ସୁଭଦ୍ରା ଅପହରଣ ଓ ହତ୍ୟା ଘଟଣା: ଅନୁଗୁଳରେ ମହିଳା-ଯୁବ-ଛାତ୍ର ସଂଗଠନର ବିକ୍ଷୋଭ
ଅନୁଗୁଳ: କଣିହାଁ ବ୍ଲକ ଲୁଧାଝରି ଗାଁର ସୁଭଦ୍ରା ନାମ୍ନୀ ଯୁବତୀଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଜନସାଧାରଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇ ଦେଇଥିବାବେଳେ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି କଠୋରରୁ କଠୋରତମ ଦଣ୍ଡବିଧାନ କରିବା, ଶିଶୁ କନ୍ୟା, ଛାତ୍ରୀ, ଯୁବତୀ ସର୍ବୋପରି ମହିଳା ମାନଙ୍କ…