Category: ଓଡିଶା

ମା ବାସନ୍ତୀ ଦୂର୍ଗାଙ୍କର ନବମୀ ପୂଜା

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅମଲପଡା ମା ବାସନ୍ତୀ ଦୁର୍ଗା ଙ୍କର ଆଜି ନବମୀ ପୂଜା ଦିବା ୧୧ ଘଂଟିକା ସମୟରେ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତିରେ ମହାସମରହ ରେ ପାଳିତ ହେଲା ! ଆଜି ନବମୀ ରେ ନବାକୁମାରି ପୂଜା ହେବା ଓ ସନ୍ଧ୍ୟା…

ଅନୁଗୁଳ ପୌରପରିଷଦ ର ଉପାଧକ୍ଷ ହେଲେ ବିଜେପି ପ୍ରାଥୀ ଅନୁପମା ସାହୁ

ଅନୁଗୁଳ: ଆଜି ପୌର ପରିଷଦ ଭବନ ପରିସରରେ ଅନୁଷ୍ଠିତ ନିର୍ବାଚନ ପ୍ରକ୍ରିୟା ରେ ଏକମାତ୍ର ପ୍ରାଥିନି ଭାବେ ୪ ନମ୍ବର୍ ୱାର୍ଡ ର ବିଜେପି ପ୍ରାଥିନି ନାମାଙ୍କନ ପତ୍ର ଦାଖଲ କରିଥିଲେ ।ତାଙ୍କ ବିରୁଦ୍ଧରେ ଅନ୍ୟ କୌଣସି ପ୍ରାଥୀ ନାମାଙ୍କନ ପତ୍ର…

ମା ହିଙ୍ଗୁଳା ଙ୍କ ଆବିର୍ଭାବ, ଦେଖନ୍ତୁ ଭିଡ଼ିଓ…

ଅନୁଗୋଳ,(ସୁବ୍ରତ ପଟ୍ଟନାୟକ): ଅଗ୍ନି ରୂପ ରେ ଆବିର୍ଭାବ ହେଲେ ଅଗ୍ନିରୁପି ମା ହିଙ୍ଗୁଳା । ଅନୁଗୁଳ ଜିଲା ତାଳଚେର ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟ ନିକଟରେ ଅଗ୍ନିରୁପି ଙ୍କ ଆବିର୍ଭାବ ସ୍ଥଳ ଚିହ୍ନଟ କରାଯାଇଛି । ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ତାଳଚେରରେ ଅନୁଷ୍ଠିତ…

ବିଦ୍ୟୁତ ଆଘାତରେ ଛାତ୍ରର ମୃତ୍ୟୁ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସ୍କୁଲ ପରିସର ରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକ ର ମୃତ୍ୟୁ ଅଭିଯୋଗ । ସେପଟେ ଏହି ଘଟଣା ପରେ ସ୍କୁଲ ରେ ତାଲା ପକାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଫଳରେ…

ସରକାରୀ ଜମିକୁ ନେଇ ତୁମୁଳକାଣ୍ଡ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସାହିରେ ଥିବା ସରକାରୀ ଜମି କୁ ସାହି ବାହାର ର ଲୋକଙ୍କ ପକ୍ଷରୁ ଜବରଦଖଲ କୁ ନେଇ ଚାପା ଉତେଜନା । ଅନୁଗୁଳ ପୋୖରାଞ୍ଚଳ ର ଚାରି ନମ୍ବର୍ ୱାର୍ଡ ରେ ଦେଖା ଦେଇଛି ଏହି ଚାପା ଉତେଜନା…

ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସରେ ରାହଗିରି

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ରାଜରାସ୍ତା କୁ ଫେରିଲା ରାହଗିରି । କରୋନା କଟକଣା ଯୋଗୁଁ ବନ୍ଦ ରହିଥିବା ରାହଗିରି ବା ପଥୋ ଉତ୍ସବ ଅନୁଗୁଳ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି ।ଉତ୍କଳ ଦିବସ ତଥା ଅନୁଗୁଳ ଜିଲା ପ୍ରତିଷ୍ଠା ଦିବସ ଅବସରରେ…

କାଣ୍ଡସର ସ୍କୁଲ ସାହିଠାରେ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅଧୀନସ୍ଥ କାଣ୍ଡସର ସ୍କୁଲ ସାହି ଠାରେ ଏକ ସଡକ ଦୁର୍ଘଟଣାରେ ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା। ମିଳିଥିବା ସୂଚନା ଅନୁଯାଇ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ…

CMC Municipal Election: ଦଳବଳ ସହ ଶକ୍ତି ଦେଖାଇଲେ Suchismita

କଟକ: ପୌର ନିର୍ବାଚନର ପ୍ରଚାରକୁ ହାତରେ ଆଉ ଦିନଟିଏ । ଏଥିପାଇଁ ଭୋଟରଙ୍କ ମନ ଜିଣିବାକୁ ଜୋର ଲଗାଇ ଦେଇଛନ୍ତି ପ୍ରାର୍ଥୀମାନେ। ଏହି କ୍ରମରେ କଟକ ମୁନିସିପାଲିଟି କର୍ପୋରେସନର ୫୯ ନମ୍ବର ଓ୍ୱାର୍ଡର କର୍ପୋରେଟର ପ୍ରାର୍ଥିନୀ ସୁଚିସ୍ମିତା ସାହୁ ପ୍ରଚାରକୁ ଜୋରଦାର…

ଅନୁଗୋଳ ବିଜେଡ଼ିରେ ଘଡିକେ ଘୋଡ଼ା ଛୁଟୁଛି, ପ୍ରାର୍ଥିତ୍ୱକୁ ନେଇ ତେଜୁଛି ଅନ୍ତଃକନ୍ଦଳ

ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ନିକଟରେ କଂଗ୍ରେସର ହେବିଓ୍ବେଟ ତଥା ପୂର୍ବତନ ନଗରପାଳ ଅକ୍ଷୟ ସାମନ୍ତ କଂଗ୍ରେସ ଛାଡି ବିଜେଡି ଶିବିରରେ ନିଜ ସମର୍ଥକଙ୍କୁ ନେଇ ସାମିଲ ହେବା ପରେ ବିଜେଡି ଶିବିରରେ ଏକ ପ୍ରକାର କମ୍ପନ ଦେଖାଦେଇଛି । ବିଶେଷ ଭାବେ…

ଶିକ୍ଷକ ଅଭାବ ଥିବାରୁ ସ୍କୁଲ୍ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ସରକାର ବିଦ୍ୟାଳୟର ଉନ୍ନତୀ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଶିକ୍ଷକ ଅଭାବ ଥିବାରୁ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଅସୁବିଧା ହଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ ଅନ୍ତର୍ଗତ…