Category: ଓଡିଶା

ମାଲକାନଗିରି ୪୮ଖଣି ଲିଜ୍ ଟେଣ୍ଡର ବାତିଲ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅନିୟମିତତା ଅଭିଯୋଗରେ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କରି ଦିଆଯାଇଛି। ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ୍ କରିଛନ୍ତି ନିଜେ ଜିଲ୍ଲାପାଳ ବିଶାଲ ସିଂ। ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଟେଣ୍ଡର ବାତିଲ୍…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍‌ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ମାଓ ପ୍ରଭାବିତ ସୁକ୍‌ମା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ମାଓବାଦୀ। ଗୁଳି ବିନିମୟରେ ଟପ୍ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୁକ୍‌ମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି। ସୁକମା…

୩୫ଦିନ ପରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ

ନୂଆଦିଲ୍ଲୀ: ୩୫ ଦିନ ପରେ କମିଲା ପେଟ୍ରୋଲ-ଡିଜେଲ ଦର | ଦୀର୍ଘ ୩୫ ଦିନ ଧରି ସ୍ଥିର ରହିବା ପରେ ଆଜି ଦେଶରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବ ଦାମ ତୁଳନାରେ ଆଜିର ପେଟ୍ରୋଲ ଦର ୨୦…

ରାଜଧାନୀରେ ଥମୁନି ଡେଙ୍ଗୁ, କ୍ୟା‌ପିଟାଲ ହସ୍ପିଟାଲକୁ ଆସିଲେଣି ହଜାରେରୁ ଅଧିକ

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ମୁହାଁ ହେଲାଣି। ଆଜି ଆଉ ୫୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୩୦ରେ ପହଞ୍ଚିଛି। ସେଥିରୁ (ଅଗଷ୍ଟ ୨୧ ତାରିଖ ସୁଦ୍ଧା) କେବଳ କ୍ୟାପିଟାଲ ହସ୍ପିଟାଲ୍‌କୁ…

ଅକ୍ଟୋବର ସୁଦ୍ଧା କର୍କଟ କେନ୍ଦ୍ରରେ ‘ପେଟ୍ ସିଟି ସ୍କାନ୍’

କଟକ : କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ‘ପେଟ୍ ସିଟି ସ୍କାନ୍‌ ମେସିନ୍‌। ଏଥିପାଇଁ ଆଟମିକ୍‌ ଏନର୍ଜି ରେଗୁଲେଟିଙ୍ଗ୍‌ ବୋର୍ଡ(ଏଇଆର୍‌ବି)ପକ୍ଷରୁ ଅନୁମତି ମିଳି ସାରିଛି। ସପ୍ତାହକୁ ୧୨୦ଟି ପେଟ୍ ସିଟି ସ୍କାନ୍‌ କର୍କଟ କେନ୍ଦ୍ରରେ…

ଗୋଟିଏ ମାଛ ଧୀବରକୁ କଲା ଲକ୍ଷପତି !

ଚାନ୍ଦବାଲି,୨/୧୦: କରୋନା ପାଇଁ ଏବେ ସବୁଠି କଟକଣା । ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡ ବି କରୋନା ମାଡ଼ରେ ବଙ୍କା ହୋଇଗଲାଣି । ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ଏବେ ନିରାଶ ହୋଇଛନ୍ତି । ଏମିତି ସମୟରେ ଗୋଟିଏ ମାଛ ବିକ୍ରିକରି ଲକ୍ଷପତି…

ପୁଣି ଲଘୁଚାପ: ୭ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ! ବନ୍ୟା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ !

ଭୁବନେଶ୍ୱର,୨/୧୦: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ପର୍ଯ୍ୟନ୍ତ ବ୍ୟାପୀଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି । ଏହାର ପ୍ରଭାବରେ ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ…

ଓଡ଼ିଶାକୁ ପୁଣି ବାତ୍ୟାର ଭୟ ! ଲଘୁଚାପ ଘନୀଭୂତ ହେଲେ ନେଇପାରେ ବାତ୍ୟାର ରୂପ ।

ଭୁବନେଶ୍ୱର, ୦୬/୧୦: ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ, ଲୋକଙ୍କ ମନରେ ବ୍ୟାତ୍ୟାକୁ ନେଇ ଭୟ ଜନ୍ମୁଛି । ଚଳିତ ବର୍ଷ ମଧ୍ୟ ଦାନା ବନ୍ଧୁଛି ଏକ ଲଘୁଚାପ । ବର୍ତ୍ତମାନ ଗୋଟିଏ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ଜାରି…

ଓଜେଇଇ ପରୀକ୍ଷା ପାଇଁ ଏସଓପି ଜାରି

ଭୁବନେଶ୍ବର,୫/୧୦: କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଓଜେଇଇ ପରୀକ୍ଷା ପାଇଁ ସୋମବାର ଏସଓପି ଜାରି ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷାର୍ଥୀଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହ ସାମାଜିକ ଦୂରତା ସମ୍ବନ୍ଧରେ ସମସ୍ତ…