Category: ଓଡିଶା

ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିକାଶ ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ମୃଦଳା ଠାକୁର ପ୍ରଧାନ

ଅନୁଗୋଳ: ଆଜି ଦିନିକିଆ ଅନୁଗୋଳ ଗସ୍ତରେ ଆସି ବିକାଶ ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ମୃଦଳା ଠାକୁର ପ୍ରଧାନ। ଅନୁଗୋଳ ବ୍ଲକ ଅନ୍ତର୍ଗତ କୁମୁରସିଂହା ଅଞ୍ଚଳର ୧୮୮୨ ମସିହାରେ ପ୍ରତିଷ୍ଠିତ କୁମୁରସିଂହା ପ୍ରାଇମେରୀ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରେ…

ଅନୁଗୋଳରେ ହେବ ଏମଏସଏମଇ ପାର୍କ: ଅସିତ ତ୍ରିପାଠୀ

ଅନୁଗୋଳ: ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀକର ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ତ୍ରିପାଠୀ। ଏହି ଆଲୋଚନା…

ଅନୁଗୋଳ ଜିଲ୍ଲା କଂଗ୍ରେସ ତରଫରୁ ଆଗାମୀ ୧୨ତାରିଖ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଅନୁଗୋଳ: ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଗାମୀ ୧୨ତାରିଖ ଦିନ ହେବାକୁ ଥିବା ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ

ଅନୁଗୋଳ: ନାଲୋକ ପ୍ରେରିତ ସ୍ପୋନସର୍ଡ ଆଇଟିଆଇ ଏଲେପି ସଭ୍ୟଙ୍କ ଉପାୟରେ ଗଣତାନ୍ତ୍ରିକ ଅର୍ଥନୈତିକ ଅବରୋଧ। ନାଲକୋକୁ ସଂଯୋଗ କରୁଥିବା ଦୁଇଟି ପୃଥକ ପୃଥକ ସ୍ଥାନରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକ କରିଛନ୍ତି ନ୍ଦୋଳନକାରୀ…

ଫୁଲପଡା ଗ୍ରାମର ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଫୁଲପଡା ଗ୍ରାମର ବସନ୍ତ ଗୋଚ୍ଛାୟତଙ୍କ ସ୍ତ୍ରୀ କାଜଲ ଗୋଚ୍ଛାୟତଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । କାଜଲଙ୍କ ପରିବାର ଲୋକେ ଆଣିଲେ ହତ୍ୟା ର ଅଭିଯୋଗ ।ମିଳିଥିବା ସୂଚନା ଅନୁଯାଇ ବସନ୍ତ ଗୋଚ୍ଛାୟତ…

ତପସ୍ଵିନୀ ବିଶ୍ବାଳ ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ

ଅନୁଗୋଳ: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ତପସ୍ଵିନୀ ବିଶ୍ବାଳଙ୍କୁ ଶୁକ୍ରବାର ନିଯୁକ୍ତ କରିଥିବା ବେଳେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ରାଜ୍ୟ ଉପ-ସଭାନେତ୍ରୀ ଭାବେ ସବିତା ଧୀର ଓ ଅନୁଗୋଳ…

ଜିଲା ଶିକ୍ଷା ବିଭାଗର ପ୍ରତାରଣା ଅଭିଯୋଗ, କାହାକୁ କଲେ ପ୍ରତାରଣା ଦେଖନ୍ତୁ ଭିଡ଼ିଓ…

ଅନୁଗୋଳ: ଜିଲା ଖଣିଜ ପାଣ୍ଠି ଦ୍ୱାରା ନିଯୁକ୍ତି ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜିଲା ଶିକ୍ଷା ବିଭାଗର ପ୍ରତାରଣା । ପ୍ରତିଶ୍ରୁତି ସତ୍ତ୍ବେ ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲମ୍ବନ ଅଭିଯୋଗ…

Breaking: Sanjib Sahoo Resigned ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସଞ୍ଜୀବ, ଶୁଣନ୍ତୁ ଦଳ ଛାଡ଼ିବା ନେଇ କଣ କହୁଛନ୍ତି ପୂର୍ବତନ ମନ୍ତ୍ରୀ

ଅନୁଗୁଳ:ଆଠମଲ୍ଲିକ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଂଜୀବ କୁମାର ସାହୁ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ। ସେ ତାଙ୍କ ଇସ୍ତଫା ପତ୍ର ଇ ମେଲ ଏବଂ ଡାକ ଯୋଗେ ବିଜେଡି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏ ନେଇ ସଂଜୀବ…

Angul Bjp Protest: ଅନୁଗୋଳ ଥାନା ଆଗରେ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ

ଅନୁଗୋଳ: ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଞ୍ଜୁଲତା ସାହୁଙ୍କୁ ବିଜୁ ଯୁବ ଜନତା ଦଳର ଗୁଣ୍ଡାଙ୍କ ଦ୍ଵାରା ମରଣାତ୍ମକ ଆକ୍ରମଣ ବିରୋଧରେ ଆଜି ଅନୁଗୁଳ ଥାନା ଘେରାଉ କରିଛି ବିଜେପି। ମଞ୍ଜୁଲତାଙ୍କୁ ମରାଣାନ୍ତକ ଆକ୍ରମଣ କରିଥିବା ବିଜେଡି କର୍ମୀ ଅବିନାଶ ପରିଡାଙ୍କୁ…

Angul Political Issues: ରାଜନୈତିକ ହିଂସାରେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟା ଗୁରୁତର

ଅନୁଗୋଳ: ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟାଙ୍କୁ ବିଜେଡି କାର୍ଯ୍ୟକର୍ତାଙ୍କ ସଂଘବଧ ଆକ୍ରମଣ । ଏପରିକି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ପରିସର ଥିବା ସବାଗୃହ ନିକଟରେ । ସେପଟେ ସଂଘବଧ ଆକ୍ରମଣ ର ଶିକାର ହୋଇଥିବା ମହିଳା…