Category: ଓଡିଶା

୧୫ ଦିନ ଲାଗି ସିଲ୍ ହେଲା ଭୁବନେଶ୍ୱର ସାଂସଦଙ୍କ ଅଫିସ୍ : ସରକାରଙ୍କୁ ୧୭ ଫଟୋର ଜବାବ ମାଗିଲେ ଏମପି ଅପରାଜିତା !

ଭୁବନେଶ୍ବର,୧୦/୧୦: କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନେଇ ଭୁବନେଶ୍ଵର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ’ରେ ଜଣେ କୋଭିଡ୍ ଯୋଦ୍ଧା ଲିଖିତ ଅଭିଯୋଗ ଆଣିବା ପରେ ତାଙ୍କ ପଳାସପଲ୍ଲୀସ୍ଥିତ ଅଫିସ୍ ୧୫ ଦିନ ଲାଗି ସିଲ୍ କରାଯାଇଛି । ବିଏମସି ପକ୍ଷରୁ ଏହି…