁବନେଶ୍ବର,୫/୧୦: କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଓଜେଇଇ ପରୀକ୍ଷା ପାଇଁ ସୋମବାର ଏସଓପି ଜାରି ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷାର୍ଥୀଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହ ସାମାଜିକ ଦୂରତା ସମ୍ବନ୍ଧରେ ସମସ୍ତ…