Category: ରାଜନୀତି

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତୀ ନିତ୍ୟାନନ୍ଦ ରାୟ ଙ୍କ ଅନୁଗୁଳ ଗସ୍ତ, ମାଳତି ଚୌଧୁରୀ ଆଶ୍ରମ ପରିଦର୍ଶନ କଲେ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ):ସ୍ୱାଧୀନତା ର ୭୫ବର୍ଷ ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୁରୁବାର ଅପରାହ୍ନ ରେ ଅନୁଗୁଳ ପହଂଚି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି | ମହୀଧରପୁର ଠାରୁ…

ଦୁଇଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସିବେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଭାରତ ସରକାର ଙ୍କର ଗୃହ ବିଭାଗ ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସନ୍ତା ଜୁଲାଇ ୭ଓ ୮ ଦୁଇଦିନ ଧରି ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି | ଜୁଲାଇ ୭ତାରିଖ ଅପରାହ୍ନ ଅନୁଗୁଳ ରେ ପହଂଚି…

କୃଷି ମନ୍ତ୍ରଣାଳୟ ଓ ଆଇସିଆରଆଇଏସଏଟିର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା, ତାଳଚେର ବଲଣ୍ଡା ଅଂଚଳରେ ପତିତ ଜମିକୁ ଚାଷ ଉପଯୋଗୀ କରାଯିବ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ସହ ଆଧୁନିକ ପ୍ରଣାଳିରେ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରଣାଳୟ ଓ ଅନ୍ତରାଷ୍ଟ୍ରୀୟ ଫସଲ…

ବୃକ୍ଷ ରୋପଣ ଓ ମନ୍ଦିର ରେ ପୂଜାର୍ଚନା କରି ବିଜେପି ପାଳିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ନ ଦିନ

ତାଳଚେର(ସୁବ୍ରତ ପଟ୍ଟନାୟକ):କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ନ ଦିବସ କୁ ତାଳଚେର ବିଜେପି ଉତ୍ସାହର ସହ ପାଳନ କରିଛି |ତାଳଚେର ପୌରମଣ୍ଡଳ ବିଜେପି ପକ୍ଷରୁ ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଙ୍କ…

ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ସାମିଲ ହେବେ ଜମ୍ମୁକାଶ୍ମୀର ଚର୍ଚ୍ଚିତ ଓଡ଼ିଆ ପୋଲିସ ଅଧିକାରୀ

ନୂଆଦିଲ୍ଲୀ: ଚାକିରିରୁ ଇସ୍ତଫା ଦେଲେ ଜମ୍ମୁକଶ୍ମୀରର ବରିଷ୍ଠ ଆଇପିଏସ୍ ଅଧିକାରୀ ବସନ୍ତ ରଥ । କୁହାଯାଇଛି ଯେ ବସନ୍ତ ରଥ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଥିବାରୁ ସେ ଇସ୍ତଫା ଦେଇଛନ୍ତି | ପୂର୍ବତନ ଆଇଜି ଟ୍ରାଫିକ୍ ବସନ୍ତ ରଥ…

୫୪ ବର୍ଷ ବୟସରେ ପାଦ ଥାପିଲେ ଧର୍ମେନ୍ଦ୍ର, ଶୁଭେଛୁଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ହେଉଛି କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ । ଆଜି ୫୪ ବର୍ଷ ବୟସ ରେ ପାଦ ଥାପିଛନ୍ତି ଶ୍ରୀ ପ୍ରଧାନ। ଏହି କ୍ରମରେ ତାଳଚେର ର ବିଭିନ୍ନ ସ୍ଥାନରେ…

କଂଗ୍ରେସ ଶାସନରେ ସଦାସର୍ବଦା ଗଣତନ୍ତ୍ରକୁ ହତ୍ୟା କରାଯାଇଛି : ବିଜେପି

ଅନୁଗୁଳ(ସୁବ୍ରତ ପଟ୍ଟନାୟକ) : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଶନିବାର ଦିନ କଳା ଦିବସ ପାଳନ ଅବସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |1975ମସିହା ଜୁନ 25ତାରିଖ ଆଜିର ଦିନରେ ତତ୍କାଳୀନ କଂଗ୍ରେସ ସରକାର ର ପ୍ରଧାନମନ୍ତ୍ରୀ ଇନ୍ଦିରା…

ତାଳଚେରରେ ତୁରନ୍ତ ଥଇଥାନ ଅଧିକାରୀ ନିଯୁକ୍ତି ହେଉ : କାଳନ୍ଦୀ ସାମଲ

ତାଳଚେର /କଣିହାଁ (ସୁବ୍ରତ ପଟ୍ଟନାୟକ): ତାଳଚେର ଉପଖଣ୍ଡ କଣିହାଁ ବ୍ଲକ କଂସମୁଣ୍ଡା ଗାମର କୋଇଲା ଖଣି କ୍ଷତିଗ୍ରସ୍ତ ଲୋକମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି |କଂସମୁଣ୍ଡା ଗ୍ରାମର ସମସ୍ତ ଜମି, ଘର କଣିହାଁ କୋଇଲା ଖଣି ରେ…

ବଳରାମପ୍ରସାଦରେ ନୂତନ ଇଏସଆଇସି ମେଡ଼ିକାଲ, ‘ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ମୋଦି ସରକାର ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ସେବା, କଲ୍ୟାଣ କରିବାର ଦାୟିତ୍ୱ ନେଇଛନ୍ତି । ଜନକଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ କାରଣରୁ ଗରିବ ଲୋକମାନେ ମୋଦି ସରକାରଙ୍କ ଦୃଢ଼ ନେତୃତ୍ୱକୁ ସ୍ୱୀକାର କରିଛନ୍ତି ବୋଲି ବୁଧବାର ଅନୁଗୋଳ…

ଗାନ୍ଧୀ ପରିବାର ଉପରେ ବର୍ଷିଲେ ସମ୍ବିତ ପାତ୍ର

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):ସମ୍ବିତ ପାତ୍ରଙ୍କ ପ୍ରେସମିଟ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ପରିବାର ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ , ଗାନ୍ଧୀ ପରିବାର ଭ୍ରଷ୍ଟଚାରରେ ଲିପ୍ତ । ନ୍ୟାସନାଲ ହେରାଲଡ଼ କେସ…