Category: ରାଜନୀତି

ପାଳଲହଡାରେ ପ୍ରାର୍ଥୀଙ୍କ ଦୁଇଟି ତାଲିକା ପ୍ରକାଶ ଘଟଣାରେ ବିଜେପିର କାର୍ଯ୍ୟନୁଷ୍ଠାନ ଦାବି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କାର୍ଯ୍ୟଳୟ ରେ ପ୍ରାଥୀ ଙ୍କ ଦୁଇଟି ପୃଥକ ପୃଥକ ତାଲିକା କୁ ନେଇ ଗତକାଲି ପ୍ରଶ୍ନ ଉଠିଥିବା ବେଳେ ଆଜି ସମାନ ପ୍ରସଙ୍ଗରେ ବିଜେପି ପକ୍ଷରୁ ପ୍ରତିବାଦ ସ୍ବରୂପ ପାଳଲହଡା ବ୍ଲକ କାର୍ଯ୍ୟଳୟ ସମୁଖରେ…

Exclusive: ପ୍ରାର୍ଥୀଙ୍କ ଦୁଇଟି ତାଲିକାକୁ ନେଇ ଦ୍ଵନ୍ଦ୍ୱ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ କାର୍ଯ୍ୟଳୟ ରେ ପ୍ରାଥୀ ଙ୍କ ଦୁଇଟି ପୃଥକ ପୃଥକ ତାଲିକା କୁ ନେଇ ଦ୍ଵନ୍ଦ ଦେଖା ଦେଇଛି ।ଆଜି ରବିବାର ସତ୍ତ୍ୱେ ନିର୍ବାଚନ ଦାଇତ୍ୱ ରେ ଥିବା ବ୍ଲକ ଉନ୍ନୟନ ଅଧିକାରୀ ଙ୍କ…

କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କଲା ଜିଲ୍ଲା ବିଜେପି

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ପଞ୍ଜାବର ଫିରୋଜପୁର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍ କୁ ଅଟକାଇବା ଭଳି ପରିସ୍ଥିତି ସୃଷ୍ଟି କରିବା, ଆକ୍ରମଣ ତଥା ହତ୍ୟା ଷଡଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଆସିଛି ପଞ୍ଜାବର କଂଗ୍ରେସ ସରକାର ବିରୁଦ୍ଧରେ। ଏହି ଘଟଣାକୁ…

ଓବିସି ସଂରକ୍ଷଣ ଜାରୀ ରଖିବା ଦାବିରେ ତାଳଚେର ବ୍ଲକ ଘେରିଲା ବିଜେପି

ତାଳଚେର (ସୁବ୍ରତ ପଟ୍ଟନାୟକ): ପଞ୍ଚାୟତ ନିର୍ବାଚନ ରେ ଓବିସି ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ ରେ ତାଳଚେର ବିଜେପି ପକ୍ଷରୁ ବ୍ଲକ ଅଫିସ କୁ ଘେରାଉ କରିବା ସହ ପ୍ରତିବାଦ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କରାଯାଇଛି।ଗୁରୁବାର ତାଳଚେର ବ୍ଲକ ଅଫିସ କୁ…

ଅନୁଗୋଳ ବିଧାୟକଙ୍କ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକରେ ମାନ୍ୟବର ବିଧାୟକ ଅନୁଗୋଳ ତଥା ଓଡିଶା ବିଧାନସଭା ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଓଡିଶା ସରକାରଙ୍କ 5T ମୋ ସରକାର ଅନ୍ତର୍ଗତ…

ପ୍ରଧାନମନ୍ତ୍ରୀ ଙ୍କୁ ହତ୍ୟା କରିବାକୁ କଂଗ୍ରେସର ଷଡ଼ଯନ୍ତ୍ର, ପଞ୍ଜାବରେ ରାଷ୍ଟ୍ରପତି ଶାସନ ପାଇଁ ଜିଲ୍ଲା ବିଜେପିର ଦାବି

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ପଞ୍ଜାବ ଗ୍ରସ୍ତ କାର୍ଯ୍ୟକ୍ରମ ଥିଲା।ପଞ୍ଜାବରେ ୪୨୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ପ୍ରଧାନମନ୍ତ୍ରୀ କରିଥାନ୍ତେ।କିନ୍ତୁ ପ୍ରଧାନମନ୍ତ୍ରୀ ଯେତେବେଳେ ସେହି ସ୍ଥାନକୁ ଯାଉଥିଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପଞ୍ଜାବର…

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ବିଜେଡି ଛାଡି ବିଜେପିର ପଦ୍ମଫୁଲ ଧରିଲେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ଅନ୍ୟତମ ପ୍ରମୁଖ ନେତା , ପୂର୍ବତନ ଅନୁଗୁଳ ବ୍ଲକ ର ଉପାଧ୍ୟକ୍ଷ ତଥା ଜିଲା ବିଜେଡି ର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ…

ବିଜେଡ଼ି ଛାଡ଼ିଲେ ଇନ୍ଦ୍ରମଣି

ଅନୁଗୋଳ: ବିଜେଡିର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ ଅନୁଗୁଳ ଜିଲା ପାଳଲହଡା ଅଞ୍ଚଳ ର ଅନ୍ୟତମ ପ୍ରମୁଖ ନେତା ଇନ୍ଦ୍ରମଣି ଗଡ଼ନାୟକ । ବ୍ୟକ୍ତିଗତ କାରଣରୁ ଶ୍ରୀ ଗଡ଼ନାୟକ ବିଜେଡି ଛାଡିଥିବା ନେଇ ପ୍ରକାଶ କରିଛନ୍ତି । ପାଳଲହଡା ୨୩…

ସଂଜୀବ ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀଙ୍କ ବ୍ଲକ କାର୍ଯ୍ୟଳୟରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୋଳ: ଚଳିତ ବର୍ଷ ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ ପ୍ରାୟ ୭୫ ଭାଗ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଇଛି । ବାରମ୍ବାର ଏନେଇ ସରକାରୀ କଳ ର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ…

ଉପବାଚସ୍ପତିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଠାକୁର ପ୍ରସଙ୍ଗ, ଏପି ସିଂହ ଥିଲେ ନିନ୍ଦା କରିଥାନ୍ତେ: କାଳନ୍ଦୀ ସାମଲ

ଅନୁଗୋଳ: ଅନୁଗୋଳରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଙ୍କ ସଭାରେ ଉପ ବାଚସ୍ପତି ରଜନୀ କାନ୍ତ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢ଼େ ଚାରି କୋଟି ଓଡ଼ିଆ ଙ୍କ ଠାକୁର ବୋଲି ସମ୍ବୋଧନ କରିଥିଲେ।ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏ ପ୍ରସଙ୍ଗରେ ପ୍ରତିକ୍ରିୟା…