Category: ଓଡିଶା

ବିଧାୟକଙ୍କ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଝାରସୁଗୁଡ଼ା ଜିଲ୍ଲା ବିଜୁ ଦଳର ଦକ୍ଷ ସଂଗଠକ ବ୍ରଜରାଜ ନଗରର ମାନ୍ୟବର ବିଧାୟକ ସ୍ଵର୍ଗତ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅମର ଆତ୍ମାର ସଦଗତି…

ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ସ୍ଥାନ ସଂରକ୍ଷଣ ଦାବିରେ ଆନ୍ଦୋଳନ କରିବ ବିଜେପି

ଅନୁଗୋଳ: ଅନୁଗୋଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ବୈଠକ ଜିଲ୍ଲା ସଭାପତି ସରୋଜ ଜେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଜିଲ୍ଲା ର ପଛୁଆ ବର୍ଗ ଙ୍କ ଅଧିକାର କୁ ସରକାର କ୍ଷୁର୍ଣ୍ଣ କରୁଥିବାରୁ ଅସନ୍ତୋଷ…

ଓଡ଼ିଶାରେ ଦଳିତ ଆଦିବାସୀ ବିରୋଧୀ ସରକାର ଚାଲିଛି- ଡ଼ ବିଭୁ ତରାଇ

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାରେ ବିଜେପି ଏସସି ମୋର୍ଚ୍ଚା ର ଜିଲ୍ଲା କାର୍ଯ୍ୟକାରିଣୀ ଏବଂ ସମ୍ବିଧାନ ଗୌରବ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଜେପି ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ତଥା ପ୍ରାକ୍ତନ ସାଂସଦ ଡ଼ ବିଭୁ ପ୍ରସାଦ ତରାଇ…

ପଦ୍ମ ଧରିଲେ ବିଜେଡି ଜିଲା ସମ୍ପାଦକ ଦୁର୍ଗା

ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ବିଜେଡି ଛାଡି ବିଜେପିର ପଦ୍ମଫୁଲ ଧରିଲେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ଅନ୍ୟତମ ପ୍ରମୁଖ ନେତା , ପୂର୍ବତନ ଅନୁଗୁଳ ବ୍ଲକ ର ଉପାଧ୍ୟକ୍ଷ ତଥା ଜିଲା ବିଜେଡି ର ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମ ବୁଲିଲେ ବିଜେପି ନେତା

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ପାଣିଓଳା ଗ୍ରାମରେ ବ୍ରହ୍ମଲୀନ ସ୍ୱାମୀଜୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଆଶ୍ରମ ଅଛି।ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କୋଟର ହିନ୍ଦୁବାଦୀ ସନ୍ୟାସୀ ଥିଲେ ଏବଂ ସାରା ରାଜ୍ୟରେ ତାଙ୍କର ବିଭିନ୍ନ ସ୍ଥାନରେ ଲୋକ ହିତରେ…

ଡାଟା ପ୍ୟାକ ରିଚାର୍ଜ ଦେୟ ପ୍ରତ୍ୟାହାର ଦାବିରେ ସ୍ମାରକପତ୍ର

ଅନୁଗୋଳ (ସୁବ୍ରତ ପଟ୍ଟନାୟକ) : ମୋବାଇଲ ଡାଟା ପ୍ୟାକ ସହ ରିଚାର୍ଜ ଦେୟ ପ୍ରତ୍ୟାହାର କରିବା , ମୋବାଇଲ ଫୋନ ସର୍ଭିସ ପ୍ରୋଭାଇଡର ସଂସ୍ଥା ଗୁଡିକ ଉପରେ ନିୟନ୍ତ୍ରଣ ପାଇଁ ଟେଲିକମ ରେଗୁଲେଟାରୀ ଅଥରିଟି ଅଫ ଇଣ୍ଡିଆ ( TRAI) କୁ…

ଶ୍ରୀପ୍ରକାଶଙ୍କୁ ବିରତ୍ୱ ସମ୍ମାନ

ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ଦାୟିତ୍ୱର ସହ ନିଜର କାର୍ଯ୍ୟ ସମ୍ପାଦନ ଓ ବିରତ୍ୱ ପାଇଁ ମିଳିଲା ରାଷ୍ଟ୍ରପତି ବିରତ୍ୱ ସ୍ନମ୍ମାନ । ଆଉ ଏହି ସ୍ନମ୍ମାନ ରେ ସ୍ନମ୍ମାନିତ ହୋଇଛନ୍ତି ଅନୁଗୁଳ ଜିଲା ପାଳଲହଡା ଉପଖଣ୍ଡର ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କର୍ମଚାରୀ…

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ: ଉଭୟ କଂଗ୍ରେସ ଓ ବିଜେପିର ବହୁ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ବିଜୁ ଜନତା ଦଳ ଅନୁଗୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ୨୫ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ୩ଟି ସ୍ଥାନ ରେ ପାଳନ କରାଯାଇଛି। ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଂଚାୟତର ଚଣ୍ଡୀଖମଣ ଠାରେ ଏକ ବିଶାଳ…

ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁ ନେଇ ତଥା ମହିଳା ଏବଂ ଶିଶୁ ଆଜି ବିପଦରେ ଅଛନ୍ତି ଦର୍ଶାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ…

Rotary School ନାଁରେ ଗୁରୁତର ଅଭିଯୋଗ

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସହରରେ ଥିବା ରୋଟାରୀ ପବ୍ଲିକ ସ୍କୁଲ (Rotary School) ବିରୁଦ୍ଧରେ ଅଭିଯୋଗ ।ବିଦ୍ୟାଳୟ ରେ ପଢୁଥିବା ସଂଗୀତା ଗୁପ୍ତା ଙ୍କ ତିନି ଦୁଇ ପୁଅ ଓ ଗୋଟିଏ ଝିଅ କୁ ସ୍କୁଲ ରୁ ବାହାର କରିଦେଇଛନ୍ତି…