ଶ୍ରୀପ୍ରକାଶଙ୍କୁ ବିରତ୍ୱ ସମ୍ମାନ
ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ଦାୟିତ୍ୱର ସହ ନିଜର କାର୍ଯ୍ୟ ସମ୍ପାଦନ ଓ ବିରତ୍ୱ ପାଇଁ ମିଳିଲା ରାଷ୍ଟ୍ରପତି ବିରତ୍ୱ ସ୍ନମ୍ମାନ । ଆଉ ଏହି ସ୍ନମ୍ମାନ ରେ ସ୍ନମ୍ମାନିତ ହୋଇଛନ୍ତି ଅନୁଗୁଳ ଜିଲା ପାଳଲହଡା ଉପଖଣ୍ଡର ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କର୍ମଚାରୀ…
ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ଦାୟିତ୍ୱର ସହ ନିଜର କାର୍ଯ୍ୟ ସମ୍ପାଦନ ଓ ବିରତ୍ୱ ପାଇଁ ମିଳିଲା ରାଷ୍ଟ୍ରପତି ବିରତ୍ୱ ସ୍ନମ୍ମାନ । ଆଉ ଏହି ସ୍ନମ୍ମାନ ରେ ସ୍ନମ୍ମାନିତ ହୋଇଛନ୍ତି ଅନୁଗୁଳ ଜିଲା ପାଳଲହଡା ଉପଖଣ୍ଡର ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କର୍ମଚାରୀ…
ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ବିଜୁ ଜନତା ଦଳ ଅନୁଗୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ୨୫ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ୩ଟି ସ୍ଥାନ ରେ ପାଳନ କରାଯାଇଛି। ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଂଚାୟତର ଚଣ୍ଡୀଖମଣ ଠାରେ ଏକ ବିଶାଳ…
ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁ ନେଇ ତଥା ମହିଳା ଏବଂ ଶିଶୁ ଆଜି ବିପଦରେ ଅଛନ୍ତି ଦର୍ଶାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ…
ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସହରରେ ଥିବା ରୋଟାରୀ ପବ୍ଲିକ ସ୍କୁଲ (Rotary School) ବିରୁଦ୍ଧରେ ଅଭିଯୋଗ ।ବିଦ୍ୟାଳୟ ରେ ପଢୁଥିବା ସଂଗୀତା ଗୁପ୍ତା ଙ୍କ ତିନି ଦୁଇ ପୁଅ ଓ ଗୋଟିଏ ଝିଅ କୁ ସ୍କୁଲ ରୁ ବାହାର କରିଦେଇଛନ୍ତି…
ଅନୁଗୋଳ: ଅନୁଗୋଳର ସାତକୋଶିଆ ଅଭୟାରଣ୍ୟ ଦେଇ ଯାଇଥିବା ମହାନଦୀ ଅବବାହିକାରେ ପୁନଃ ପ୍ରାକୃତିକ ପର୍ଯ୍ୟାୟରେ ଘଡ଼ିଆଳ ବଂଶ ବୃଦ୍ଧି ହେବା ନେଇ ଆଶା ସଞ୍ଚାରିତ ହୋଇଛି । କିଛି ମାସ ପୂର୍ବରୁ ପ୍ରାକୃତିକ ପରିବେଶରେ ପ୍ରାୟ ୨୮ଟି ଛୁଆ ଫୁଟାଇ ବିଶ୍ୱସ୍ତରରେ…
ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ସାଇଙ୍କୁ ନେଇ ଏବେ ଅନୁଗୁଳରେ ଚର୍ଚା। ନିଜ ଅସାଧାରଣ ପ୍ରତିଭା ବଳରେ ୪ ବର୍ଷ ବୟସର ଏହି କୁନି ପ୍ରତିଭା। ଆଉ ନିଜରେ ଏହି ପ୍ରତିଭା ବଳରେ ଅନୁଗୁଳର ସାଇ ଏବେ ଇଣ୍ଡିଆ ବୁକ ଅଫ ରେକର୍ଡରେ…
ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତ ରେ ଅବସ୍ଥିତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ଦାବିରେ ଆଜି ବଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଲଙ୍ଗ , ତଳସିରା , ଲବଙ୍ଗୀ , ଜୁକୁବୁ…
ଅନୁଗୋଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ । ସୂଚନା ଅନୁସାରେ ଅନେକ ଦିନ ହେଲା ଛେଣ୍ଡିପଦା ଅଞ୍ଚଳରେ…
ଅନୁଗୋଳ: ଅନୁଗୁଳ ବାସୀ ଙ୍କ ପାଇଁ ଖୁସି ଖବର । ପୁଣି ରେଳ ଟ୍ରାକ ରେ ଗଡ଼ିବ ଅନୁଗୁଳ ପୁରୀ ମେମୁ ଟ୍ରେନ । ଦୀର୍ଘ ଦିନ ଧରି ରେଳ ଟ୍ରାକ କାର୍ଯ୍ୟ ତ୍ଵରାନ୍ବିତ ହେବା ସହ ଅନ୍ୟ କେତେକ କାରଣ…
ଅନୁଗୋଳ: ଅନୁଗୁଳ ଜିଲାରେ ପୁଣି ବାଘ ମୃତ୍ୟୁ । ଜିଲା ର ଆଠମଲ୍ଲିକ ବନଖଣ୍ଡ , ଧଣ୍ଡାଟୋପା ରେଞ୍ଜ ବାତ୍ରାଖୋଲ ଅଞ୍ଚଳରୁ ଠାବ ହୋଇଛି ଏହି ଅଣ୍ଡିରା କଲରାପତାରିଆ ବାଘ । ସେପଟେ କେଉଁ ପରିସ୍ଥିତିରେ ବାଘ ଟି ର ମୃତ୍ୟୁ…